ଯବାନଙ୍କ ମୃତ୍ୟୁ ପାଇଁ ଦାୟୀ କିଏ ?

ବଲାଙ୍ଗିର,( ସସ୍ମିତା ସାହୁ): ଗତ ୨୧ ତାରିଖ  ରାତିରେ ବଲାଙ୍ଗିର ସହର ଶାନ୍ତିପଡା ଛକ ନିକଟରେ ଦୁର୍ଘଟଣା ଘଟି ଜଣେ ଯବାନଙ୍କ ପ୍ରାଣ ଯାଇଛି। ମୃତକ ହେଉଛନ୍ତି ଆଇଆରବି ଯବାନ ରୂପାନନ୍ଦ ମିର୍ଦ୍ଧା। ସେ ନିଜ ସମ୍ପର୍କୀୟଙ୍କ ଘରୁ ବୌଦ୍ଧକୁ ଫେରୁଥିବା ବେଳେ ଦୁର୍ଘଟଣାରେ ଗୁରୁତର ହୋଇଥିଲେ। ପରେ ତାଙ୍କର ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ, ଏବେ ବଲାଙ୍ଗିରରେ ରାସ୍ତା ପ୍ରଶସ୍ତିକରଣ କାମ ଚାଲିଛି । କଳଭର୍ଟ କାମ ଯୋଗୁ ଖୋଳାଯାଇଛି ୧୦ ଫୁଟର ଗାତ। କିନ୍ତୁ କୌଣସି […]

h-777

h-777

Rakesh Mallick
  • Published: Friday, 04 May 2018
  • Updated: 04 May 2018, 12:21 AM IST

Sports

Latest News

ବଲାଙ୍ଗିର,( ସସ୍ମିତା ସାହୁ): ଗତ ୨୧ ତାରିଖ  ରାତିରେ ବଲାଙ୍ଗିର ସହର ଶାନ୍ତିପଡା ଛକ ନିକଟରେ ଦୁର୍ଘଟଣା ଘଟି ଜଣେ ଯବାନଙ୍କ ପ୍ରାଣ ଯାଇଛି। ମୃତକ ହେଉଛନ୍ତି ଆଇଆରବି ଯବାନ ରୂପାନନ୍ଦ ମିର୍ଦ୍ଧା। ସେ ନିଜ ସମ୍ପର୍କୀୟଙ୍କ ଘରୁ ବୌଦ୍ଧକୁ ଫେରୁଥିବା ବେଳେ ଦୁର୍ଘଟଣାରେ ଗୁରୁତର ହୋଇଥିଲେ। ପରେ ତାଙ୍କର ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ, ଏବେ ବଲାଙ୍ଗିରରେ ରାସ୍ତା ପ୍ରଶସ୍ତିକରଣ କାମ ଚାଲିଛି । କଳଭର୍ଟ କାମ ଯୋଗୁ ଖୋଳାଯାଇଛି ୧୦ ଫୁଟର ଗାତ। କିନ୍ତୁ କୌଣସି ସୁରକ୍ଷା ବ୍ୟବସ୍ଥା ନାହିଁ। ସତର୍କତା ସୂଚନା ଫଳକଟିଏ ମଧ୍ୟ ଲଗା ଯାଇନାହିଁ। ଯାହା ଫଳରେ ରୂପାନନ୍ଦ ସେଦିନ ନିଜ ବାଇକ୍‌ ସହ ଏହି ଗର୍ତ୍ତରେ ଗଳି ପଡିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବଲାଙ୍ଗିର ଡାକ୍ତରଖାନା ଓ ପରେ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । କିନ୍ତୁ ସେଠି ପାଖାପାଖି ୬ ଦିନର ଚିକିତ୍ସା ପରେ ସେ ଆଖି ବୁଜି ଦେଇଥିଲେ। ଦୁର୍ଘଟଣା ଦିନ ରାସ୍ତା ଉପରେ ଦୀର୍ଘ ସମୟ ଧରି ସଂପୃକ୍ତ ଠିକାଦାର ଓ ଅଧିକାରୀଙ୍କ ବିରୋଧରେ ସ୍ଥାନୀୟ ଲୋକେ  ଆନ୍ଦୋଳନ କରିଥିଲେ ।

କୌଣସି ସୁରକ୍ଷା ବ୍ୟବସ୍ଥା ନ ଥିବାରୁ, ଠିକାଦାର ଓ ସଂପୃକ୍ତ  ଅଧିକାରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ ଆନ୍ଦୋଳନକାରୀ । କିନ୍ତୁ ଦୁର୍ଭାଗ୍ୟ ଆଜିଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ରାସ୍ତା ଉପରେ ମୃତ ଯବାନଙ୍କ ଶବ ରଖି ଆନ୍ଦୋଳନ କରିଥିଲେ ସାଧାରଣ ଲୋକେ।   ଦୀର୍ଘ ସମୟର ରାସ୍ତାରୋକ ପରେ ଘଟଣାସ୍ଥଳରେ ପହଞ୍ଚିଥିଲେ ଥାନା ଅଧିକାରୀ । ସଦର ଏସ୍.ଡି.ପି.ଓଙ୍କ ସହିତ ତହସିଲଦାର  ପୁଣିଥରେ ଲୋକଙ୍କୁ ବୁଝାସୁଝା କରି ଆନ୍ଦୋଳନକୁ ପ୍ରଶମିତ କରିଥିଲେ ସତ, କିନ୍ତୁ ଘଟଣାର ଗୋଟିଏ ସପ୍ତାହ ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା ପୋଲିସ ।  ଅନ୍ୟପଟେ କଳଭର୍ଟ ଚାରିପଟେ ଆଡବେଷ୍ଟର ବାଡ ଦେଇଥିଲେ ଠିକା ସଂସ୍ଥା ।  ହେଲେ ପୋଲିସର ସ୍ଥାଣୁତାକୁ ଦେଖି, ଯବାନଙ୍କ ସଂର୍ପକୀୟ ଥାନାରେ ଏତାଲା ବି ଦେଲେ, ତଥାପି ଠିକାସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି ପୋଲିସ।

ବିଭାଗୀୟ ଗାଇଡଲାଇନ  ନିୟମ ଅନୁଯାୟୀ,କାମ ସମୟରେ କୌଣସି ଖୋଲା ଜାଗାକୁ ମଜବୁତ ରେଲିଂରେ ବ୍ୟାରିକେଡ କରିବା କଥା ।  ୧.୮ ମିଟର ଉଚ୍ଚତାର ବ୍ୟାରିକେଡ ହେବା କଥା ।  ଆଖପାଖରେ କୌଣସି ମେଟେରିଆଲ ପକାଇବା କଥା ନୁହଁ ।  କିନ୍ତୁ ଏ ସବୁ ନିୟମକୁ ଖୋଲା ଖୋଲି ଉଲ୍ଲଂଘନ କରିଛନ୍ତି ଠିକାଦାର। ତଥାପି ପୋଲିସ ଜାଣିଶୁଣି ଚୁପ୍। ସଂପୃକ୍ତ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆନ୍ଦୋଳନ ବି ହେଲା ।  ଥାନାରେ ଅଭିଯୋଗ କଲେ ସଂର୍ପକୀୟ।   କିନ୍ତୁ ପୋଲିସ-ଠିକାଦାର ବାବୁଙ୍କ ମଧୂଚନ୍ଦ୍ରିକା ଅନ୍ୟମାନଙ୍କ ପାଇଁ କାଳ ହୋଇଛି।  ଆଉ ଏହି କାରଣ ପାଇଁ ଜଣେ ଯବାନଙ୍କ ଜୀବନ ଅକାଳରେ ଚାଲିଗଲା। ଏତେ ସବୁ ନିୟମ ଥିଲେ ବି, ଠିକାସଂସ୍ଥାର ଖାତିର ନାହିଁ ।  ଆଉ ସେପଟେ ସବୁ ଜାଣି ବି ବିଭାଗୀୟ ବାବୁ କହୁଛନ୍ତି ଆମର ଭୁଲ୍ ନାହିଁ ।  ତେଣୁ ଅଦିନରେ ଜଣେ ଯବାନଙ୍କ ମୃତ୍ୟୁ ପାଇଁ ଦାୟୀ କିଏ ? ତାକୁ ନେଇ ଉଠିଛି ପ୍ରଶ୍ନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story