ପ୍ଳସ୍‌ ଟୁ ରେଜଲ୍ଟ୍‌ ଯଦି ଭଲ ନହୁଏ କଣ କରିବେ: ପଢନ୍ତୁ କ୍ୟାରିୟର ଟିପ୍‌ସ

ଶେଷ ହୋଇଯାଇଛି ଯୁକ୍ତ ଦୁଇ ପରୀକ୍ଷା। ଏବେ ରେଜଲ୍ଟକୁ ଅପେକ୍ଷା। ଆଉ ଦିନ କେଇଟା ପରେ ଯୁକ୍ତ ଦୁଇ ପରୀକ୍ଷା ଫଳ ବାହାରିବ । କ୍ୟାରିଅରକୁ ନେଇ ପରୀକ୍ଷାର୍ଥୀଙ୍କ ମନରେ ଅନେକ ଉତ୍କଣ୍ଠା ଭରି ରହିଛି। ସବୁ ଛାତ୍ରଛାତ୍ରୀ ଚାହଁନ୍ତି ଯୁକ୍ତ ଦୁଇ ପରେ ତାଙ୍କୁ କିପରି ଉଚ୍ଚଶିକ୍ଷା ପାଇଁ ଭଲ କଲେଜ୍‌ରେ ଆଡମିଶନ୍‌ ମିଳୁ। କିନ୍ତୁ ଏଥିପାଇଁ ଭଲ ମାର୍କସ ବି ରହିବା ଆବଶ୍ୟକ। ହେଲେ ଭଲ ମାର୍କସ ନ ମିଳିଲେ ଛାତ୍ରଛାତ୍ରୀମାନେ ନିରାଶ ହେବା […]

students__Fotor_Collage

students__Fotor_Collage

Rakesh Mallick
  • Published: Tuesday, 11 April 2017
  • Updated: 11 April 2017, 08:15 PM IST

Sports

Latest News

ଶେଷ ହୋଇଯାଇଛି ଯୁକ୍ତ ଦୁଇ ପରୀକ୍ଷା। ଏବେ ରେଜଲ୍ଟକୁ ଅପେକ୍ଷା। ଆଉ ଦିନ କେଇଟା ପରେ ଯୁକ୍ତ ଦୁଇ ପରୀକ୍ଷା ଫଳ ବାହାରିବ । କ୍ୟାରିଅରକୁ ନେଇ ପରୀକ୍ଷାର୍ଥୀଙ୍କ ମନରେ ଅନେକ ଉତ୍କଣ୍ଠା ଭରି ରହିଛି। ସବୁ ଛାତ୍ରଛାତ୍ରୀ ଚାହଁନ୍ତି ଯୁକ୍ତ ଦୁଇ ପରେ ତାଙ୍କୁ କିପରି ଉଚ୍ଚଶିକ୍ଷା ପାଇଁ ଭଲ କଲେଜ୍‌ରେ ଆଡମିଶନ୍‌ ମିଳୁ। କିନ୍ତୁ ଏଥିପାଇଁ ଭଲ ମାର୍କସ ବି ରହିବା ଆବଶ୍ୟକ। ହେଲେ ଭଲ ମାର୍କସ ନ ମିଳିଲେ ଛାତ୍ରଛାତ୍ରୀମାନେ ନିରାଶ ହେବା କଥା ନୁହେଁ। ସେମାନଙ୍କ ପାଇଁ ଅଛି ଅନେକ ବିକଳ୍ପ। ଆସନ୍ତୁ ଜାଣିବା ଯୁକ୍ତ ଦୁଇ ପରେ ଭଲ ମାର୍କସ ନ ମିଳିଲେ ଛାତ୍ରଛାତ୍ରୀମାନେ ନିଜ କ୍ୟାରିଅର ପାଇଁ କଣ’ କରିବା ଦରକାର।

୧-ମାସ୍‌ କମ୍ୟୁନିକେସନ: ଦେଶରେ ମାସ୍‌ କମ୍ୟୁନିକେସନ ଚାହିଦା ଏବେ ସବୁଠି ଅଧିକା ରହିଛି। ମାସ୍‌ କମ୍ୟୁନିକେସନ ପାଇଁ ଦେଶରେ ବହୁ ସଂଖ୍ୟାରେ କଲେଜ ଖୋଲିଛି। ଛାତ୍ରଛାତ୍ରୀମାନେ ପ୍ଳସ୍‌ ଟୁରେ କମ୍‌ ମାର୍କସ ରଖିଲେ ମଧ୍ୟ ମାସ୍‌ କମ୍ୟୁନିକେସନରେ ନିଜର କ୍ୟାରିଅର ଗଢିପାରିବେ ।

୨-ଫ୍ୟାସନ୍‌ ଡିଜାଇନିଂ:  ଆପଣ ଫ୍ୟାସନ୍‌ ଡିଜାଇନିଂରେ ନିଜ କ୍ୟାରିଅର ଗଢି ପାରିବେ। ଯେଉଁଥିରେ ୪୫ ପ୍ରତିଶତରୁ କମ୍‌ ନମ୍ବର ରଖି ଛାତ୍ରଛାତ୍ରୀ ମାନେ ଆଡମିଶନ୍‌ ନେଇ ପାରିବେ। ଆଉ ଏଥିରେ ଏକ ଉଜ୍ଜଳ କ୍ୟାରିଅର ଗଢି ପାରିବେ।

୩-ଫଟୋଗ୍ରାଫି: ଛାତ୍ରଛାତ୍ରୀମାନେ ଫଟୋଗ୍ରାଫିରେ କ୍ୟାରିୟର ବି କରିପାରିବେ। ଏଥିପାଇଁ ଭାରତରେ ଅନେକ କଲେଜ ରହିଛି ଯେଉଁଥିରେ କମ ମାର୍କସ ରଖିଥିଲେ ମଧ୍ୟ ଆଡମିଶନ ମିଳିଯିବ।

୪-ଆକ୍ଟିଂ,ଡ୍ୟାନ୍ସିଂ ଓ ମ୍ୟୁଜିକ୍‌: ଏଥିରେ ବି ଆପଣ କ୍ୟାରିଅର କରି ପାରିବେ। ଦେଶରେ ବହୁ କଲେଜ ଅଛି ଯେଉଁଥିରେ ଛାତ୍ରଛାତ୍ରୀମାନେ ଆଡମିଶନ ନେଇ ଏଥିରେ କ୍ୟାରିଅର ଗଢି ପାରିବେ।

୫-ଏୟାର ହୋଷ୍ଟେସ୍: ଯୁକ୍ତ୨ ପରେ ଆପଣ ଏୟାର ହୋଷ୍ଟେସ୍ କୋର୍ସ ବି କରିପାରିବେ। ଦେଶରୁ ସବୁ ସହରରେ ଏୟାର ହୋଷ୍ଟେସ୍ ପାଇଁ  କଲେଜ ରହିଛି। ଯେଉଁଥିରେ ଯୁକ୍ତ ଦୁଇରେ କମ୍‌ ମାର୍କସ ରଖି ମଧ୍ୟ ଛାତ୍ରଛାତ୍ରୀ ମାନେ କ୍ୟାରିୟର କରି ପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story