ନୟାଗଡ଼ରେ ବି ଜଣେ ଛେଚା ଖାଇଲେ, ଡିଜି କହିଲେ ‘ପିଲା ଚୋରି’ ସୋସିଆଲ୍ ମିଡିଆ ଗୁଜବ

ନୟାଗଡ଼(ଓଡ଼ିଶା ରିପୋର୍ଟର): ନୟାଗଡ଼କୁ ବ୍ୟାପିଲା ପିଲା ଚୋରି ଗୁଜବ।  ପିଲା ଚୋର ସନ୍ଦେହରେ ନୟାଗଡ଼ ସଦର ଥାନା ଅଞ୍ଚଳରେ ଯୁବକଙ୍କ ହାତଗୋଡ଼ ବାନ୍ଧି ଲୋକେ ନିସ୍ତୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଯୁବକ ଜଣକ ଏକ ସର୍ଭେ କରିବା ପାଇଁ ଯାଇଥିବା ବେଳେ ପିଲା ଚୋର ଭାବି ଲୋକେ ତାଙ୍କୁ ନିର୍ଧୂମ ପିଟିଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଯୁବକଙ୍କୁ ଉଦ୍ଧାର କରିଛି। ଏନେଇ ଟାଉନ ଥାନା ପୋଲିସ ନିଜ ଆଡ଼ୁ […]

nayagar

nayagar

Rakesh Mallick
  • Published: Sunday, 27 May 2018
  • Updated: 27 May 2018, 10:35 PM IST

ନୟାଗଡ଼(ଓଡ଼ିଶା ରିପୋର୍ଟର): ନୟାଗଡ଼କୁ ବ୍ୟାପିଲା ପିଲା ଚୋରି ଗୁଜବ।  ପିଲା ଚୋର ସନ୍ଦେହରେ ନୟାଗଡ଼ ସଦର ଥାନା ଅଞ୍ଚଳରେ ଯୁବକଙ୍କ ହାତଗୋଡ଼ ବାନ୍ଧି ଲୋକେ ନିସ୍ତୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଯୁବକ ଜଣକ ଏକ ସର୍ଭେ କରିବା ପାଇଁ ଯାଇଥିବା ବେଳେ ପିଲା ଚୋର ଭାବି ଲୋକେ ତାଙ୍କୁ ନିର୍ଧୂମ ପିଟିଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଯୁବକଙ୍କୁ ଉଦ୍ଧାର କରିଛି। ଏନେଇ ଟାଉନ ଥାନା ପୋଲିସ ନିଜ ଆଡ଼ୁ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।  ଦଶପଲ୍ଲାରେ ବି ସମାନ ଢଙ୍ଗରେ ଜଣେ ଯୁବକଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି।

ରାଜ୍ୟର ବିଭିନ୍ନ ସ୍ଥାନରେ ଉଠୁଥିବା ପିଲା ଚୋରି ଅଭିଯୋଗ ଘଟଣାକୁ ସୋସିଆଲ ମିଡିଆର ଗୁଜବ ବୋଲି କହିଛନ୍ତି ପୋଲିସ ଡିଜି ଡକ୍ଟର ରାଜେନ୍ଦ୍ର ପ୍ରସାଦ ଶର୍ମା। ଏପରିକି ଗ୍ୟାଙ୍ଗ୍ ଆସି ପିଲା ଚୋରି କରିବା ଅଭିଯୋଗ ମିଛ ବୋଲି ଡିଜି କହିଛନ୍ତି। ଏଭଳି ଗୁଜବ ପ୍ରଚାର ନ କରିବାକୁ ସେ ଲୋକମାନଙ୍କୁ ନିବେଦନ କରିଛନ୍ତି।

ସେହିଭଳି ପିଲା ଚୋରି ସନ୍ଦେହରେ ଲୋକଙ୍କୁ ଆକ୍ରମଣ ହେଉଥିବାରୁ ଏ ନେଇ ସଜାଗ ରହିବାକୁ ଜିଲ୍ଲା ଏସ୍‌ପିମାନଙ୍କୁ ସତର୍କ କରିଛନ୍ତି ଡିଜି। ଲୋକମାନଙ୍କର ଏ ସମ୍ପର୍କିତି କୌଣସି କିଛି ଅଭିଯୋଗ ଥିଲେ, ତୁରନ୍ତ ପୋଲିସରେ ଜଣାନ୍ତୁ ବୋଲି ଡିଜି ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ନିବେଦନ କରିଛନ୍ତି।

ଗତ କିଛି ଦିନ ଧରି ରାୟଗଡ଼ା ଜିଲ୍ଲା ଓ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ପିଲା ଚୋରି ନେଇ ଗୁଜବ ପ୍ରଚାରିତ ହେଉଥିବା ବେଳେ ଏହାକୁ ନେଇ ଆତଙ୍କିତ ହେବା ସହ ଲୋକଙ୍କୁ ଆକ୍ରମଣ କରାଯାଉଥିବା ଦେଖିବାକୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story