ଗାଧୋଇ ଫେରୁଥିଲେ, ମାରିଦେଲା ବିଜୁଳି

death4

ଧର୍ମଗଡ଼(ଇଙ୍ଗିତ ପଣ୍ଡା): କଳାହାଣ୍ଡି  ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ସିର୍ଲିଗୁଡ଼ା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ବଜ୍ରାଘାତରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ସଞ୍ଜୁକ୍ତା ବାରିକ। ସେ ଆଜି ସକାଳେ  ଗାଁ ନିକଟରେ ଥିବା ନାଳରୁ ଗାଧୋଇ ଫେରୁ ଥିବା ବେଳେ ବଜ୍ରାଘାତର ଶିକାର ହୋଇଥିଲେ। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

Previous ArticleNext Article

Send this to a friend