ପନିପରିବା ଦରରେ ମିଳୁଛି କାଜୁ ବାଦାମ, କିଲୋ ୧୦ରୁ ୨୦ ଟଙ୍କ।

କାଜୁ ବାଦାମ କାହାକୁ ବା ଭଲ ନ ଲାଗେ। ପାଟିକୁ ଯେପରି ଏହା ସୁଆଦିଆ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ଉପକାରୀ। ବଜାରରେ ଏହାର ଚାହିଦା ଅଧିକା। କିନ୍ତୁ ଭାରତରେ ଏହାର ଉତ୍ପାଦନ ସେମିତି ଖାସ୍ ନୁହେଁ। କାରଣ ସବୁ ମାଟିରେ ଏହା ଉତ୍ପାଦନ ହୋଇନଥାଏ। କାଜୁ ବାଦାମ ଖାଇବାକୁ ସିନା ସମସ୍ତଙ୍କୁ ଭଲ ଲାଗେ କିନ୍ତୁ ଏହାର ଦାମ୍ ପାଇଁ ଲୋକେ କିଣିବା ପୂର୍ବରୁ ହଜାର ଥର ଭାବିଥାନ୍ତି। କାଜୁ ବାଦାମର ବଜାର ଦର ସବୁବେଳେ […]

cashew nuts

cashew nuts

Rakesh Mallick
  • Published: Wednesday, 02 August 2017
  • Updated: 02 August 2017, 08:08 PM IST

କାଜୁ ବାଦାମ କାହାକୁ ବା ଭଲ ନ ଲାଗେ। ପାଟିକୁ ଯେପରି ଏହା ସୁଆଦିଆ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ଉପକାରୀ। ବଜାରରେ ଏହାର ଚାହିଦା ଅଧିକା। କିନ୍ତୁ ଭାରତରେ ଏହାର ଉତ୍ପାଦନ ସେମିତି ଖାସ୍ ନୁହେଁ। କାରଣ ସବୁ ମାଟିରେ ଏହା ଉତ୍ପାଦନ ହୋଇନଥାଏ। କାଜୁ ବାଦାମ ଖାଇବାକୁ ସିନା ସମସ୍ତଙ୍କୁ ଭଲ ଲାଗେ କିନ୍ତୁ ଏହାର ଦାମ୍ ପାଇଁ ଲୋକେ କିଣିବା ପୂର୍ବରୁ ହଜାର ଥର ଭାବିଥାନ୍ତି।

କାଜୁ ବାଦାମର ବଜାର ଦର ସବୁବେଳେ ଉଚ୍ଚା ଥାଏ। କିଲୋ ପ୍ରାୟ ୮୦୦ରୁ ୧୦୦୦ ଟଙ୍କ।। କିନ୍ତୁ ଭାରତରେ ଏମିତି ଜାଗା ଅଛି ଯେଉଁଠି କାଜୁ ବାଦାମ ପନିପରିବା ଦରରେ ବିକ୍ରି ହୋଇଥାଏ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟା ସତ। ଝାଡ଼ଖଣ୍ଡର ଜାମତାଡ଼ା ଜିଲ୍ଲାରେ କାଜୁ ବାଦାମର ଦାମ ପନିପରିବା ଦର ସହ ସମାନ। ଏଠାରେ ପ୍ରାୟ ୪୯ ଏକର ବିଲରେ କାଜୁ ବାଦାମ ଚାଷ କରାଯାଇଥାଏ। ଏଠାରେ ପ୍ରତିବର୍ଷ ହଜାର ଟନ୍‌ରୁ ବି ଅଧିକ କାଜୁବାଦାମ ଉତ୍ପାଦନ ହୋଇଥାଏ। କିନ୍ତୁ କାଜୁ ବଗିଚାରେ କାମ କରୁଥିବା ଲୋକ ସତେ ଯେପରି ଏହାର ଦାମ ବିଷୟରେ ଅଜ୍ଞ। ବଜାରରେ କାଜୁ ବାଦାମର ଦର ଶୁଣିଲେ କିଣିବାକୁ ଡର ଲାଗେ, କିନ୍ତୁ ଏଠାରେ କାଜୁବାଦାମ ଦର ଶୁଣିଲେ ଆପଣ ୧ କିଲୋ କିମ୍ୱା ୨ କିଲୋ ନୁହେଁ ବରଂ ବ୍ୟାଗ ଫୁଲ କରି ଆଣିବାକୁ ମଧ୍ୟ ପଛାଇବେ ନାହିଁ। କାରଣ ଏଠାରେ କାଜୁ ବାଦାମର କିଲୋ ପ୍ରତି ଦର ହେଉଛି ମାତ୍ର ୧୦ରୁ ୨୦ ଟଙ୍କା। ଯାହା ଆମେ ଖାଉଥିବା ଦୈନନ୍ଦିନ ପନିପରିବା ଦର ସହ ସମାନ। କମ ଦାମ୍‌ରେ କାଜୁ ବାଦାମ ମିଳୁଥିବାରୁ ଦେଶର କୋଣ ଅନୁକୋଣରୁ ବ୍ୟବସାୟୀ ମାନେ ଏଠାରୁ କାଜୁବାଦାମ କିଣିବାକୁ ଆସିଥାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story