ରକ୍ତକନ୍ୟାର ବୀଭତ୍ସ କାଣ୍ଡ: ଆଜୀବନ ସୁନ୍ଦରୀ ଦିଶିବାକୁ ଗାଧେଇଥିଲା ୬୦୦ କୁଆଁରୀ ଝିଅଙ୍କ ରକ୍ତରେ

କେତେ ପ୍ରକାର ସ୍ୱଭାବର ମଣିଷ ଅଛନ୍ତି ।  କିଏ କିଏ ନରମ ହୃଦୟର ତ କିଏ ଖଚଡ଼ ପ୍ରକୃତିର।  କିଛି ଲୋକ ଅଛନ୍ତି ଯେଉଁମାନେ କୌଣସି ବୀଭତ୍ସ କାଣ୍ଡ ଦେଖିଲେ ସହିପାରନ୍ତି ନାହିଁ ତ କିଏ କିଏ ବୀଭତ୍ସ ଘଟଣା ନିଜେ ଘଟାନ୍ତି।  ଯାହା ଆପଣ କେବେ ବିଶ୍ୱାସ କରିପାରିବେ ନାହିଁ । ଆଜି ପଢ଼ନ୍ତୁ ଏମିତି ଜଣେ ମହିଳାଙ୍କ କାହାଣୀ। ଯିଏ ନିଜର ସୌନ୍ଦର୍ଯ୍ୟ ରକ୍ଷା କରିବାକୁ କେଉଁ ସ୍ତରକୁ ଯାଇଛନ୍ତି ତାହା ଜାଣିଲେ ଆପଣ […]

BLOOD -1

BLOOD -1

Rakesh Mallick
  • Published: Saturday, 01 July 2017
  • Updated: 01 July 2017, 10:41 PM IST

କେତେ ପ୍ରକାର ସ୍ୱଭାବର ମଣିଷ ଅଛନ୍ତି ।  କିଏ କିଏ ନରମ ହୃଦୟର ତ କିଏ ଖଚଡ଼ ପ୍ରକୃତିର।  କିଛି ଲୋକ ଅଛନ୍ତି ଯେଉଁମାନେ କୌଣସି ବୀଭତ୍ସ କାଣ୍ଡ ଦେଖିଲେ ସହିପାରନ୍ତି ନାହିଁ ତ କିଏ କିଏ ବୀଭତ୍ସ ଘଟଣା ନିଜେ ଘଟାନ୍ତି।  ଯାହା ଆପଣ କେବେ ବିଶ୍ୱାସ କରିପାରିବେ ନାହିଁ । ଆଜି ପଢ଼ନ୍ତୁ ଏମିତି ଜଣେ ମହିଳାଙ୍କ କାହାଣୀ। ଯିଏ ନିଜର ସୌନ୍ଦର୍ଯ୍ୟ ରକ୍ଷା କରିବାକୁ କେଉଁ ସ୍ତରକୁ ଯାଇଛନ୍ତି ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ।

ସୌନ୍ଦଯର୍ୟ ପାଇଁ ବୀଭତ୍ସ କାଣ୍ଡ ନିଜ ଯୌବନକୁ ସାରା ଜୀବନ ଅତୁଟ ରଖିବା ପାଇଁ ୬୦୦ରୁ ଅଧିକ ଝିଅଙ୍କ ଜୀବନ ନେଇଥିଲେ। କଥାଟି ଶୁଣିଲେ ଆପଣଙ୍କୁ ବିଶ୍ୱାସ ହେଉନଥିବ। କିନ୍ତୁ ଏହା ସତ ନିଜ ସୌନ୍ଦଯର୍ୟ ଓ ଯୌବନ ପାଇଁ ଅନେକ ମହିଳା ଅଜବ ପ୍ରକାର ବାଟ ଆପଣୋଉଥିବା ଆମେ ଜାଣିଛନ୍ତି ।  କିନ୍ତୁ ନିଜ ସୌନ୍ଦଯର୍ୟ ପାଇଁ ଅନ୍ୟର ଜାବନ ନେବା ନିହାତି ଏକ ଅଜବ ଘଟଣା ଘଟଣାଟି ଟିକେ ଆଶ୍ଚର୍ଯ୍ୟ ଲାଗୁଥିବ ମହିଳା ଜଣକ ହେଲେ ଏଲିଜା ବେଥ ବାଥରୀ।

ସେ ହଙ୍ଗେରୀ ସାମ୍ରାଜ୍ୟର ଦଣେ ଧନୀ ପରିବାରର ଝିଅ ତାଙ୍କର ଥିଲା । ଏକ ଅଜବ ନିଶା ନିଜ ଯୌବନକୁ ସାରା ଜୀବନ ଅତୁଟ ରଖିବା ପାଇଁ ସେ ଆପଣେଇଥିଲେ । ଏକ ଭୟାନକ ରାସ୍ତା ଏଥିପାଇଁ ସେ କୁଆଁରୀ ଝିଅମାନଙ୍କୁ ନିଜର ଶିକାର ବନାଉଥିଲେ। ତାଙ୍କ ମନରେ ଏକ ମସ୍ତବଡ଼ ଭୁଲ ଧାରଣା ଥିଲା ଯେ, ସେ କୁଆଁରୀ କନ୍ୟାଙ୍କ ରକ୍ତରେ ଗାଧୋଇଲେ। ତାଙ୍କ ଯୌବନ ସାରା ଜୀବନ ଅତୁଟ ରହିବ ସମୟର ଛାପ ବା ବାର୍ଦ୍ଧକ୍ୟ ତାଙ୍କୁ ଛୁଇଁ ପାରିବ ନାହିଁ। ଏହି ଅଜବ ଧାରଣା ପାଇଁ ୧୫୮୫ରୁ ୧୬୧୦ମସିହା ମଧ୍ୟରେ ସେ ୬୦୦ରୁ ଅଧିକ ଜୀବନ ନେଇସାରିଥିଲେ। ସେ ଗାଁର ଗରିବ ଝିଅମାନଙ୍କୁ ଟଙ୍କା ଲୋଭ ଦେଖାଇ ନିଜ ଘରେ କାମ କରିବାକୁ ଡାକୁଥିଲେ।  ଆଉ ପରବର୍ତ୍ତୀ ସମୟରେ ସେ ସେମାନଙ୍କୁ  କୌଶଳରେ ହତ୍ୟା କରି ସେ ରକ୍ତରେ ଗାଧୋଉଥିଲେ।

ଏଲିଜାବେଥଙ୍କ ଏଭଳି ବୀଭତ୍ସ କାଣ୍ଡ ପାଇଁ ଗାଁରେ ଧୀରେ ଧୀରେ ଝିଅଙ୍କ ସଂଖ୍ୟା କମିବାରେ ଲାଗିଲା। ହେଲେ ଝିଅ କୁଆଡ଼େ ଯାଉଛନ୍ତି ତାହା କେହି ସହଜରେ ଜାଣିପାରିଲେ ନାହିଁ । କଥା ପଦାକୁ ଆସିଲା ସେତେବେଳେ, ଯେତେବେଳେ କିଛି ଝିଅ ତାଙ୍କ କବଳରୁ କୌଣସି ଉପାୟରେ ଖସି ଆସିବାରେ ସଫଳ ହେଲେ।  ଖସି ଆସିଥିବା ଝିଅମାନେ ଏଲିଜାବେଥଙ୍କ ସଂପର୍କରେ ତାଙ୍କ ଘରେ କହିବା ପରେ କିଛି କାଳ ଧରି ଚାଲିଥିବା ଏହି ବୀଭତ୍ସ ଘଟଣା ପଦାକୁ ଆସିଥିଲା। ୧୬୧୦ ମସିହାରେ ଗାଁ ଲୋକଙ୍କ ଅଭିଯୋଗରେ ହଙ୍ଗେରୀର ରାଜା, ଏଲିଜାବେଥଙ୍କୁ ବନ୍ଦୀ କରି ଜେଲରେ  ପୂରାଇଥିଲେ।   ଜେଲରେ  ରହିବାର ୪ ବର୍ଷ ପରେ ତାଙ୍କର ମୃତ୍ୟ ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story