କଲେଜ ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରିଥିବା ଯୁବକ ଧରାପଡ଼ିଲା

<p>ନୟାଗଡ଼:(ଓଡ଼ିଶା ରିପୋର୍ଟର) ନୟାଗଡ଼ ଜିଲ୍ଲା କଣ୍ଟିଲୋରେ କଲେଜ ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ଘଟଣାରେ ଜଣେ ଗିରଫ।&nbsp; ମୁଖ୍ୟ ଅଭିଯୁକ୍ତ ପବିତ୍ର ନାଏକଙ୍କୁ ଖଣ୍ଡପଡା ପୋଲିସ ଗିରଫ କରିବା ସହ&nbsp; ଡାକ୍ତରୀମାଇନା କରାଇଛି। &nbsp;&nbsp;ଭିଡିଓଟି କଣ୍ଟିଲୋ ଅଞ୍ଚଳରେ ଘୁରି ବୁଲୁଥିବା ବେଳେ ଭିଡିଓରେ ଥିବା ସମ୍ପୃକ୍ତ ଛାତ୍ରଛାତ୍ରୀ ନୀଳମାଧବ କଲେଜର&nbsp; ଛାତ୍ର ଜଣକ ଯୁକ୍ତ ୩ରେ ଏବଂ ଛାତ୍ରୀ ଜଣକ ଯୁକ୍ତ ଦୁଇରେ ପଢୁଥିଲେ।&nbsp; ଛାତ୍ରୀଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ।&nbsp; ଏହି ମାମଲାରେ ୧୬୪ ଧାରାରେ ପୀଡିତାଙ୍କ ବୟାନ ରେକର୍ଡ କରିଛି ପୋଲିସ । ଏନେଇ ତଦନ୍ତ ଜାରି ରହିଥିଲା। ସେପଟେ ଘଟଣା ପରେ କଲେଜ କର୍ତ୍ତୃପକ୍ଷ ଦୁଇ ଛାତ୍ରଛାତ୍ରୀଙ୍କୁ ବହିଷ୍କାର କରିଥିଲେ।</p>

Ordigital Desk
  • Published: Sunday, 11 March 2018
  • Updated: 11 March 2018, 04:52 PM IST

Sports

Latest News

<p>ନୟାଗଡ଼:(ଓଡ଼ିଶା ରିପୋର୍ଟର) ନୟାଗଡ଼ ଜିଲ୍ଲା କଣ୍ଟିଲୋରେ କଲେଜ ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ଘଟଣାରେ ଜଣେ ଗିରଫ।&nbsp; ମୁଖ୍ୟ ଅଭିଯୁକ୍ତ ପବିତ୍ର ନାଏକଙ୍କୁ ଖଣ୍ଡପଡା ପୋଲିସ ଗିରଫ କରିବା ସହ&nbsp; ଡାକ୍ତରୀମାଇନା କରାଇଛି। &nbsp;&nbsp;ଭିଡିଓଟି କଣ୍ଟିଲୋ ଅଞ୍ଚଳରେ ଘୁରି ବୁଲୁଥିବା ବେଳେ ଭିଡିଓରେ ଥିବା ସମ୍ପୃକ୍ତ ଛାତ୍ରଛାତ୍ରୀ ନୀଳମାଧବ କଲେଜର&nbsp; ଛାତ୍ର ଜଣକ ଯୁକ୍ତ ୩ରେ ଏବଂ ଛାତ୍ରୀ ଜଣକ ଯୁକ୍ତ ଦୁଇରେ ପଢୁଥିଲେ।&nbsp; ଛାତ୍ରୀଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ।&nbsp; ଏହି ମାମଲାରେ ୧୬୪ ଧାରାରେ ପୀଡିତାଙ୍କ ବୟାନ ରେକର୍ଡ କରିଛି ପୋଲିସ । ଏନେଇ ତଦନ୍ତ ଜାରି ରହିଥିଲା। ସେପଟେ ଘଟଣା ପରେ କଲେଜ କର୍ତ୍ତୃପକ୍ଷ ଦୁଇ ଛାତ୍ରଛାତ୍ରୀଙ୍କୁ ବହିଷ୍କାର କରିଥିଲେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos