ହଣ୍ଟେଡ ଅଫିସ୍‌: ନାଇଟ୍‌ ସିପ୍ଟ କର୍ମଚାରୀଙ୍କୁ ଡାକୁଛି ଭୂତ

ଏ ହେଉଛି ଏକ ହଣ୍ଟେଡ ଅଫିସ୍‌। ଏଠାରେ ରାତିରେ କାମ କରୁଥିବା କର୍ମଚାରୀଙ୍କୁ ଭୂତ ଡାକୁଛି। ପାଖରେ ଛିଡା ହେଉଛି। ପରଦା ପଛରେ ରହି ଗୁଣୁଗୁଣୁ ହେଉଛି। ଥରାଇ ଦେଉଛି କର୍ମଚାରୀଙ୍କ ଛାତି। ଲାଗୁଛି ସତେ ଯେମିତି ଛାତି ଫାଟିଯିବ। ଆମେ କହୁଛି ଛତ୍ରପତି ଶିବାଜୀ ଟର୍ମିନାଲ ପାଖରେ ଥିବା ବୃହମୁମ୍ବାଇ ନଗରପାଳିକା ଅଫିସ୍‌ ବିଷୟରେ। ଏପରି ଅଭିଯୋଗ ଆସିବା ପରେ ଅଫିସ୍‌ର ଫ୍ଲୋର ବଦଳଳା ଯାଇଛି। ବସ୍ତୁ ପୂଜା ମଧ୍ୟ କରାଯାଉଛି। ତଥାପି କର୍ମଚାରୀଙ୍କ ମନରୁ […]

bmc_1498123100

bmc_1498123100

Rakesh Mallick
  • Published: Thursday, 22 June 2017
  • Updated: 22 June 2017, 08:52 PM IST

Sports

Latest News

ଏ ହେଉଛି ଏକ ହଣ୍ଟେଡ ଅଫିସ୍‌। ଏଠାରେ ରାତିରେ କାମ କରୁଥିବା କର୍ମଚାରୀଙ୍କୁ ଭୂତ ଡାକୁଛି। ପାଖରେ ଛିଡା ହେଉଛି। ପରଦା ପଛରେ ରହି ଗୁଣୁଗୁଣୁ ହେଉଛି। ଥରାଇ ଦେଉଛି କର୍ମଚାରୀଙ୍କ ଛାତି। ଲାଗୁଛି ସତେ ଯେମିତି ଛାତି ଫାଟିଯିବ। ଆମେ କହୁଛି ଛତ୍ରପତି ଶିବାଜୀ ଟର୍ମିନାଲ ପାଖରେ ଥିବା ବୃହମୁମ୍ବାଇ ନଗରପାଳିକା ଅଫିସ୍‌ ବିଷୟରେ।

ଏପରି ଅଭିଯୋଗ ଆସିବା ପରେ ଅଫିସ୍‌ର ଫ୍ଲୋର ବଦଳଳା ଯାଇଛି। ବସ୍ତୁ ପୂଜା ମଧ୍ୟ କରାଯାଉଛି। ତଥାପି କର୍ମଚାରୀଙ୍କ ମନରୁ ହଟିନି ଭୟ।

bmc-ghostଅଫିସ୍‌ଟି ୧୨୫ ବର୍ଷ ଏକ ବିଲଡିଂଗରେ ରହିଛି। ଏଠାରେ କାମ କରୁଥିବା କିଛି କର୍ମଚାରୀ କହିଛନ୍ତି ରାତି ଡ୍ୟୁଟି ବେଳେ ତାଙ୍କ ଆଖପାଖରେ କିଛି ଅସାଧାରଣ ଘଟଣା ଘଟୁଛି। କିଛି କର୍ମଚାରୀ କହିଛନ୍ତି ତାଙ୍କ ପାଖରେ କେହି ଛିଡା ହୋଇଥିବା ଅନୁଭବ କରୁଛନ୍ତି। ଏପରିକି ପରଦା ପଛରେ ଛିଡା ହୋଇ କେହି ଗୁଣଗୁଣ ହୋଇ କିଛି କହୁଥିବା ଶୁଶିବାକୁ ମିଳୁଛି। ହେଲେ ସେଠାକୁ ଗଲେ କିଛି ଦେଖିବାକୁ ମିଳୁନାହିଁ।

ପ୍ରଥମେ ଏହି ଅଫିସ୍‌ ବିଲଡିଂଗର ଗ୍ରାଉଣ୍ଡ ଫ୍ଲୋରରେ ଥିଲା। ଏପରି ଅଭିଯୋଗ ଆସିବା ପରେ ଏହାକୁ ସେକେଣ୍ଡ ଫ୍ଲୋରକୁ ବଦଳା ଯାଇଛି। ହେଲେ ଅଲୌକିକ ଘଟଣାର ଅନ୍ତ ଘଟୁନାହିଁ।

କିଛି ଲୋକ କହୁଛନ୍ତି ନୂଆ କାର୍ଯ୍ୟାଳୟ ଉଦ୍‌ଘାଟନ ହେବା ପରଠାରୁ ଅଜବ ଘଟଣା ଘଟିବାରେ ଲାଗିଛି। ମୁମ୍ବାଇରେ ଅଗ୍ନିକାଣ୍ଡ ଘଟଣା ବଢି ଯାଇଛି।

କୁହାଯାଉଛି, ବିଭାଗର କଣ୍ଟ୍ରୋଲ ରୁମ୍‌ରେ ହିଁ ଭୂତ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story