୧୦ ଟଙ୍କାରେ ବ୍ରେକ୍‌ଫାଷ୍ଟ୍‌ ଓ ଲଞ୍ଚ୍

ମଦୁରାଇ: ତାମିଲନାଡୁର ମଦୁରାଇ ସହରର ଅନ୍ନା ବସ୍‌ଷ୍ଟାଣ୍ଡ ନିକଟରେ ଅଛି ଏକ ହୋଟେଲ୍‌। ଏହି ହୋଟେଲ୍‌ରେ ୧୦ ଟଙ୍କାରେ ମିଳେ ପେଟା ପୂରା ଖାଇବା। ଜଳଖିଆ ହେଉ ଅବା ଲଞ୍ଚ୍ ସବୁର ଦାମ ୧୦ ଟଙ୍କା। ଏହି ହୋଟେଲ୍‌ର ମାଲିକ ହେଛନ୍ତି ରାମୁ। ବୟସ ୭୦ ଛୁଇଁଲାଣି। ଲୋକେ ତାଙ୍କୁ ସ୍ନେହରେ ଡାକନ୍ତୁ ‘ରାମୁ ତାତା’। ୧୪ ବର୍ଷ ବୟସରେ ରାମୁ ଘର ଛାଡ଼ି ମଦୁରାଇ ଚାଲି ଆସିଥିଲେ। ଏହି ସମୟରେ ସେ  ମଦୁରାଇର ଏକ ମଠରେ […]

ramu

ramu

Rakesh Mallick
  • Published: Thursday, 03 August 2017
  • Updated: 03 August 2017, 11:46 AM IST

Sports

Latest News

ମଦୁରାଇ: ତାମିଲନାଡୁର ମଦୁରାଇ ସହରର ଅନ୍ନା ବସ୍‌ଷ୍ଟାଣ୍ଡ ନିକଟରେ ଅଛି ଏକ ହୋଟେଲ୍‌। ଏହି ହୋଟେଲ୍‌ରେ ୧୦ ଟଙ୍କାରେ ମିଳେ ପେଟା ପୂରା ଖାଇବା। ଜଳଖିଆ ହେଉ ଅବା ଲଞ୍ଚ୍ ସବୁର ଦାମ ୧୦ ଟଙ୍କା। ଏହି ହୋଟେଲ୍‌ର ମାଲିକ ହେଛନ୍ତି ରାମୁ। ବୟସ ୭୦ ଛୁଇଁଲାଣି। ଲୋକେ ତାଙ୍କୁ ସ୍ନେହରେ ଡାକନ୍ତୁ ‘ରାମୁ ତାତା’।

୧୪ ବର୍ଷ ବୟସରେ ରାମୁ ଘର ଛାଡ଼ି ମଦୁରାଇ ଚାଲି ଆସିଥିଲେ। ଏହି ସମୟରେ ସେ  ମଦୁରାଇର ଏକ ମଠରେ ରହୁଥିଲେ। ସେହି ମଠକୁ ଅନେକ ଗରିବ ଲୋକେ ଆସୁଥିଲେ ଯେଉଁମାନଙ୍କ ପାଖରେ କିଣି ଖାଇବା ପାଇଁ ଟଙ୍କା ନ ଥିଲା। ୧୯୬୭ ମସିହାରେ ରାମୁ ଓ ତାଙ୍କ ପତ୍ନୀ ଏହି ସ୍ଥାନରେ ଏକ ଦୋକାନ ଘର ଭଡ଼ାରେ ନେଲେ ଏବଂ ହୋଟେଲ ଖୋଲିଲେ। ତାଙ୍କର ଏହି ହୋଟଲ ଇଡଲି, ଦୋସା ଓ ପଙ୍ଗଲ ଭଳି  ଖାଦ୍ୟ ପ୍ରସ୍ତୁତ ହୋଇଥାଏ। ଏଠାରେ ଯାହା ଖାଇବେ ୧୦ ଟଙ୍କା ଦେବେ।

ବେକ୍ରଫାଷ୍ଟ୍ ବ୍ୟତୀତ ରାମୁଙ୍କ ହୋଟେଲରେ ଲଞ୍ଚ୍‌ର ବ୍ୟବସ୍ଥା ମଧ୍ୟ ରହିଛି। କେବଳ ୧୦ଟଙ୍କାରେ ଭୋଜନ କରିପାରିବେ। ରାମୁଙ୍କ ହୋଟେଲରେ ପ୍ରତିଦିନ ପ୍ରାୟ ୩୦୦ ଲୋକ ଖାଆନ୍ତି। କୌଣସି ଦିନ ଖାଦ୍ୟ ସରି ଯାଇଥିଲେ ସେ ଗ୍ରାହକଙ୍କୁ ଟଙ୍କା ଦେଇ ଅନ୍ୟ ହୋଟେଲରେ ଖାଇବାକୁ କହିଥାନ୍ତି।

ଶସ୍ତାରେ ଲୋକଙ୍କୁ ଖାଦ୍ୟ ଦେଉଥିବାରୁ ରାମୁ କମ୍ ରୋଜଗାର କରନ୍ତି। କିନ୍ତୁ ଯେତେକି ବି ଆୟ ହୁଏ ହୋଟେଲରେ କାମ କରୁଥିବା ସମସ୍ତ କର୍ମଚାରୀଙ୍କ ମଧ୍ୟରେ ସେ ତାହାକୁ ବାଣ୍ଟି ଦିଅନ୍ତି।   ୨୦୦୫ ମସିହାରେ ତାଙ୍କ ପତ୍ନୀଙ୍କ ପରଲୋକ ହୋଇଯାଇଥିଲା। ତେବେ ମୃତ୍ୟୁ ପୂର୍ବରୁ ସାଧାରଣ ଲୋକଙ୍କ ସେବା କରିବାକୁ ସେ ତାଙ୍କୁ କହିଥିଲେ। ତେଣୁ ରାମୁ ୧୦ ଟଙ୍କାରେ ସାଧାରଣ ଲୋକଙ୍କୁ ଖାଦ୍ୟ ଦିଅନ୍ତି।  ଏହି କାର୍ଯ୍ୟ ପାଇଁ ସ୍ଥାନୀୟ ଅଞ୍ଚଳରେ ସେ ବେଶ୍ ଲୋକପ୍ରିୟ। ହୋଟେଲ ଚଳାଇବା ପାଇଁ ଅନେକ ଲୋକ ତାଙ୍କୁ ଆର୍ଥିକ ସାହାଯ୍ୟ କରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story