ସଭ୍ୟ ସମାଜ ନୀରବ ଜନତା…ନବଜାତକକୁ ଝୁଣି ନେଲା କୁକୁର

ବଲାଙ୍ଗିର(ମନୋରଂଜନ ଯୋଶୀ): କଅଁଳାପିଲାକୁ ଝୁଣି ନେଲେ କୁକୁରପଲ। ବଲାଙ୍ଗିରର ଟାଉନ୍ ଥାନା ପଛପଟ ଠିକାଦାରପଡ଼ା ଛକର ଏହି ଅଭାବନୀୟ ଦୃଶ୍ୟ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଏବେ ଅସଂଖ୍ୟ ପ୍ରଶ୍ନ। କେମିତି କୁକୁର ମୁହଁକୁ ଚାଲି ଆସିଲା ନବଜାତକ। କୁରୁର କଣ ଶିଶୁଟିକୁ ମାଆର କୋଳରୁ ଝାମ୍ପି ଆଣିଲା, ନା ମାଆ ଜାଣିଶୁଣି ଭୋକିଲା କୁକୁର ମୁହଁକୁ ନିଜ ଜନ୍ମକଲା ପିଲାକୁ ଫୋପାଡି ଦେଲା। କଅଁଳ ସକାଳରେ କଅଁଳା ପିଲାର ମଲାଦେହ ଦେଖି ଏ ପ୍ରଶ୍ନ ଉଠିଛି […]

bolangir

bolangir

Rakesh Mallick
  • Published: Friday, 03 March 2017
  • Updated: 03 March 2017, 02:18 PM IST

Sports

Latest News

ବଲାଙ୍ଗିର(ମନୋରଂଜନ ଯୋଶୀ): କଅଁଳାପିଲାକୁ ଝୁଣି ନେଲେ କୁକୁରପଲ। ବଲାଙ୍ଗିରର ଟାଉନ୍ ଥାନା ପଛପଟ ଠିକାଦାରପଡ଼ା ଛକର ଏହି ଅଭାବନୀୟ ଦୃଶ୍ୟ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଏବେ ଅସଂଖ୍ୟ ପ୍ରଶ୍ନ। କେମିତି କୁକୁର ମୁହଁକୁ ଚାଲି ଆସିଲା ନବଜାତକ। କୁରୁର କଣ ଶିଶୁଟିକୁ ମାଆର କୋଳରୁ ଝାମ୍ପି ଆଣିଲା, ନା ମାଆ ଜାଣିଶୁଣି ଭୋକିଲା କୁକୁର ମୁହଁକୁ ନିଜ ଜନ୍ମକଲା ପିଲାକୁ ଫୋପାଡି ଦେଲା। କଅଁଳ ସକାଳରେ କଅଁଳା ପିଲାର ମଲାଦେହ ଦେଖି ଏ ପ୍ରଶ୍ନ ଉଠିଛି ସମସ୍ତଙ୍କ ମନରେ।

କୁହାଯାଉଛି, ଏହା କୁମାରୀ ମାତୃତ୍ୱର କରୁଣ ପରିଣତି। କାରଣ ମଲା ଶିଶୁଟି କନ୍ୟା ସନ୍ତାନ ନୁହେଁ ବଂର ପୁଅଟିଏ। ହୁଏତ ସାମାଜିକ ତିରସ୍କାରକୁ ସାମ୍ନା କରିବାକୁ ସାହାସ ଜୁଟାଇ ନପାରି କେହି ଜଣେ କୁମାରୀ ମାଆ ନିଜ ଜନ୍ମକଲା ଶିଶୁକୁ ଫେ।ପାଡି ଦେଇଛି ରାତିଅଧରେ। ଯାହା ସକାଳୁ ପଡିଛି ଭୋକିଲା କୁକୁରଙ୍କ ହାବୁଡ଼ରେ।

ଅଳିଆଗଦାରୁ କୁକୁରଙ୍କ ଦ୍ବାରା ରକ୍ତ ଜୁଡୁବୁଡୁ ମୃତଦେହ ରାସ୍ତା ଉପରକୁ ଆସିବା ପରେ ପୋଲିସ୍ ଆରମ୍ଭ କରିଛି ତନାଘନା। ସବୁଥର ନବଜାତକର ମୃତଦେହକୁ ଉଦ୍ଧାର କଲେ, ପୋଲିସ୍ ଅପମୃତ୍ୟୁ ଭାବି ପୋତି ଦିଏ। ହେଲେ ପ୍ରଥମ ଥର ପାଇଁ ନବତଜାତକର ମୃତଦେହକୁ ବ୍ୟବଚ୍ଛେଦ କରୁଛି। ଜାଣିବାକୁ ଚେଷ୍ଟା କରୁଛି କୁକୁର ମୁହଁକୁ କେମିତି ଆସିଲା ନବଜାତକ। ମୃତଛୁଆକୁ କେହି ଫୋପାଡି ଦେଇଥିଲା ନା ଏହା କୁମାରୀ ମାତୃତ୍ୱର କରୁଣ ପରିଣତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story