ମଣିଷ ଗଛ- ଦେଖିଲେ ଅଟକି ଯିବେ ଘଡ଼ିଏ

treeman

ଆପଣମାନେ ଅନେକ ଗଛ ଦେଖିଥିବେ। ତେବେ ଆମେ ଆଜି ଆପଣମାନଙ୍କୁ ଏକ ଗଛ ସହିତ ପରିଚିତ କରାଇବୁ ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ବୁଲ୍‌ଗେରିଆର ବାଲ୍‌କନରେ ଏକ ପାହାଡ଼ରେ ଅଛି ଏହି ୬୫ ଫୁଟ୍ ଉଚ୍ଚର ଅଜବଗଜବ ଗଛଟି। ଏହି ଗଛଟି ଦେଖିବାକୁ ମଣିଷ ଭଳି। ଏହାର ହାତ, ଗୋଡ଼ ଓ ମୁଣ୍ଡ ଅଛି। ଯଦି ରାତିରେ ଆପଣ ଏ ଗଛଟିକୁ ଦେଖିବେ, ତା’ହେଲେ ଡରି ଯିବେ।

ଗଛଟିର ଆକୃତି ଏମିତି କାହିଁକି ହୋଇଛି ତାର କାରଣ ଜଣାପଡ଼ିନି।

Previous ArticleNext Article

Send this to a friend