ହାତଗୋଡ଼ ବାନ୍ଧି ଲୁଟ୍ ପରେ ମହିଳାଙ୍କୁ ହତ୍ୟା

deadwomen

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ମୁଖିଗୁଡ଼ାରେ ଚାଞ୍ଚଲ୍ୟ। ଜଣେ ମହିଳାଙ୍କୁ ହତ୍ୟା କରି ଲୁଟ୍‌ପାଟ୍ କରିଥିବା ଅଭିଯୋଗ ହୋଇଛି। ସେକ୍ଟର ୨ରେ ଘଟିଛି ଏହି ଘଟଣା। ମୃତ ମହିଳାଙ୍କ ନାଁ ଶାନ୍ତିଲତା ବେୱା। ତାଙ୍କ ଗୋଡ଼ହାତ ବାନ୍ଧି ଲୁଟ୍ କରିବା ପରେ ଦୁର୍ବୃତ୍ତମାନେ ତାଙ୍କୁ ହତ୍ୟା କରି ଫେରାର ହୋଇଯାଇଥିବା ଜଣାପଡ଼ିଛି। ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

SHARE THIS

RELATED ARTICLES

LEAVE COMMENT