ଦୋଛକିରେ ଦାମ୍ପତ୍ୟ: ବିବାହ ପରେ ଜାଣିଲେ ସେମାନେ ଭାଇଭଉଣୀ

ଜୀବନରେ ବେଳେବେଳେ ଏମିତି ପରିସ୍ଥିତି ଆସିଥାଏ, ଯାହା କେବଳ ନିଜକୁ ନେଇ ଶୁଣିବା ଲୋକଙ୍କୁ ମଧ୍ୟ ଚମକାଇ ଦେଇଥାଏ।  କ’ଣ କରିବି, କ’ଣ ନ କରିବି, ତାହା ଚିନ୍ତା କରିବା ମଧ୍ୟ କଠିନ ହୋଇପଡେ। ଥରେ ଭାବନ୍ତୁ ନା… ଯାହାକୁ ବିବାହ କରିଛନ୍ତି ସେ ଯଦି ଆପଣଙ୍କ ଭାଇ କି ଭଉଣୀ ବୋଲି ପରେ ଜାଣିବେ ଆପଣଙ୍କ ମାନସିକ ସ୍ଥିତି କ’ଣ ହେବ। ଏପରି ଏକ ଘଟଣା ଘଟିଛି ବ୍ରାଜିଲରେ। ୭ବର୍ଷ ବୈବାହିକ ଜୀବନ ବିତାଇବା ପରେ […]

11_04_2016-brother-sister

11_04_2016-brother-sister

Rakesh Mallick
  • Published: Tuesday, 11 April 2017
  • Updated: 11 April 2017, 04:48 PM IST

ଜୀବନରେ ବେଳେବେଳେ ଏମିତି ପରିସ୍ଥିତି ଆସିଥାଏ, ଯାହା କେବଳ ନିଜକୁ ନେଇ ଶୁଣିବା ଲୋକଙ୍କୁ ମଧ୍ୟ ଚମକାଇ ଦେଇଥାଏ।  କ’ଣ କରିବି, କ’ଣ ନ କରିବି, ତାହା ଚିନ୍ତା କରିବା ମଧ୍ୟ କଠିନ ହୋଇପଡେ। ଥରେ ଭାବନ୍ତୁ ନା... ଯାହାକୁ ବିବାହ କରିଛନ୍ତି ସେ ଯଦି ଆପଣଙ୍କ ଭାଇ କି ଭଉଣୀ ବୋଲି ପରେ ଜାଣିବେ ଆପଣଙ୍କ ମାନସିକ ସ୍ଥିତି କ’ଣ ହେବ।

ଏପରି ଏକ ଘଟଣା ଘଟିଛି ବ୍ରାଜିଲରେ। ୭ବର୍ଷ ବୈବାହିକ ଜୀବନ ବିତାଇବା ପରେ ଦମ୍ପତ୍ତି ଜାଣିବାକୁ ପାଇଛନ୍ତି ସେମାନେ ଭାଇ ଓ ଭଉଣୀ ବୋଲି। ବ୍ରାଜିଲର ସାଓପାଲୋର ୩୭ ବର୍ଷୀୟ ଲିୟଣ୍ଡୋ ଓ ତାଙ୍କ ପତ୍ନୀ ଏଣ୍ଡିଆନା (୩୯) ଭାଇ ଭଉଣୀ ବୋଲି ଜାଣିବାକୁ ପାଇଛନ୍ତି। ଏହା ଜାଣିବା ପରେ ସେମାନେ କ’ଣ କରିବେ ନିଜ ସମ୍ପର୍କରେ ଆଗକୁ କେଉଁ ମୋଡ଼ ଆସିବ ତାକୁ ନେଇ ଘାରି ହେଉଛନ୍ତି।

ଲିୟଣ୍ଡୋଙ୍କୁ ଆଠ ବର୍ଷ ହୋଇଥିବା ବେଳେ ତାଙ୍କ ମା’ ତାଙ୍କୁ ଛାଡ଼ି ଚାଲିଯାଇଥିଲେ। ପରେ ସାବତ ମା’ଙ୍କ ପାଖରେ ବଢିଥିଲେ ଲିୟଣ୍ଡୋ। ସେହିପରି ଏଣ୍ଡିଆନା ବର୍ଷକର ହୋଇଥିବା ବେଳେ ତାଙ୍କ ମା’ ମାରିଆ ମଧ୍ୟ ତାଙ୍କୁ  ଛାଡ଼ି ଚାଲିଯାଇଥିବାରୁ ବାପା ତାଙ୍କର ଲାଳନପାଳନ କରିଥିଲେ। ବଡ଼ ହେବା ପରେ ଏଣ୍ଡିଆନାଙ୍କର ଟ୍ରକ୍ ଡ୍ରାଇଭର ଲିୟଣ୍ଡୋଙ୍କ ସହ ଦେଖା ହୋଇଥିଲା। ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ିଉଠିଥିଲା। ପରେ ସେମାନେ ବିବାହ କରିଥିଲେ। ଏବେ ସେମାନଙ୍କର ୬ବର୍ଷର ଝିଅଟିଏ ମଧ୍ୟ ଅଛି।

ତେବେ ଉଭୟ ଲିୟଣ୍ଡୋ ଏବଂ ଏଣ୍ଡିଆନା ସେମାନଙ୍କ ମା’ଙ୍କୁ ଖୋଜିବାକୁ ମନ ସ୍ଥିର କରିଥିଲେ। ଏଥିପାଇଁ ଏଣ୍ଡିଆନା ଏକ ରେଡିଓ ଚ୍ୟାନେଲ ଆରମ୍ଭ କରିଥିଲେ। ଏହି ଚ୍ୟାନେଲର ଏକ ଶୋ’ରେ ଥରେ ସେ ତାଙ୍କ ମା’ ମାରିଆଙ୍କ ସହ କଥା ହେବାର ସୁଯୋଗ ପାଇଥିଲେ। କଥାବାର୍ତ୍ତା ବେଳେ ତାଙ୍କର ଏକ ଭାଇ ଥିବା ଓ ତାଙ୍କ ନାଁ ଲିୟଣ୍ଡୋ ବୋଲି କହିଥିଲେ। ମାରିଆଙ୍କ ତଥ୍ୟରୁ ପତି ଲିୟଣ୍ଡୋ ହିଁ ତାଙ୍କ ଭାଇ ବୋଲି ଏଣ୍ଡିଆନା ଜାଣିପାରି ଥିଲେ। ଏହା ଜାଣିବା ପରେ ଉକ୍ତ ଶୋ’ରେ କାନ୍ଦି ପକାଇବା ସହ ମା’ଙ୍କୁ ସବୁ କଥା ଜଣାଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story