ସାବାସ୍‌ ଡାକ୍ତରାଣୀ ଦିଦି: ଏମିତି କାମଟିଏ କଲେ, ଯାହା ମେଣ୍ଟାଉଛି ଶହ ଶହ ଲୋକଙ୍କ ଭୋକ

ଚେନ୍ନାଇ (ଓଡ଼ିଶା ରିପୋର୍ଟର): ପ୍ରତିଦିନ ଆମେ ବହୁତ ଖାଦ୍ୟ ନଷ୍ଟ କରୁଛନ୍ତି। ଘରେ ହେଉ କି ବାହାରେ ଅଧିକ ଖାଦ୍ୟ ଆଣୁଛନ୍ତି, ହେଲେ ସେଥିରୁ ଅଳ୍ପ କିଛି ଖାଇ ବାକି ଖାଦ୍ୟକୁ ଡଷ୍ଟବିନ୍‌ରେ ଫିଙ୍ଗି ଦେଉଛନ୍ତି। ଆଜିକାଲି ଏହା ଲୋକ ଦେଖାଣିଆ ଘଟଣା ହୋଇଗଲାଣି। କୌଣସି ରେଷ୍ଟୁରାଣ୍ଟରେ ବସି ଖାଇବା ବେଳେ କିଛି ଖାଦ୍ୟ ପ୍ଲେଟ୍‌ରେ ଛାଡି ଯିବାକୁ ବହୁ ଲୋକ ଆଭିଜାତ୍ୟର ପ୍ରତୀକ ବୋଲି ମନେ କରୁଛନ୍ତି। ହେଲେ ସେମାନେ ଜାଣି ନାହାଁନ୍ତି ଆମ ଦେଶରେ […]

Rakesh Mallick
  • Published: Thursday, 31 August 2017
  • Updated: 31 August 2017, 04:42 PM IST

Sports

Latest News

ଚେନ୍ନାଇ (ଓଡ଼ିଶା ରିପୋର୍ଟର): ପ୍ରତିଦିନ ଆମେ ବହୁତ ଖାଦ୍ୟ ନଷ୍ଟ କରୁଛନ୍ତି। ଘରେ ହେଉ କି ବାହାରେ ଅଧିକ ଖାଦ୍ୟ ଆଣୁଛନ୍ତି, ହେଲେ ସେଥିରୁ ଅଳ୍ପ କିଛି ଖାଇ ବାକି ଖାଦ୍ୟକୁ ଡଷ୍ଟବିନ୍‌ରେ ଫିଙ୍ଗି ଦେଉଛନ୍ତି। ଆଜିକାଲି ଏହା ଲୋକ ଦେଖାଣିଆ ଘଟଣା ହୋଇଗଲାଣି। କୌଣସି ରେଷ୍ଟୁରାଣ୍ଟରେ ବସି ଖାଇବା ବେଳେ କିଛି ଖାଦ୍ୟ ପ୍ଲେଟ୍‌ରେ ଛାଡି ଯିବାକୁ ବହୁ ଲୋକ ଆଭିଜାତ୍ୟର ପ୍ରତୀକ ବୋଲି ମନେ କରୁଛନ୍ତି। ହେଲେ ସେମାନେ ଜାଣି ନାହାଁନ୍ତି ଆମ ଦେଶରେ ଲକ୍ଷ ଲକ୍ଷ ଗରିବ ଦିନକୁ ମୁଠେ ଖାଇବାକୁ ପାଉନାହାନ୍ତି। ଏମିତି ବହୁତ ଲୋକ ଅଛନ୍ତି, ପେଟକୁ ଦାନା ଟିକିଏ ପାଇଁ ସଂଘର୍ଷ କରୁଛନ୍ତି। ଚାକଚକ୍ୟ ଜୀବନ ବିତାଉ ଥିବା କିଛି ବ୍ୟକ୍ତିଙ୍କ ପାଇଁ ଏହା କିଛି ମହତ୍ୱ ରଖି ନଥାଏ। ହେଲେ ଚେନ୍ନାଇର ଅର୍ଥୋଡେଟିସ୍‌ ଡାକ୍ତର ଇସା ଫତିମା ପାଇଁ ଏହାର ମହତ୍ୱ ବହୁତ ଅଧିକ। ଗରିବଙ୍କ ପାଇଁ ଦେବଦୂତ ସାଜିଛନ୍ତି ଏହି ମହିଳା ଡାକ୍ତର ଜଣଙ୍କ। ତାଙ୍କର ପ୍ରୟସ ଯୋଗୁଁ ଆଜି ଚେନ୍ନାଇରେ ଶହ ଶହ ଭୋକିଲା ଲୋକଙ୍କ ପେଟକୁ ଦୁଇମୁଠା ଖାଦ୍ୟ ମିଳୁଛି। ଆସନ୍ତୁ ଜାଣିବା ଏହି ଡାକ୍ତରଙ୍କ ନୂଆ ଚିନ୍ତାଧାରା ବିଷୟରେ।

communityଡା. ଇସା ଯେତେବେଳେ ଭୋକିଲା ଲୋକଙ୍କୁ ଦେଖୁଥିଲେ ମନ ଉଦାସ ହୋଇଯାଉଥିଲା। ଏପରି ଲୋକଙ୍କୁ କିଛି ସାହାଯ୍ୟ କରିବାକୁ ଚିନ୍ତା କରିଥିଲେ। ମନକୁ ଆସିଥିଲା କମ୍ୟୁନିଟ୍‌ ଫ୍ରିଜ୍‌ କଥା। ବାସ୍‌ ତା’ପରେ ଆରମ୍ଭ କରିଦେଇଥିଲେ ଉଦ୍ୟମ। ତାଙ୍କ ଉଦ୍ୟମ ଫଳପ୍ରଦ ହୋଇଥିଲା ଓ ଚେନ୍ନାଇର ଇଲିୟଟ ବିଚ୍‌ରେ ସବିଥିଲା ଏକ କମ୍ୟୁନିଟ୍‌ ଫ୍ରିଜ୍‌। ଏବେ ଏହି କମ୍ୟୁନିଟ୍‌ ଫ୍ରିଜ୍‌ ଅଞ୍ଚଳର ଶହ ଶହ ଭୋକିଲା ଲୋକଙ୍କ ଭୋକ ମେଣ୍ଟାଉଛି।

ଫ୍ରିଜ୍‌ ଖୋଲି ଖାଦ୍ୟ ନେବା ଉପରେ କୌଣସି ପ୍ରତିବନ୍ଧକ ନାହିଁ। ଯେ କେହି ବି ଚାହିଁବେ ଏଥିରୁ ନିଜ ପସନ୍ଦର ଖାଦ୍ୟ ବାହାର କରି ଖାଇପାରିବେ। ଖାଲି ଖାଦ୍ୟ ନୁହେଁ, ଫ୍ରିଜ୍‌ ପାଖରେ ଏକ ଆଲମିରା ମଧ୍ୟ ରଖାଯାଇଛି। ଏଥିରେ ଜୋତା, ବହି, କପଡା ଓ ଖେଳନା ରହିଥାଏ। ଆବଶ୍ୟକର ଜିନିଷ ଲୋକେ ଏଥିରୁ ନେଇଥାନ୍ତି।

ସବୁଠାରୁ ମଜାଦାର କଥା ହେଲା ଏହି କମ୍ୟୁନିଟ୍‌ ଫ୍ରିଜ୍‌କୁ ଜଗିବାକୁ କୌଣସି ସିକ୍ୟୁରିଟ୍‌ ବ୍ୟବସ୍ଥା ନାହିଁ। ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଫିଜ୍‌ ଓ ଆଲମିରାରୁ ଖାଦ୍ୟ ସହ ଆବଶ୍ୟକ ଜିନିଷ ନେଇପାରିବେ।

ଏବେ ଭାବୁଥିବେ ଏତେ ସଂଖ୍ୟାରେ ଲୋକଙ୍କ ଭୋକ ମେଣ୍ଟାଥିବା ଏହି ଫ୍ରିଜ୍‌ରେ ଖାଦ୍ୟ କିଏ ଭରିଥାଏ। ଅନ୍ୟ କେହି ନୁହେଁ, ସ୍ଥାନୀୟ ଲୋକେ ହିଁ ଏଥିରେ ଖାଦ୍ୟ ଭରିଥାନ୍ତି। ଲୋକେ ଘରେ କରୁଥିବା ରୋଷେଇ ଓ ରେଷ୍ଟୁରାଣ୍ଟ, ହୋଟେଲର ମାଲିକମାନେ କିଛି କିଛି ଖାଦ୍ୟ ଏହି ଫ୍ରିଜ୍‌ରେ ଭରିଥାନ୍ତି। ଯାହା ଅଞ୍ଚଳର ଶହ ଶହ ଲୋକଙ୍କ ଭୋକ ମେଣ୍ଟାଉଛି।

ଏପରି ଏକ କମ୍ୟୁନିଟ୍‌ ଫ୍ରିଜ୍‌ର ପରିକଳ୍ପନା କରି ଡା. ଇସା ଏବେ ଅଞ୍ଚଳର ଗରିବଙ୍କ ଦେବଦୂତ ସାଜିଛନ୍ତି। ହେଲେ ଏପରି ଯୋଜନାର ଶ୍ରେୟ ସେ ସ୍ଥାନୀୟ ଲୋକଙ୍କୁ ଦେଇଥାନ୍ତି। ତାଙ୍କ ମତରେ ସ୍ଥାନୀୟ ଲୋକଙ୍କ ସହଯୋଗ ଯୋଗୁଁ ଏହା ସଫଳ ହୋଇଛି। ଲୋକେ ବଳକା ଖାଦ୍ୟ ଏଣେତେଣେ ନ ଫିଙ୍ଗି ଏଥିରେ ଭରୁଥିବାରୁ କିଛି ଭୋକିଲା ଲୋକଙ୍କ ପେଟକୁ ଦୁଇମୁଠା ଦାନା ମିଳିପାରୁଛି।

ଆହୁରି ପଢନ୍ତୁ: ଗରିବଙ୍କ ପାଇଁ ଖୋଲିଲା ଫୁଡ୍ ଏଟିଏମ୍

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story