ଏଟିଏମ୍‌ ପାସୱାର୍ଡ ବଦଳରେ ଦେବାକୁ ପଡିବ ଫିଙ୍ଗର ପ୍ରିଣ୍ଟ୍‌:ମିଳିବ ଲୁଟେରାଙ୍କ ଠାରୁ ମୁକ୍ତି

ନୂଆଦିଲ୍ଲୀ:ଦେଶରେ ଏଟିଏମ ଲୁଟ୍‌ର ଘଟଣା ଆପଣ ଶୁଣିଥିବେ। ପାସୱାର୍ଡ ହ୍ୟକ୍ କରି ଗ୍ରାହକଙ୍କ ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଉଛନ୍ତି ଏଟିଏମ୍‌ ଲୁଟେରାମାନେ। ବିଚରା ଗ୍ରାହକଟିଏ ଚୋରି ହୋଇଥିବା ଟଙ୍କା ପାଇବା ପାଇଁ ବ୍ୟାଙ୍କରୁ ଥାନା ଥାନାରୁ ବ୍ୟାଙ୍କ ହେଉଛି। ଏବେ ଏହି ଲୁଟେରାଙ୍କ ଠାରୁ ଖୁବଶୀଘ୍ର ମୁକ୍ତି ମିଳିବାକୁ ଯାଉଛି। କାରଣ ଏବେ ଆପଣଙ୍କ ଆଙ୍ଗୁଳି ଟିପରେ ରହିବ ଆପଣଙ୍କ ଏଟିଏମ୍‌ର ପାସଓ୍ୱାର୍ଡ। ବର୍ତ୍ତମାନ ଏଟିଏମ୍‌ ମେସିନରୁ ଟଙ୍କା ଉଠାଇବା ପାଇଁ ଡେବିଟ୍‌ କାର୍ଡ […]

Biometric atm

Biometric atm

Rakesh Mallick
  • Published: Sunday, 13 August 2017
  • Updated: 14 August 2017, 07:57 AM IST

Sports

Latest News

ନୂଆଦିଲ୍ଲୀ:ଦେଶରେ ଏଟିଏମ ଲୁଟ୍‌ର ଘଟଣା ଆପଣ ଶୁଣିଥିବେ। ପାସୱାର୍ଡ ହ୍ୟକ୍ କରି ଗ୍ରାହକଙ୍କ ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଉଛନ୍ତି ଏଟିଏମ୍‌ ଲୁଟେରାମାନେ। ବିଚରା ଗ୍ରାହକଟିଏ ଚୋରି ହୋଇଥିବା ଟଙ୍କା ପାଇବା ପାଇଁ ବ୍ୟାଙ୍କରୁ ଥାନା ଥାନାରୁ ବ୍ୟାଙ୍କ ହେଉଛି। ଏବେ ଏହି ଲୁଟେରାଙ୍କ ଠାରୁ ଖୁବଶୀଘ୍ର ମୁକ୍ତି ମିଳିବାକୁ ଯାଉଛି। କାରଣ ଏବେ ଆପଣଙ୍କ ଆଙ୍ଗୁଳି ଟିପରେ ରହିବ ଆପଣଙ୍କ ଏଟିଏମ୍‌ର ପାସଓ୍ୱାର୍ଡ।

ବର୍ତ୍ତମାନ ଏଟିଏମ୍‌ ମେସିନରୁ ଟଙ୍କା ଉଠାଇବା ପାଇଁ ଡେବିଟ୍‌ କାର୍ଡ ଓ ପାସୱାର୍ଡ ବ୍ୟବହାର କରିବାକୁ ପ଼ଡୁଛି। କିନ୍ତୁ ଏବେ ଡେବିଟ୍‌ କାର୍ଡ ବ୍ୟବହାର ସମୟରେ ପାସୱାର୍ଡ ସ୍ଥାନରେ ଫିଙ୍ଗର ପ୍ରିଣ୍ଟ ଦେବାକୁ ପଡିବ। ଏହାଦ୍ୱାରା କୌଣସି ବ୍ୟକ୍ତି  ପାସୱାର୍ଡ ହ୍ୟାକ୍ କରି ଆପଣଙ୍କ ଆକାଉଣ୍ଟରୁ ପଇସା ଉଠାଇ ପାରିବ ନାହିଁ।

ଏଟିଏମ ଲୁଟେରାଙ୍କ କବଳରୁ ଗ୍ରାହକଙ୍କୁ ରକ୍ଷା କରିବା ପାଇଁ ଦେଶର କେତେକ ଅଗ୍ରଣୀ ବ୍ୟାଙ୍କ ଏଭଳି ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି। ସେଗୁଡିକ ମଧ୍ୟରୁ ପଞାବ ନ୍ୟାସନାଲ୍ ବ୍ୟାଙ୍କ ପ୍ରଥମେ ଏଭଳି କୌଶଳ ଆପଣାଇବାକୁ ଯାଉଛି। ଏଥିପାଇଁ ବାୟୋମେଟ୍ରିକ ଏଟିଏମ୍ କରିବା ପାଇଁ ଚେଷ୍ଚା କରୁଛି ଏହି ବ୍ୟାଙ୍କ। ଏଥିପାଇଁ ଏଟିଏମ୍‌ କାର୍ଡରେ  ଆଧାର କାର୍ଡ ଲିଙ୍କ କରାଯାଉଛି।

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ସିନିୟର ଆଇଟି ମ୍ୟାନେଜରଙ୍କ କହିବା ଅନୁଯାୟୀ ବାୟୋମେଟ୍ରିକ ଏଟିଏମରେ କୌଣସି ଠକାମି ହୋଇପାରିବ ନାହିଁ। ଏହି ମେସିନରେ ନିଜର ଡେବିଟ୍‌ କାର୍ଡ ଏଣ୍ଟ୍ରି କରିବା ମାତ୍ରେ ମେସିନ ସ୍କ୍ରିନ ଉପରେ ଥମ୍ବ ଇମ୍ପ୍ରେସନ ଅପସନ ଆସିବ। ପରେ ଥମ୍ବ ଇମ୍ପ୍ରେସନ ଦେଇ ଆକାଉଣ୍ଟରୁ ଟଙ୍କା ଉଠାଇ ପାରିବେ।

ପ୍ରଥମେ ଏହି ପ୍ରଣାଳୀ ବିହାରରେ ଲାଗୁ କରାଯିବ ବୋଲି ବ୍ୟାଙ୍କ ଅଧିକାରୀ କହିଛନ୍ତି। ଏଥିପାଇଁ ସେଠାରେ ପିଏନବିର ସମସ୍ତ ଗ୍ରାହକଙ୍କର ଏଟିଏମରେ ଆଧାର ଲିଙ୍କ କରାଯାଉଛି। ଅକ୍ଟୋବର ମାସରେ ଏହି ସେବା ଆରମ୍ଭ କରିବାକୁ ଲକ୍ଷ ରଖିଛି ପିଏନବି। ବିହାରର ସମସ୍ତ ପିଏନବି ଗ୍ରାହକଙ୍କୁ ନିଜର ଆକାଉଣ୍ଟ ଆଧାର ଲିଙ୍କ କରିବାକୁ କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story