ଡେଙ୍ଗୁରେ ମହିଳାଙ୍କ ମୃତ୍ୟୁ

dengue-mosquito

ବାଲେଶ୍ୱର: ପୁଣି ଜଣଙ୍କ ମୁଣ୍ଡ ନେଲା ଡେଙ୍ଗୁ। ଗତକାଲି ରାତିରେ ବାଲେଶ୍ୱର ଡାକ୍ତରଖାନାରେ ଡେଙ୍ଗୁରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ସଞ୍ଜୁଲତା ମହାପାତ୍ର। ତାଙ୍କ ଘର ସୋର ଅଞ୍ଚଳର ଅଠିଳାବାଗ ଗାଁରେ।

Previous ArticleNext Article

Leave a Reply

Your email address will not be published. Required fields are marked *

Send this to a friend