କାନରୁ ବାହାରୁଛି ହଜାର ହଜାର ପିମ୍ପୁଡି: ଦେଖନ୍ତୁ ଭିଡିଓ

ଅହମ୍ମଦାବାଦ: କାନ ଭିତରୁ ବାହାରୁଛି ପିମ୍ପୁଡି। ଗୋଟିଏ କିମ୍ୱା ଦୁଇଟି ନୁହେଁ କାନରୁ ବାହାରୁଛି ହଜାର ହଜାର ସଂଖ୍ୟାରେ ପିମ୍ପୁଡି। ଏଭଳି ଘଟଣା ଦେଖିବାକୁ ମିଳିଛି ଭାରତରେ। ଗୁଜୁରାଟର ୧୨ ବର୍ଷିୟା ଶ୍ରେୟା ଦାର୍ଜିଙ୍କ କାନରୁ ବାହାରୁଛି ହଜାର ହଜାର ପିମ୍ପୁଡି। ତେବେ ଶ୍ରେୟାଙ୍କ କାନ ଭିତରେ ଏତେ ସଂଖ୍ୟକ ପିମ୍ପୁଡି କିପରି ଆସିଲେ, ସେ ବିଷୟରେ ବଡ ବଡ ଡାକ୍ତର ମଧ୍ୟ ଟେର୍ ପାଉନାହାନ୍ତି।

ଶ୍ରେୟାଙ୍କ ବାପାଙ୍କ କହିବା ଅନୁଯାୟୀ, ସ୍କୁଲରେ ପ୍ରଥମ ଥର ପାଇଁ ତାଙ୍କ କାନରୁ ପିମ୍ପୁଡି ବାହାରୁଥିବାର ଦେଖିବାକୁ ମିଳିଥିଲା। ଏହାପରେ ତାଙ୍କୁ ବଡ ବଡ ଡାକ୍ତରଙ୍କୁ ଦେଖାଇଥିଲେ ମଧ୍ୟ କେହି ଏହାର ସଠିକ୍ କାରଣ କହି ପାରିନଥିଲେ। ଏପରିକି ସିଟି ସ୍କାନ କଲା ପରେ ରିପୋର୍ଟରେ ସବୁକିଛି ଠିକ୍ଠାକ୍ ଦେଖାଇଥିଲା। କିନ୍ତୁ କାନରୁ ପୁଣି ପିମ୍ପୁଡି ବାହାରିବା ଦେଖି କାନରେ ଡାକ୍ତର ଅପରେସନ କରିବାକୁ ସ୍ଥିର କରିଥିଲେ। ଅପରେସନରେ ଶ୍ରେୟାଙ୍କ କାନରେ ପିମ୍ପୁଡି ବସା କରିଥିବାର ଜଣା ପଡିଥିଲା। ପରେ ପିମ୍ପୁଡି ବସାକୁ ସଫ। କରିବା ସହ ପିମ୍ପୁଡିକୁ ବାହାର କରାଯାଇଥିଲା।ଅପରେସନ ପରେ ସବୁକିଛି ଠିକ୍ ହୋଇଗଲା ବୋଲି ଡାକ୍ତର ଭାବିଥିଲେ କିନ୍ତୁ ଶ୍ରେୟାଙ୍କ କାନରୁ ପିମ୍ପୁଡି ବାହାରିବା ବନ୍ଦ ହୋଇନଥିଲା।

video courtesy-Youtube

Ordigital Desk
• Published: Wednesday, 02 August 2017
• Updated: 02 August 2017, 05:43 PM IST

Sports

Latest News

ଅହମ୍ମଦାବାଦ: କାନ ଭିତରୁ ବାହାରୁଛି ପିମ୍ପୁଡି। ଗୋଟିଏ କିମ୍ୱା ଦୁଇଟି ନୁହେଁ କାନରୁ ବାହାରୁଛି ହଜାର ହଜାର ସଂଖ୍ୟାରେ ପିମ୍ପୁଡି। ଏଭଳି ଘଟଣା ଦେଖିବାକୁ ମିଳିଛି ଭାରତରେ। ଗୁଜୁରାଟର ୧୨ ବର୍ଷିୟା ଶ୍ରେୟା ଦାର୍ଜିଙ୍କ କାନରୁ ବାହାରୁଛି ହଜାର ହଜାର ପିମ୍ପୁଡି। ତେବେ ଶ୍ରେୟାଙ୍କ କାନ ଭିତରେ ଏତେ ସଂଖ୍ୟକ ପିମ୍ପୁଡି କିପରି ଆସିଲେ, ସେ ବିଷୟରେ ବଡ ବଡ ଡାକ୍ତର ମଧ୍ୟ ଟେର୍ ପାଉନାହାନ୍ତି।

ଶ୍ରେୟାଙ୍କ ବାପାଙ୍କ କହିବା ଅନୁଯାୟୀ, ସ୍କୁଲରେ ପ୍ରଥମ ଥର ପାଇଁ ତାଙ୍କ କାନରୁ ପିମ୍ପୁଡି ବାହାରୁଥିବାର ଦେଖିବାକୁ ମିଳିଥିଲା। ଏହାପରେ ତାଙ୍କୁ ବଡ ବଡ ଡାକ୍ତରଙ୍କୁ ଦେଖାଇଥିଲେ ମଧ୍ୟ କେହି ଏହାର ସଠିକ୍ କାରଣ କହି ପାରିନଥିଲେ। ଏପରିକି ସିଟି ସ୍କାନ କଲା ପରେ ରିପୋର୍ଟରେ ସବୁକିଛି ଠିକ୍ଠାକ୍ ଦେଖାଇଥିଲା। କିନ୍ତୁ କାନରୁ ପୁଣି ପିମ୍ପୁଡି ବାହାରିବା ଦେଖି କାନରେ ଡାକ୍ତର ଅପରେସନ କରିବାକୁ ସ୍ଥିର କରିଥିଲେ। ଅପରେସନରେ ଶ୍ରେୟାଙ୍କ କାନରେ ପିମ୍ପୁଡି ବସା କରିଥିବାର ଜଣା ପଡିଥିଲା। ପରେ ପିମ୍ପୁଡି ବସାକୁ ସଫ। କରିବା ସହ ପିମ୍ପୁଡିକୁ ବାହାର କରାଯାଇଥିଲା।ଅପରେସନ ପରେ ସବୁକିଛି ଠିକ୍ ହୋଇଗଲା ବୋଲି ଡାକ୍ତର ଭାବିଥିଲେ କିନ୍ତୁ ଶ୍ରେୟାଙ୍କ କାନରୁ ପିମ୍ପୁଡି ବାହାରିବା ବନ୍ଦ ହୋଇନଥିଲା।

video courtesy-Youtube

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos