ଖୁବ୍‌ଶୀଘ୍ର ଆସୁଛି ହିରୋର ଦମ୍‌ଦାର୍ ବାଇକ୍‌, କମ୍ ଟଙ୍କାରେ ଅଧିକ ଲାଭ

ନୂଆଦିଲ୍ଲୀ: ଟୁ-ହୁଇଲର୍‌ ନିର୍ମାତା  ହିରୋ ମୋଟୋକର୍ପ ଖୁବ୍‌ଶୀଘ୍ର ତା’ର ଦମ୍‌ଦାର ଆଡ୍‌ଭେଞ୍ଚରସ୍‌ ବାଇକ୍‌ ଏକ୍ସପ୍ଲସ୍‌ ୨୦୦କୁ ଭାରତୀୟ ବଜାରରେ ଲଞ୍ଚ୍‌ କରିବାକୁ ଯୋଜନା କରୁଛି। ଦିଲ୍ଲୀରେ ହୋଇଥିବା ଅଟୋ ଏକ୍ସପୋ-୨୦୧୮ରେ କମ୍ପାନୀ ଏହି ବାଇକ୍‌କୁ ପ୍ରଦର୍ଶିତ କରିଥିଲା। ଏବେ କମ୍ପାନୀ ଏହାର ଫଟୋ ଜାରି କରିଛି। ହିରୋ ଏକ୍ସପ୍ଲସ୍‌ ୨୦୦ କେବେ ଲଞ୍ଚ୍‌ ହେବ, ସେ ନେଇ ଏଯାଏ ସ୍ପଷ୍ଟ ହୋଇ ନାହିଁ। ନିକଟରେ ଗଣମାଧ୍ୟମରେ ଏକ୍ସପ୍ଲସ୍‌ ୨୦୦ ବାଇକ୍‌ର ମୂଲ୍ୟ ନେଇ ଏକ ରିପୋର୍ଟ ପ୍ରକାଶ […]

hero-xpulse-200-side-profile-1533120745

hero-xpulse-200-side-profile-1533120745

Rakesh Mallick
  • Published: Wednesday, 01 August 2018
  • Updated: 01 August 2018, 09:08 PM IST

ନୂଆଦିଲ୍ଲୀ: ଟୁ-ହୁଇଲର୍‌ ନିର୍ମାତା  ହିରୋ ମୋଟୋକର୍ପ ଖୁବ୍‌ଶୀଘ୍ର ତା’ର ଦମ୍‌ଦାର ଆଡ୍‌ଭେଞ୍ଚରସ୍‌ ବାଇକ୍‌ ଏକ୍ସପ୍ଲସ୍‌ ୨୦୦କୁ ଭାରତୀୟ ବଜାରରେ ଲଞ୍ଚ୍‌ କରିବାକୁ ଯୋଜନା କରୁଛି। ଦିଲ୍ଲୀରେ ହୋଇଥିବା ଅଟୋ ଏକ୍ସପୋ-୨୦୧୮ରେ କମ୍ପାନୀ ଏହି ବାଇକ୍‌କୁ ପ୍ରଦର୍ଶିତ କରିଥିଲା। ଏବେ କମ୍ପାନୀ ଏହାର ଫଟୋ ଜାରି କରିଛି। ହିରୋ ଏକ୍ସପ୍ଲସ୍‌ ୨୦୦ କେବେ ଲଞ୍ଚ୍‌ ହେବ, ସେ ନେଇ ଏଯାଏ ସ୍ପଷ୍ଟ ହୋଇ ନାହିଁ।

ନିକଟରେ ଗଣମାଧ୍ୟମରେ ଏକ୍ସପ୍ଲସ୍‌ ୨୦୦ ବାଇକ୍‌ର ମୂଲ୍ୟ ନେଇ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ରିପୋର୍ଟରେ ବାଇକ୍‌ର ମୂଲ୍ୟ ଏକ ଲକ୍ଷ ଟଙ୍କା ମଧ୍ୟରେ ହେବ ବୋଲି କୁହାଯାଇଥିଲା। ଯଦି ଏପରି ହୁଏ, ତେବେ ୨୦୧୮ ହିରୋ ଏକ୍ସପ୍ଲସ୍‌-୨୦୦ ଭାରତର ସବୁଠାରୁ ଶସ୍ତା ଆଡ୍‌ଭେଞ୍ଚର୍‌ ବାଇକ୍ ହେବ।

ଣ ରହିଛି ସୁବିଧା

ଏକ୍ସପ୍ଲସ୍ ୨୦୦ ବାଇକ୍‌ରେ ୨୦୦ ସିସି ଏୟାର୍‌ କୁଲ୍‌ଡ ଫ୍ୟୁଏଲ୍‌ ଇଞ୍ଜେକ୍ଟେଡ୍‌ ଇଞ୍ଜିନ୍ ଲାଗିଛି। ଯାହା ୧୮.୧ ବିଏଚ୍‌ପି ପାୱାର ଓ ୧୭.୨ ନ୍ୟୁଟନ୍‌ ମିଟର୍‌ ପିକ୍‌ ଟର୍କ ଜେନେରେଟ୍‌ କରିବାର କ୍ଷମତା ରହିଛି। ଏଥିସହିତ ଇଞ୍ଜିନ୍‌ରେ ୫ ସ୍ପିଡ୍‌ ଗିୟର୍‌ ବକ୍ସ ଟ୍ରାନ୍ସମିଶନ୍‌ ଲାଗିଛି।

ବାଇକ୍‌ର ଷ୍ଟାଇଲ୍‌ ଓ ଲୁକ୍‌ ଖୁବ୍ ଜବରଦସ୍ତ ରହିଛି। ସିମ୍ପଲ୍‌ ବଡି ପ୍ୟାନେଲ୍‌ ସହିତ ଏଥିରେ ଫୁଲ୍‌ ଏଲ୍‌ଇଡି ହ୍ୟାଣ୍ଡ ଲ୍ୟାମ୍ପ ଓ ବଡ଼ ୱିଣ୍ଡସ୍କ୍ରିନ ସୁବିଧା ରହିଛି। ଏଥିସହିତ ଏକ୍ସପ୍ଲସ୍‌ ୨୦୦ରେ ଆହୁରି ଅନେକ ଆଧୁନିକ ସୁବିଧା ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story