୧୨ ବର୍ଷୀୟ ଜିନିଅସ୍: ରାହୁଲଙ୍କ ମସ୍ତିଷ୍କ ଆଇନଷ୍ଟାଇନଙ୍କଠାରୁ ବି କ୍ଷୀପ୍ର

ଭାରତ ବଂଶୋଦ୍ଭବ ରାହୁଲ ଦୋଷୀ। ବିଦେଶରେ ଭାରତ ପାଇଁ ଆଣିଛନ୍ତି ଗର୍ବ। ବ୍ରିଟେନର ଏକ ଟେଲିଭିଜନରେ ହୋଇଥିବା କୁଇଜ ପ୍ରତିଯୋଗିତାରେ ‘ଚାଇଲ୍ଡ ଜିନିଅସ୍’ ମୁକୁଟ ହାସଲ କରିଛନ୍ତି ରାହୁଲ। ୧୨ ବର୍ଷୀୟ ରାହୁଲ ଲୋକପ୍ରିୟ ଟିଭି କୁଇଜ ପ୍ରତିଯୋଗିତାର ଆରମ୍ଭ ରାଉଣ୍ଡରେ ସବୁ ପ୍ରଶ୍ନର ସଠିକ ଉତ୍ତର ଦେଇ ରାତାରାତି ଷ୍ଟାର ପାଲଟି ଯାଇଥିଲେ। ଉତ୍ତର ଲଣ୍ଡନରେ ରହୁଥିବା ରାହୁଲ ଶନିବାର ରାତି ଫ।ଇନାଲରେ ୯ ବର୍ଷର ପ୍ରତିଯୋଗୀ  ରୋନନଙ୍କୁ ହରାଇ ଚାନେଲ-୪ ଶୋ’ ‘ଚାଇଲ୍ଡ ଜିନିଅସ’ […]

rahul-doshi

rahul-doshi

Rakesh Mallick
  • Published: Tuesday, 22 August 2017
  • Updated: 22 August 2017, 02:10 PM IST

Sports

Latest News

ଭାରତ ବଂଶୋଦ୍ଭବ ରାହୁଲ ଦୋଷୀ। ବିଦେଶରେ ଭାରତ ପାଇଁ ଆଣିଛନ୍ତି ଗର୍ବ। ବ୍ରିଟେନର ଏକ ଟେଲିଭିଜନରେ ହୋଇଥିବା କୁଇଜ ପ୍ରତିଯୋଗିତାରେ ‘ଚାଇଲ୍ଡ ଜିନିଅସ୍’ ମୁକୁଟ ହାସଲ କରିଛନ୍ତି ରାହୁଲ। ୧୨ ବର୍ଷୀୟ ରାହୁଲ ଲୋକପ୍ରିୟ ଟିଭି କୁଇଜ ପ୍ରତିଯୋଗିତାର ଆରମ୍ଭ ରାଉଣ୍ଡରେ ସବୁ ପ୍ରଶ୍ନର ସଠିକ ଉତ୍ତର ଦେଇ ରାତାରାତି ଷ୍ଟାର ପାଲଟି ଯାଇଥିଲେ।

ଉତ୍ତର ଲଣ୍ଡନରେ ରହୁଥିବା ରାହୁଲ ଶନିବାର ରାତି ଫ।ଇନାଲରେ ୯ ବର୍ଷର ପ୍ରତିଯୋଗୀ  ରୋନନଙ୍କୁ ହରାଇ ଚାନେଲ-୪ ଶୋ’ ‘ଚାଇଲ୍ଡ ଜିନିଅସ’ ବିଜେତା ହୋଇପାରିଛନ୍ତି। ୧୯ଶହ ଶତାଦ୍ଦୀର କଳାକାର ଉଇଲିଅମ୍ ହଂଲମେନ ହଣ୍ଟ ଏବଂ ଜନ ୱେଟ ମିଲିଜଙ୍କ ଉପରେ ପଚରା ଯାଇଥିବା ପ୍ରଶ୍ନର ସଠିକ ଉତ୍ତର ଦେଇଥିଲେ।

ରାହୁଲଙ୍କୁ ଅନ୍ତିମ ପର୍ଯ୍ୟାୟରେ ଏଡୱର୍ଡ ଜେନରଙ୍କ ଚିକିତ୍ସା ଆବିଷ୍କାର ଓ ଅଷ୍ଟାଦଶ ଶତାଦ୍ଦୀରେ ଇଂଲଣ୍ଡରେ ହେଉଥିବା କାର୍ଯ୍ୟ ପ୍ରଣାଣୀ ବିଷୟରେ ପଚରା ଯାଇଥିଲା। ଏଥିରେ ରାହୁଲଙ୍କ ଉତ୍ତର ଶୁଣି ଉପସ୍ଥିତ ଦର୍ଶକ ଆଚମ୍ବିତ ହୋଇଯାଇଥିଲେ। ଏହି ବିଷୟରେ ପଚାରା ଯାଇଥିବା ସବୁ ପ୍ରଶ୍ନର ସେ ସଠିକ ଉତ୍ତର ଦେଇଥିଲେ। ଆର୍ଥିକ ପରାମର୍ଶଦାତା ହେବାର ସ୍ୱପ୍ନ ରଖିଥିବା ରାହୁଲ କହିଛନ୍ତି- “ନିଜକୁ ଶାନ୍ତ ରଖି ଲକ୍ଷ୍ୟ ହାସଲ କରିବାକୁ ଧ୍ୟାନ ଦେବା ହେଉଛି ମୋ ଜିତିବାର ମୂଳମନ୍ତ୍ର।”

ଆଇନଷ୍ଟାନଙ୍କଠାରୁ ରାହୁଲଙ୍କ ଆଇକ୍ୟୁ ଅଧିକ ରହିଛି। ତାଙ୍କ ଆଇକ୍ୟୁ ୧୬୨ ପଏଣ୍ଟ ରହିଛି। ସେ ମେନ୍ସା କ୍ଲବର ସଦସ୍ୟ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story