ରସଗୋଲା ସହରରେ ଭୟଙ୍କର ପରିମଳ ଅବସ୍ଥା: ବେଙ୍ଗ ମୁତିଲେ ଆଣ୍ଠୁଏ ପାଣି, ଏପଟେ ସରୁନି ଡ୍ରେନ୍ କାମ

ସାଲେପୁର (ମନୋଜ ଆଚାର୍ଯ୍ୟ/ଓଡିଶା ରିପୋର୍ଟର): ସରକାର ଗାଁର ବିକାଶ ପାଇଁ ଲାଗିଛନ୍ତି। କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଛୋଟ ଛୋଟ ସହର ଗୁଡ଼ିକୁ ମଧ୍ୟ ସଜାଡିବାକୁ କମ୍ ଟଙ୍କା ଦେଉନାହାଁନ୍ତି। କିନ୍ତୁ ପ୍ରଶାସନିକ ଓ ରାଜନୈତିକ ଅପରାଗତା ଯୋଗୁ ଏସବୁ ଟଙ୍କା ଖର୍ଚ୍ଚ ହୋଇପାରୁନି। ଯେଉଁଠି ବି ଖର୍ଚ୍ଚ ହେଉଛି, କାମ ଏତେ ନିମ୍ନମାନର ଯେ, ଏହାର ଅସଲ ଦୁର୍ଦ୍ଦଶା ଭୋଗୁଛନ୍ତି ସାଧାରଣ ଲୋକେ। ଏବେ ଏମିତି ଅବସ୍ଥା କଟକ ଜିଲ୍ଲାର ଅନ୍ୟତମ ଜଣାଶୁଣା ସ୍ଥାନ […]

1

1

Rakesh Mallick
  • Published: Friday, 29 June 2018
  • Updated: 29 June 2018, 08:08 PM IST

Sports

Latest News

ସାଲେପୁର (ମନୋଜ ଆଚାର୍ଯ୍ୟ/ଓଡିଶା ରିପୋର୍ଟର): ସରକାର ଗାଁର ବିକାଶ ପାଇଁ ଲାଗିଛନ୍ତି। କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଛୋଟ ଛୋଟ ସହର ଗୁଡ଼ିକୁ ମଧ୍ୟ ସଜାଡିବାକୁ କମ୍ ଟଙ୍କା ଦେଉନାହାଁନ୍ତି। କିନ୍ତୁ ପ୍ରଶାସନିକ ଓ ରାଜନୈତିକ ଅପରାଗତା ଯୋଗୁ ଏସବୁ ଟଙ୍କା ଖର୍ଚ୍ଚ ହୋଇପାରୁନି। ଯେଉଁଠି ବି ଖର୍ଚ୍ଚ ହେଉଛି, କାମ ଏତେ ନିମ୍ନମାନର ଯେ, ଏହାର ଅସଲ ଦୁର୍ଦ୍ଦଶା ଭୋଗୁଛନ୍ତି ସାଧାରଣ ଲୋକେ। ଏବେ ଏମିତି ଅବସ୍ଥା କଟକ ଜିଲ୍ଲାର ଅନ୍ୟତମ ଜଣାଶୁଣା ସ୍ଥାନ ସାଲେପୁରରେ।

ଲୋକେ ଏଠି କଥାବାର୍ତ୍ତା ହୁଅନ୍ତି, ସାଲେପୁରରେ କାଳେ ବେଙ୍ଗ ମୁତିଲେ ଆଣ୍ଠିଏ ପାଣି। ଅର୍ଥାତ ଏଠାରେ ଥିବା ଇଂଜିନିୟର ବାବୁମାନେ ଏମିତି କାମ କରନ୍ତି ଯେ, ଟିକିଏ ବର୍ଷାରେ ବି ରାସ୍ତା ଉପରେ ପାଣି ଠିଆ ହୋଇଯାଏ। ରାସ୍ତା ଗୁଡ଼ିକର ଅବସ୍ଥା ବି ସାଂଘାତିକ। ଯୁଆଡ଼େ ଯିବେ ଖାଲ ଖମାରେ ଭର୍ତ୍ତା ଏଠାକାର ରାସ୍ତା। ଟିକିଏ ଟିକିଏ ବର୍ଷା ହେଲେ ମୁଖ୍ୟ ରାସ୍ତା ଉପରେ ଆଣ୍ଠିଏ ପାଣି ଚାଲିଥାଏ। ଗଲା ଆସିଲା ଲୋକ ଆଦୌ ଜାଣି ପାରିବନି ଯେ କେଉଁ ଖାଲରେ କେତେ ପାଣି। ସବୁଠି ଅନେଇ ବସିଥାଏ ବିପଦ। ତେଣୁ ପ୍ରତିଦିନ ଶତାଧିକ ଲୋକେ ଦୁର୍ଘଟଣାର ଶିକାର ହେଉଛନ୍ତି। ରାସ୍ତାରେ ଫୁଟେ ଉଚ୍ଚର ବର୍ଷାପାଣି ଆସିଗଲେ ନିଷ୍କାସନ ପାଇଁ ବାଟ ପାଏନି। କିନ୍ତୁ ସେପଟେ ଦେଖିଲା ବେଳକୁ ନାଳ ଶୁଖିଲା ପଡିଥାଏ।

ଫଟୋରେ ଆପଣମାନେ ଦେଖୁଛନ୍ତି, ସାଲେପୁର କୁଆଁପାଳ ବାସଷ୍ଟାଣ୍ଡଠାରୁ ଥାନାଛକ ପର୍ଯ୍ୟନ୍ତ ରାସ୍ତାର ଦୃଶ୍ୟ। ବିଭାଗୀୟ ଉଦାସୀନତା ହେତୁ ଠିକ ସମୟରେ ନିଷ୍କାସନ ନାଳି କାମ ସରିପାରି ନାହିଁ। ଫଳରେ ରାସ୍ତାର ଏହି ଅବସ୍ଥା। ଅନେକଥର ସହରବାସୀ ସ୍ଥାନୀୟ ପ୍ରଶାସନକୁ ଏହିପରି ସମସ୍ୟା ସଂପର୍କରେ ଜଣେଇଥିଲେ ବି କିଛି ଲାଭ ହୋଇନି। ଖୁବଶୀଘ୍ର ରାସ୍ତାକାମ ଓ ଡ୍ରେନେଜ୍ କାମ ନକଲେ ଲୋକେ ଅନ୍ଦୋଳନକୁ ଓହ୍ଲାଇବେ ବୋଲି ଧମକ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story