ଏକାଥରେ ୬୦୦ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ

କାମାକ୍ଷାନଗର (ରାକେଶ ଦେହୁରୀ): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକରେ ୬୦୦ ହିତାଧିକାରୀଙ୍କୁ ଦିଆଗଲା ପ୍ରଧାନମନ୍ତ୍ରୀ ଓ ବିଜୁ ପକ।ଘର କାର୍ଯ୍ୟ।ଦେଶ। ଏଥିପାଇଁ ବ୍ଲକ୍‌ରେ ଏକ ସ୍ୱତନ୍ତ୍ର ସଭାର ଆୟୋଜନ କରାଯାଇଥିଲା। କାମାକ୍ଷାନଗର ବିଡିଓ ଜ୍ୟୋତିଶଙ୍କର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଅତିଥି ଭାବେ ଯୋଗଦେଇ ରାଜି ଖଣି ଇସ୍ପାତ ପୁର୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ବିଭିନ୍ନ ପଞ୍ଚାୟତରୁ ଆସିଥିବା ୬୦୦ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଓ ବିଜୁ ପକ।ଘର କାର୍ଯ୍ୟ।ଦେଶ ବଣ୍ଟନ କରିଥିଲେ ଏଠାରେ ବ୍ଲକ ଉପାଅଧ୍ୟକ୍ଷ […]

fc9d011b-24b6-4281-9449-a321fc4dc01a

fc9d011b-24b6-4281-9449-a321fc4dc01a

Ordigital Desk
  • Published: Wednesday, 23 May 2018
  • Updated: 23 May 2018, 04:43 PM IST

Sports

Latest News

କାମାକ୍ଷାନଗର (ରାକେଶ ଦେହୁରୀ): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକରେ ୬୦୦ ହିତାଧିକାରୀଙ୍କୁ ଦିଆଗଲା ପ୍ରଧାନମନ୍ତ୍ରୀ ଓ ବିଜୁ ପକ।ଘର କାର୍ଯ୍ୟ।ଦେଶ। ଏଥିପାଇଁ ବ୍ଲକ୍‌ରେ ଏକ ସ୍ୱତନ୍ତ୍ର ସଭାର ଆୟୋଜନ କରାଯାଇଥିଲା। କାମାକ୍ଷାନଗର ବିଡିଓ ଜ୍ୟୋତିଶଙ୍କର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଅତିଥି ଭାବେ ଯୋଗଦେଇ ରାଜି ଖଣି ଇସ୍ପାତ ପୁର୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ବିଭିନ୍ନ ପଞ୍ଚାୟତରୁ ଆସିଥିବା ୬୦୦ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଓ ବିଜୁ ପକ।ଘର କାର୍ଯ୍ୟ।ଦେଶ ବଣ୍ଟନ କରିଥିଲେ ଏଠାରେ ବ୍ଲକ ଉପାଅଧ୍ୟକ୍ଷ ରଶ୍ମୀରଞ୍ଜନ ଖୁଣ୍ଟିଆ, ସହକାରୀ ଯନ୍ତ୍ରୀ ସନ୍ଦୀପ ସିଂହ, ଜିଲ୍ଲା ପରିଷଦ ସଭ୍ୟ ପ୍ରେମାନନ୍ଦ ସାହୁ, ସମିତି ସଭ୍ୟ ମିହିର ପ୍ରସାଦ ମହାପାତ୍ର, ସରପଞ୍ଚ ଶିଶିରକାନ୍ତ ବେହେରା ଓ ଲଲିତ ସାହୁଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ପ୍ରଥମେ କାମାକ୍ଷାନଗର ବ୍ଲକରେ ଓ ପରେ ଭଇରପୁର ଓ ରାୟନାରସିଂହପୁର ପଞ୍ଚାୟତରେ ମନ୍ତ୍ରୀ କାର୍ଯ୍ୟ।ଦେଶ ବଣ୍ଟନ କାରିଥିଲେ। ଏହି ଅବସରରେ ବ୍ଲକର ସମସ୍ତ ଲୋକ ପ୍ରତିନିଧି ଓ କାର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos