କାଳ ହେଲା ମେହେନ୍ଦି: କେମିତି କଷ୍ଟ ଭୋଗିଲା ୭ ବର୍ଷୀୟା ଝିଅ ପଢ଼ନ୍ତୁ

ଫଟୋରେ ଆପଣ ଦେଖୁଥିବା ହାତଟି ଜଣେ ୭ ବର୍ଷୀୟ ଝିଅର। ଆପଣ ଭାବୁଥିବେ ଝିଅଟି ନିଜ ହାତରେ କୌଣସି ନୂଆ ପ୍ରକାର ଟାଟୁ କରିଛି। କିନ୍ତୁ ଆପଣଙ୍କ ଧାରଣା ସଂପୂର୍ଣ୍ଣ ଭୁଲ୍। ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଏହା ହେଉଛି ମେହେନ୍ଦିର କୁପ୍ରଭାବ।  ମେହେନ୍ଦି ଲଗାଇବା ପ୍ରାୟ ସବୁ ଝିଅଙ୍କ ପସନ୍ଦ। ହେଲେ ଆଜିକାଲି ମେହେନ୍ଦିରେ କେମିକାଲର ମିଶ୍ରଣ ଯୋଗୁ ଶରୀର ଉପରେ ଏହା ଖରାପ ପ୍ରଭାବ ପକାଉଛି। ଏହାର ଏକ ଭୟଙ୍କର ଉଦାହରଣ ଦେଖିବାକୁ ମିଳିଛି […]

mehendi

mehendi

Rakesh Mallick
  • Published: Saturday, 19 August 2017
  • Updated: 19 August 2017, 06:18 PM IST

Sports

Latest News

ଫଟୋରେ ଆପଣ ଦେଖୁଥିବା ହାତଟି ଜଣେ ୭ ବର୍ଷୀୟ ଝିଅର। ଆପଣ ଭାବୁଥିବେ ଝିଅଟି ନିଜ ହାତରେ କୌଣସି ନୂଆ ପ୍ରକାର ଟାଟୁ କରିଛି। କିନ୍ତୁ ଆପଣଙ୍କ ଧାରଣା ସଂପୂର୍ଣ୍ଣ ଭୁଲ୍। ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଏହା ହେଉଛି ମେହେନ୍ଦିର କୁପ୍ରଭାବ। 

ମେହେନ୍ଦି ଲଗାଇବା ପ୍ରାୟ ସବୁ ଝିଅଙ୍କ ପସନ୍ଦ। ହେଲେ ଆଜିକାଲି ମେହେନ୍ଦିରେ କେମିକାଲର ମିଶ୍ରଣ ଯୋଗୁ ଶରୀର ଉପରେ ଏହା ଖରାପ ପ୍ରଭାବ ପକାଉଛି। ଏହାର ଏକ ଭୟଙ୍କର ଉଦାହରଣ ଦେଖିବାକୁ ମିଳିଛି ଇଜିପ୍ଟରେ। ସେଠି କେମିକାଲ ମିଶ୍ରିତ ମେହେନ୍ଦିର ଶିକାର ହୋଇଛନ୍ତି ଜଣେ ୭ ବର୍ଷର ଝିଅ। ଝିଅଟିର ନାଁ ମାଡିସନ୍। ମେହେନ୍ଦି ଲଗାଇବାକୁ ସେ ବହୁତ ଭଲ ପାଏ ଓ ଯେତେ ମନାକଲେ ବି ସେ ଏଥିପାଇଁ ଜିଦ୍ କରିବସେ। ବାପା ମାଆ ତାକୁ ମେହେନ୍ଦି ଲଗାଇବାକୁ ବାରଣ ବି କରିଥିଲେ। କିନ୍ତୁ ଜିଦ୍ ରେ ଅଟଳ ଥିଲା ମାଡିସନ୍। ତେଣୁ ଘରେ କେହି ନଥିବା ସମୟରେ ସେ ପାର୍ଲର ଯାଇ ମେହେନ୍ଦି ଲଗାଇ ଘରକୁ ଫେରିଥିଲା।

ଏହାପରେ ହିଁ ଆରମ୍ଭ ହୋଇଥିଲା ସମସ୍ୟା। ପିଲାମନ ସିନା ବୁଝିଲା ନାହିଁ, କିନ୍ତୁ ତାକୁ ହିଁ ସବୁ ଭୋଗିବାକୁ ପଡ଼ିଲା। ମେହେନ୍ଦି ଲଗାଇବାର ମାତ୍ର କିଛି ସମୟ ପରେ ହିଁ ତା ହାତ କୁଣ୍ଡାଇ ହେବା  ଆରମ୍ଭ ହେଲା। ଖାଲି ସେତିକି ନୁହେଁ ଅସହ୍ୟ ଯନ୍ତ୍ରଣା ମଧ୍ୟ ହେଲା। ସ୍ଥିତି ଏତେ ବିଗିଡ଼ି ଯାଇଥିଲା ଯେ, କଷ୍ଟ ସହି ନ ପାରିବାରୁ ଘରଲୋକେ ତାକୁ ନେଇ ଡାକ୍ତରଖାନା ଗଲେ। ଚିକିତ୍ସା କରିବା ପରେ ଡାକ୍ତର ସୂଚନା ଦେଇଥିଲେ ଯେ, ହେନାରେ ଅଧିକ ପରିମାଣର ଟକ୍ସିକ୍ କେମିକାଲ୍ ମିଶିଥିବାରୁ ମାଡିସନ୍ ର ଏପରି ଅବସ୍ଥା ହୋଇଛି। ପାରା ଫେନିଲେନ୍ ଡିଆମିନ୍ ବା ପିପିଡି ନାମକ ଏକ ଉପାଦାନର ମିଶ୍ରଣରେ ମେହେନ୍ଦି ପ୍ରସ୍ତୁତ ହୋଇଥିଲା। ଏହି ଉପାଦାନର ବ୍ୟବହାର ସାଧାରଣତଃ ବେଆଇନ୍ ବୋଲି ଜଣାଯାଏ। ଏ ସବୁ କେମିକାଲ୍ ର ପ୍ରଭାବ ମାଡିସନ୍ ଶରୀରରେ ଗଭୀର ଭାବରେ ପଡ଼ିଥିଲା।henna

ଏକ ହୋଟେଲ୍ ର ସେଲୁନ୍ ରେ ମାଡିସନ୍ ଏହି ମେହେନ୍ଦି ଲଗାଇଥିଲା। ମାଡିସନ୍ ର ବାପା ସେଲୁନ ଯାଇ ପଚରା ଉଚରା କରିବା ପରେ, ମେହେନ୍ଦିରେ ପିପିଡି ମିଶିଥିବା ଜଣାପଡ଼ିଥିଲା। ମେଡିକାଲ୍ ରେ ଦୁଇଦିନ ଧରି ଚିକିତ୍ସିତ ହେବାପରେ ମାଡିସନ୍ ଶେଷରେ ଭଲ ହୋଇ ଘରକୁ ଫେରିଥିଲା। ତେଣୁ ଶରୀରରେ ମେହେନ୍ଦି ଲଗେଇବା ପୂର୍ବରୁ ଟିକିଏ ହୁସିଆର୍ ରୁହନ୍ତୁ। ହୁଏତ ଆପଣ ବି ଏହାର ଶିକାର ହୋଇପାରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story