ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>ମାଲକାନଗିରି(ଓଡ଼ିଶା ରିପୋର୍ଟର): ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍ ଜିଲ୍ଲା ଏସ୍‌ପିଙ୍କ ନିକଟରେ ଜଣେ କ୍ୟାଡର ମହିଳା ମାଓବାଦୀ ଆତ୍ମସମର୍ପଣ କରିଛି। ତାଙ୍କ ନାଁ ସାଧନା। ତାଙ୍କୁ ଧରାଇ ଦେବାକୁ ଆନ୍ଧ୍ର ଏବଂ ଓଡ଼ିଶା ସରକାର ପୁରସ୍କାର ଘୋଷଣା କରିଥିଲେ। ଉଭୟ ରାଜ୍ୟର ସରକାର ପୃଥକ୍‌ ପୃଥକ୍‌ ଭାବେ ୪ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରିଥିଲେ।</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।