ହଲିଉଡ ତାରକାଙ୍କ ସନାତନୀୟ ପ୍ରୀତି

ଭାରତ, ଖାଲି ଦେଶ ନୁହେଁ। ଅନେକ ଧର୍ମ, ଅନେକ ସଂସ୍କୃତିର ମିଳନର ଭୁଇଁ। ଏଠାରେ ପ୍ରାଚୀନ ସଂସ୍କୃତି, ସଭ୍ୟତା, ଧର୍ମର ଏକତ୍ର ସମନ୍ୱୟ ସବୁ ସମୟେର ବିଦେଶୀଙ୍କୁ ପ୍ରଭାବିତ କରିଛି। ବିଶେଷ କରି ସନାତନ ହିନ୍ଦୁ ଧର୍ମର ମହନୀୟତା ବିଦେଶୀଙ୍କ ଆକର୍ଷଣ ପାଲଟିଛି ସବୁ ବେଳେ। ଖାଲି ସାଧାରଣ ବିଦେଶୀ ନୁହଁନ୍ତି ବରଂ ଚାକଚକ୍ୟପୂର୍ଣ୍ଣ ହଲିଉଡ୍‌ର ଷ୍ଟାରମାନେ ବି ହିନ୍ଦୁ ଧର୍ମ ପ୍ରତି ପ୍ରଭାବିତ ହୋଇଛନ୍ତି। ଆସନ୍ତୁ ଜାଣିବା ସେଇ ଷ୍ଟାରମାନଙ୍କ ସମ୍ପର୍କରେ । ରୋର୍ବଟ ଡ୍ୟାନି […]

Rakesh Mallick
  • Published: Tuesday, 24 October 2017
  • Updated: 24 October 2017, 02:38 PM IST

Sports

Latest News

ଭାରତ, ଖାଲି ଦେଶ ନୁହେଁ। ଅନେକ ଧର୍ମ, ଅନେକ ସଂସ୍କୃତିର ମିଳନର ଭୁଇଁ। ଏଠାରେ ପ୍ରାଚୀନ ସଂସ୍କୃତି, ସଭ୍ୟତା, ଧର୍ମର ଏକତ୍ର ସମନ୍ୱୟ ସବୁ ସମୟେର ବିଦେଶୀଙ୍କୁ ପ୍ରଭାବିତ କରିଛି। ବିଶେଷ କରି ସନାତନ ହିନ୍ଦୁ ଧର୍ମର ମହନୀୟତା ବିଦେଶୀଙ୍କ ଆକର୍ଷଣ ପାଲଟିଛି ସବୁ ବେଳେ। ଖାଲି ସାଧାରଣ ବିଦେଶୀ ନୁହଁନ୍ତି ବରଂ ଚାକଚକ୍ୟପୂର୍ଣ୍ଣ ହଲିଉଡ୍‌ର ଷ୍ଟାରମାନେ ବି ହିନ୍ଦୁ ଧର୍ମ ପ୍ରତି ପ୍ରଭାବିତ ହୋଇଛନ୍ତି। ଆସନ୍ତୁ ଜାଣିବା ସେଇ ଷ୍ଟାରମାନଙ୍କ ସମ୍ପର୍କରେ ।

ରୋର୍ବଟ ଡ୍ୟାନି ଜୁନିୟର

‘ଆଇରନ୍ ମ୍ୟାନ’ ବୋଲି ଆକ୍ଷା ପାଇଥିବ ହଲିଉଡ୍ ଷ୍ଟାର ରର୍ବଟ ଡ୍ୟାନି ଜୁନିଅର ଏବେ ହିନ୍ଦୁ ଧର୍ମରେ ଦୀକ୍ଷିତ ହୋଇଛନ୍ତି। ଜନ୍ମରୁ ଇହୁଦୀ ଥିବା ରବର୍ଟ ପରେ ବୌଦ୍ଧ ଧର୍ମକୁ ଆପଣେଇଥିଲେ।  ବୌଦ୍ଧ ଧର୍ମକୁ ଆପଣେଇବା ସତ୍ତ୍ୱେ ଭଗବାନ କୃଷ୍ଣଙ୍କ ବିଚାରଧାରାକୁ ସେ ଅଧିକ ବିଶ୍ୱାସ କରିବସନ୍ତି । ଆଉ ଏହି ଭଲପାଇବ। ତାଙ୍କୁ କରିଦିଏ ହିନ୍ଦୁ।

ରସେଲ ବ୍ରାଣ୍ଡ

ହଲିଉଡ୍‌ର ପ୍ରକ୍ଷାତ କମେଡିଆନ ହେଉଛନ୍ତି ରସେଲ ବ୍ରାଣ୍ଡ। ହିନ୍ଦୁ ଧର୍ମ ପ୍ରତି ଅତ୍ୟଧିକ ଆନୁରକ୍ତି ତାଙ୍କୁ ଏବେ ହିନ୍ଦୁ ଘରର ଜ୍ୱାଇଁ ପୁଅ ସଜେଇ ଦେଇଛି। ଧର୍ମ ପ୍ରତି ଅଶକ୍ତ ହେବା ପରେ ସେ ରାଜସ୍ଥାନରେ  କେଟୀ ପେରୀ ନାମ୍ନୀ ଜଣେ ହିନ୍ଦୁ ମହିଳାଙ୍କୁ ବିବାହ କରିଛନ୍ତି ।

ହ୍ୟୁଗ୍ ଜ୍ୟାକ୍‌ମ୍ୟାନ

ସହିଭଳି ଜଣେ ଅଭିନେତା ହେଲେ ହ୍ୟୁଗ୍ ଜ୍ୟାକ୍‌ମ୍ୟାନ। ସେ ଭାଗବତ ଗୀତାକୁ ଅନୁସରଣ  କରନ୍ତି। ହିନ୍ଦୁ ଧର୍ମ ପ୍ରତି ତାଙ୍କର ଆସ୍ଥା ଏତେ ପରିମାଣ ଯେ ସେ ନିଜ ବାହାଘର ମୁଦିରେ ଗୀତାର ଶ୍ଲୋକ ଖୋଦଇ କରିଛନ୍ତି। ଯାହାର ଅର୍ଥ ‘ମୁଁ ନିଜ ସମ୍ପର୍କକୁ ମହାନ ସ୍ରୋତରେ ସମର୍ପିତ କରୁଛି।

ଜୁଲିଆ ରର୍ବଟସ୍

ଜୁଲିଆ ନିଜ ଫିଲ୍ମ ‘ଇଟ୍ ପ୍ରେ ଲବ୍‌’ର ସୁଟିଂ ସମୟରେ ହିନ୍ଦୁ ଧର୍ମ ପ୍ରତି ଆକର୍ଷିତ ହୋଇଥିଲେ। ଜୁଲିଆଙ୍କ ମତରେ ଏହି ଧର୍ମ ବିଶ୍ୱାସ ତାଙ୍କ ବ୍ୟକ୍ତିତ୍ୱକୁ ଅଧିକ ଦୟାଶୀଳ କରିଛି।

ମେଡୋନା

ହଲିଉଡର ପପ୍ କୁଇନ୍ ମେଡୋନା ବି ସନାତନୀୟ ପ୍ରେମରୁ ନିଜକୁ ମୁକୁଳାଇ ପାରି ନାହାନ୍ତି। ଧର୍ମପ୍ରତି ସେ ଏତେ ମାତ୍ରାରେ ପ୍ରଭାବିତ ଯେ ନିଜକୁ ଅନେକ ସମୟରେ ହିନ୍ଦୁ ମହିଳାଙ୍କ ଭଳି ସଜେଇ ରଖିବାକୁ ସେ ପସନ୍ଦ କରନ୍ତି।

ମାଇଲି ସାଇରସ୍‌

ପ୍ରସିଦ୍ଧ ଗାୟକ ମାଇଲି ସାଇରସ୍ ହିନ୍ଦୁ ଧର୍ମପ୍ରତି ଏତେ ପ୍ରଭାବିତ ହୋଇଥିଲେ କି ଅସଲ ଜୀବନରେ ମଧ୍ୟ ହିନ୍ଦୁ ଦେବ ଦେବୀଙ୍କୁ ପୂରା ବିଧି ବିଧାନର ସହ ପୂଜା କରଥିଲେ। ମାଇଲି ନିଜ ଆର୍ଥିକ ସ୍ଥିତି ମଜଭୁତ କରିବା ପାଇଁ ଘରେ ଲକ୍ଷ୍ମୀ ପୂଜା କରିବା ସମୟରେ ଚର୍ଚ୍ଚାର ପରିସରକୁ ଆସିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story