ମୋ ଲାଗି ମୋ ବାପା ମା’ ମରିଯାଇଛନ୍ତି, ମତେ ଧରିଥିବାରୁ ଶୁଭେଚ୍ଛା, ଆତ୍ମସମର୍ପଣ କରିବାର ପ୍ରଶ୍ନ ଉଠୁନି...

ନୂଆଦିଲ୍ଲୀ: ଜିହାଦ ପାଇଁ ମୁଁ ମୋ ବାମା ମା’ଙ୍କୁ ଛାଡ଼ିଛି। ମତେ ଧରିଥିବାରୁ ମୁଁ ଆପଣଙ୍କୁ ଶୁଭେଚ୍ଛା ଜଣାଉଛି। କିନ୍ତୁ ତୁମେ ଯାହା ବି କଲେ ଆତ୍ମସମର୍ପଣ କରିବାର ପ୍ରଶ୍ନ ଉଠୁନି। ମୃତ୍ୟୁ ପୂର୍ବରୁ ଏମିତି କିଛି ରୋକଠୋକ୍‌ ଶୁଣାଇଥିଲେ କୁଖ୍ୟାତ ଆତଙ୍କବାଦୀ ତଥା ଲସ୍କର-ଏ-ତୋଇବାର କଶ୍ମୀର ମୁଖ୍ୟ ଅବୁ ଦୁଜାନ। ଅବୁ ଦୁଜାନଙ୍କୁ କାବୁ କରିବା ପରେ ଆତ୍ମସମର୍ପଣ ପାଇଁ ସେନା ପକ୍ଷରୁ ଫୋନ୍ ମାଧ୍ୟମରେ ପ୍ରସ୍ତାବ ଦିଆଯାଇଥିଲା। ହେଲେ ସେନାର ଏହି ପ୍ରସ୍ତାବକୁ ପ୍ରତ୍ୟାଖାନ […]

abu-1

abu-1

Rakesh Mallick
  • Published: Thursday, 03 August 2017
  • Updated: 03 August 2017, 12:25 PM IST

Sports

Latest News

ନୂଆଦିଲ୍ଲୀ: ଜିହାଦ ପାଇଁ ମୁଁ ମୋ ବାମା ମା’ଙ୍କୁ ଛାଡ଼ିଛି। ମତେ ଧରିଥିବାରୁ ମୁଁ ଆପଣଙ୍କୁ ଶୁଭେଚ୍ଛା ଜଣାଉଛି। କିନ୍ତୁ ତୁମେ ଯାହା ବି କଲେ ଆତ୍ମସମର୍ପଣ କରିବାର ପ୍ରଶ୍ନ ଉଠୁନି। ମୃତ୍ୟୁ ପୂର୍ବରୁ ଏମିତି କିଛି ରୋକଠୋକ୍‌ ଶୁଣାଇଥିଲେ କୁଖ୍ୟାତ ଆତଙ୍କବାଦୀ ତଥା ଲସ୍କର-ଏ-ତୋଇବାର କଶ୍ମୀର ମୁଖ୍ୟ ଅବୁ ଦୁଜାନ। ଅବୁ ଦୁଜାନଙ୍କୁ କାବୁ କରିବା ପରେ ଆତ୍ମସମର୍ପଣ ପାଇଁ ସେନା ପକ୍ଷରୁ ଫୋନ୍ ମାଧ୍ୟମରେ ପ୍ରସ୍ତାବ ଦିଆଯାଇଥିଲା। ହେଲେ ସେନାର ଏହି ପ୍ରସ୍ତାବକୁ ପ୍ରତ୍ୟାଖାନ କରିଦେଇଥିଲା ସେ। ତେବେ ଅବୁ ଦୁଜାନ ଏବଂ ସେନା ମଧ୍ୟରେ ହୋଇଥିବା କଥା ବାର୍ତ୍ତାର ଫୋନ୍‌ ଟ୍ୟାପ୍‌ ଟାଇମସ୍‌ ଅଫ ଇଣ୍ଡିଆକୁ ହସ୍ତଗତ ହୋଇଥିବା ନେଇ ଦାବି କରାଯାଇଛି। ଯେଉଁ ବାର୍ତ୍ତାଳପର ଅନେକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି।

ପତ୍ନୀକୁ ଦେଖା କରିବାକୁ ଆସି ଫସିଯାଇଥିଲା ଅବୁ ଦୁଜାନ। ଘଟଣାଦିନ ଯେଉଁ ଘରେ ଅବୁଦୁଜାନ ଥିଲା ସେହି ଘରକୁ କୌଶଳ କରି ସେନା କବ୍‌ଜା କରିନେଇଥିଲା। ଅବୁଦୁଜାନ ରହିଥିବା ଘର ଚାରିପଟୁ ଘେରା ବନ୍ଦୀ କରାଯିବା ପରେ ତାକୁ ସରେଣ୍ଡର ପାଇଁ ସେନା ପକ୍ଷରୁ ଉଦ୍ୟମ କରାଯାଥିଲା। ଫୋନ୍‌ କରି ପାକିସ୍ତାନ ତୁମକୁ ଉଷକାଉଛି। ତମେ ବିବାହିତ ହୋଇ ଯାହା କରୁଛ ଆଦୌ ଠିକ୍‌ ନୁହଁ। ତୁମର ବାପା ମା’ ଅଛନ୍ତି। ସେମାନଙ୍କ କଥା ଭାବିବାକୁ ଚେଷ୍ଟା କର । କୌଣସି ରକ୍ତପାତ ଘଟୁ ବୋଲି ସେନା ଚାହେଁନି।   ତେଣୁ ତୁମେ ଆତ୍ମସମର୍ପଣ କରିଦିଅ। କଥା ଛଳରେ ଏମିତି ଅନେକ କିଛି କହି ଦୁଜାନଙ୍କୁ ଜୀବନ୍ତ ଧରିବା ପାଇଁ ଉଦ୍ୟମ କରାଯାଇ ଥିଲା। ହେଲେ ଅବୁ ଦୁଜାନ ଆଦୌ କର୍ଣ୍ଣପାତ କରି ନଥିଲା। ଜବାବରେ ଦୁଜାନ କହିଥିଲା ମୋ ଭାଗ୍ୟରେ ଯାହା ଥିବ ଆହ୍ଲା ଠିକ୍‌ ନିଷ୍ପତ୍ତି ନେବେ। ଆହ୍ଲା କାହାର ଖରାପ ଚାହାନ୍ତିନି।

ମୁଁ ଯେବେଠୁ ଘର ଛାଡ଼ିଲି ସେବେଠାରୁ ମୋ ବାପା ମା’ ମୋ ପାଇଁ ମରିଯାଇଛନ୍ତି ବୋଲି ଦୁଜାନ କହିଥିଲେ।  ଶେଷରେ ସାଧାରଣ ଲୋକଙ୍କ ମାଧ୍ୟମରେ ଦୁଜାନଙ୍କୁ ଆତ୍ମସମର୍ପଣ ପାଇଁ ଉଦ୍ୟମ କରାଯାଇଥିଲା। ହେଲେ ସେ ତା ଜିଦ୍‌ରେ ଅଟଳ ଥିଲା।  ଆଉ ଶେଷରେ କୌଣସି ଉପାୟ ନ ମିଳିବାରୁ ଉକ୍ତ ଘରକୁ ବିସ୍ଫୋରଣ କରି ଉଡ଼ାଇ ଦେଇଥିଲା ସେନା। ହେଲେ ତା ପୂର୍ବରୁ ସେହି ଘରୁ ତାଙ୍କ ସ୍ତ୍ରୀ ଅନ୍ୟମାନେ ଆସି ସେନା ନିକଟରେ ଆତ୍ମସମର୍ପଣ କରିଥିଲେ। ସୂଚନା ଅନୁଯାୟୀ, ଜମ୍ମୁ କଶ୍ମୀରର ପୁଲଓ୍ୱାମା ହାକ୍ରିପୁରା ଅଂଚଳରେ ମଙ୍ଗଳବାର ରାତିରେ କୁଖ୍ୟାତ ଆତଙ୍କବାଦୀ ଅବୁ ଦୁଜାନ ପୋଲିସ ଗୁଳିରେ ନିହତ ହୋଇଥିଲା।।

କୁଖ୍ୟାତ ଆତଙ୍କବାଦୀଭାବେ ଅବୁ ଦୁଜାନ କଶ୍ମୀରରେ ଅନେକ ହିଂସା ଘଟାଉ ଥିଲେ। ଏପରିକି କଶ୍ମୀରରେ  ପୋଲିସ ଉପରକୁ ପଥର ଫିଙ୍ଗାର ନେତୃତ୍ତ୍ୱ ନେଉଥିଲେ ସେ । କୁଖ୍ୟାତ ଆତଙ୍କବାଦୀ ବୁରାହନ୍‌ ୱାନିଙ୍କ ମୃତ୍ୟୁ ପରେ ତାଙ୍କ ସ୍ଥାନ ନେଇଥିଲେ ଅବୁ ଦୁଜାନ। ପୋଲିସ ଅବୁ ଦୁଜାନଙ୍କୁ ମୋଷ୍ଟ ୱାଣ୍ଟେଡ ଟେରର ଲିଷ୍ଟରେ ରଖିଥିଲା। ଆଉ ତା’ର ଗତିବିଧି ଉପରେ ନଜର ରଖିଥିଲା। ଅବୁ ଦୁଜାନ ବିବାହ କରିଥିବା ବେଳେ  ପତ୍ନୀଙ୍କୁ ଭେଟିବା ପାଇଁ ମଝିରେ ମଝିରେ ଆସୁଥିଲା। ଯାହା ସେନା ଏବଂ ପୋଲିସ ପାଇଁ ସହାୟକ ହୋଇଥିଲା। ଗତ ମଙ୍ଗଳବାର ରାତିରେ କଶ୍ମୀରିର ପୁଲଓ୍ୱାମା ହାକ୍ରିପୁରା ଅଂଚଳରେ ପତ୍ନୀକୁ ଦେଖା କରିବାକୁ ଆସି ରାତିରେ ସେହି ଘରେ ଥିଲେ ଅବୁ ଦୁଜାନ।  ଆଉ ଉକ୍ତ ଘରକୁ ପୋଲିସ ଘେରା ବନ୍ଦୀ କରିବା ସହ ସେଦିନ ରାତିରେ ଉକ୍ତ ଘରକୁ ବିସ୍ଫୋରଣ କରି ଉଡ଼ାଇ ଦେଥିଲା ପୋଲିସ। ଶେଷରେ ଏନ୍‌କାଉଣ୍ଟରରେ ଅବୁ ଦୁଜାନଙ୍କ ମୃତ୍ୟୁ ଘଟିଥିଲା।

ଫଟୋ: ବାମରୁ ଅବୁ ଦୁଜାନ ଏବଂ ବିସ୍ଫୋରଣରେ ଉଡ଼େଇ ଦିଆଯାଇଥିବା ଘର

ସୌଜନ୍ୟ: ଟାଇମ୍‌ସ ଅଫ ଇଣ୍ଡିଆ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story