ଲଭ, ସେକ୍ସ ଭିଡ଼ିଓ ଭାଇରାଲ ଓ ମର୍ଡର!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲଭ, ଭିଡିଓ ଭାଇରାଲ ଓ ତା’ ପରେ ମର୍ଡର। ଦିନେ ଭାଇରାଲ ଭିଡିଓ ପାଇଁ ଯେଉଁ ଯୁବକ ଗିରଫ ହୋଇଥିଲେ ଏବେ ସେହି କାରଣ ପାଇଁ ହତ୍ୟାର ଶିକାର ହୋଇଥିବା ସନ୍ଦେହ କରାଯାଉଛି। ଭୁବନେଶ୍ୱର କୁଆଖାଇ ନଦୀ ପଠାରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମିଳିଥିବା ଯୁବକ ଉନ୍ମୟ ପାଢ଼ୀଙ୍କ ହତ୍ୟା ପଛରେ ଆସୁଛି ଭାଇରାଲ ଭିଡିଓର ଗନ୍ଧ। ଏଭଳି ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି ମୃତ ଯୁବକଙ୍କ ଭାଇ। ଦୁଇ ଦିନ ତଳେ ଉନ୍ମୟ ନିଖୋଜ […]

viral

viral

Rakesh Mallick
  • Published: Thursday, 22 March 2018
  • Updated: 22 March 2018, 06:44 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲଭ, ଭିଡିଓ ଭାଇରାଲ ଓ ତା’ ପରେ ମର୍ଡର। ଦିନେ ଭାଇରାଲ ଭିଡିଓ ପାଇଁ ଯେଉଁ ଯୁବକ ଗିରଫ ହୋଇଥିଲେ ଏବେ ସେହି କାରଣ ପାଇଁ ହତ୍ୟାର ଶିକାର ହୋଇଥିବା ସନ୍ଦେହ କରାଯାଉଛି। ଭୁବନେଶ୍ୱର କୁଆଖାଇ ନଦୀ ପଠାରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମିଳିଥିବା ଯୁବକ ଉନ୍ମୟ ପାଢ଼ୀଙ୍କ ହତ୍ୟା ପଛରେ ଆସୁଛି ଭାଇରାଲ ଭିଡିଓର ଗନ୍ଧ। ଏଭଳି ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି ମୃତ ଯୁବକଙ୍କ ଭାଇ।

ଦୁଇ ଦିନ ତଳେ ଉନ୍ମୟ ନିଖୋଜ ହୋଇଯାଇ ଥିଲେ। ଥାନାରେ ଅଭିଯୋଗ ହେବାର କେଇ ଘଣ୍ଟା ପରେ ମିଳିଲା ମୃତଦେହ। ଭାଇରାଲ୍ ଭିଡିଓରେ ଥିବା ଯୁବତୀ କିମ୍ବା ତାଙ୍କ ପୁରୁଷ ବନ୍ଧୁ ଅବା ଅନ୍ୟ କାହା ଦ୍ୱାରା ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ମୃତ ଯୁବକଙ୍କ ଭାଇ ଚିନ୍ମୟ।

୨୦୧୬ ମସିହାର ଏକ ସେକ୍ସ ଭିଡ଼ିଓ ଭାଇରାଲ ହୋଇଥିଲା। ଯେଉଁଥିରେ ଅଛନ୍ତି ମୃତ ଉନ୍ମୟ ପାଢ଼ୀ ଅଛନ୍ତି। ପ୍ରେମିକାଙ୍କ ଏହି ଭିଡିଓ ଭାଇରାଲ କରିବା ପରେ ଯୁବତୀ ଜଣଙ୍କ ଖାରବେଳ ଥାନାରେ ୨୦୧୭ ମସିହାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ୨୦୧୭ ମାର୍ଚ୍ଚ ୧୦ ତାରିଖରେ ପୋଲିସ ଉନ୍ମୟ ପାଢୀଙ୍କୁ ଗିରଫ କରିଥିଲା। ଆଉ ତାର ଠିକ୍ ବର୍ଷକ ପରେ କୁଆଖାଇ ନଦୀ ପଠାରୁ ମିଳିଛି ମୃତଦେହ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story