ଅଲାରନାଥ ମନ୍ଦିରର ଗର୍ଭଗୃହରେ ଆଣ୍ଠୁଏ ଉଚ୍ଚର ପାଣି

<p>ବ୍ରହ୍ମଗିରି (ଓଡ଼ିଶା ରିପୋର୍ଟର) : ଲଗାଣ ବର୍ଷା ଯୋଗୁ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳ ପରି ପୁରୀ ଜିଲ୍ଲା ବ୍ରହ୍ମଗିରିର ଅବସ୍ଥା ବି ବେହାଲ ହୋଇଯାଇଛି। &nbsp;ବର୍ଷା ପାଣିରେ ଏଠାରେ ଥିବା ଅଲାରନାଥ ମନ୍ଦିରର ବେଢ଼ା ବୁଡ଼ିଯାଇଛି। ଗର୍ଭଗୃହରେ ବି ପାଣି ପଶିଯାଇଛି। ସେଠାରେ ଆଣ୍ଠୁଏ ଉଚ୍ଚରେ ପାଣି ଜମିଛି। ରତ୍ନ ସିଂହାସନକୁ ପାଣି ଲାଗିଯାଇଛି।</p>

Ordigital Desk
  • Published: Saturday, 21 July 2018
  • Updated: 21 July 2018, 09:53 AM IST

Sports

Latest News

<p>ବ୍ରହ୍ମଗିରି (ଓଡ଼ିଶା ରିପୋର୍ଟର) : ଲଗାଣ ବର୍ଷା ଯୋଗୁ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳ ପରି ପୁରୀ ଜିଲ୍ଲା ବ୍ରହ୍ମଗିରିର ଅବସ୍ଥା ବି ବେହାଲ ହୋଇଯାଇଛି। &nbsp;ବର୍ଷା ପାଣିରେ ଏଠାରେ ଥିବା ଅଲାରନାଥ ମନ୍ଦିରର ବେଢ଼ା ବୁଡ଼ିଯାଇଛି। ଗର୍ଭଗୃହରେ ବି ପାଣି ପଶିଯାଇଛି। ସେଠାରେ ଆଣ୍ଠୁଏ ଉଚ୍ଚରେ ପାଣି ଜମିଛି। ରତ୍ନ ସିଂହାସନକୁ ପାଣି ଲାଗିଯାଇଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos