ଝିଅ ମିଳିଲେନି,ରୋବଙ୍କୁ କଲେ ସାତ ଜନମର ସାଥୀ

ବେଜିଂ: ଲିଙ୍ଗ ବିପରୀତ ହେଲେ ହିଁ ଉଭେୟ ଉଭୟଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି। ଯୋଡ଼ି ହୁଏ ସମ୍ପର୍କ। ସୃଷ୍ଟି ହୁଏ ପ୍ରେମ, ଭଲପାଇବା ସବୁକିଛି। ଏହା ହେଉଛି ପ୍ରକୃତିର ନିୟମ। ମଣିଷ ବି ଏହି ନିୟମରେ ବନ୍ଧା। ଅର୍ଥାତ ପୁରୁଷ ଟିଏ ମହିଳାଙ୍କୁ କିମ୍ବା ଜଣେ ମହିଳା ପୁରୁଷଙ୍କୁ ପ୍ରେମ କରେ। ଦୁହେଁ ଦୁହିଁଙ୍କୁ ବିବାହ କରନ୍ତି। ହେଲେ ଚୀନର ବେଂଜିରେ ଏକ ଅଜବ  ଘଟଣା ଘଟିଛି। ଜଣେ ଯୁବକଙ୍କୁ ଝିଅ ନ ମିଳିବାରୁ ସେ ନେଇଛନ୍ତି […]

man-robo

man-robo

Rakesh Mallick
  • Published: Thursday, 06 April 2017
  • Updated: 06 April 2017, 04:46 PM IST

Sports

Latest News

ବେଜିଂ: ଲିଙ୍ଗ ବିପରୀତ ହେଲେ ହିଁ ଉଭେୟ ଉଭୟଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି। ଯୋଡ଼ି ହୁଏ ସମ୍ପର୍କ। ସୃଷ୍ଟି ହୁଏ ପ୍ରେମ, ଭଲପାଇବା ସବୁକିଛି। ଏହା ହେଉଛି ପ୍ରକୃତିର ନିୟମ। ମଣିଷ ବି ଏହି ନିୟମରେ ବନ୍ଧା। ଅର୍ଥାତ ପୁରୁଷ ଟିଏ ମହିଳାଙ୍କୁ କିମ୍ବା ଜଣେ ମହିଳା ପୁରୁଷଙ୍କୁ ପ୍ରେମ କରେ। ଦୁହେଁ ଦୁହିଁଙ୍କୁ ବିବାହ କରନ୍ତି। ହେଲେ ଚୀନର ବେଂଜିରେ ଏକ ଅଜବ  ଘଟଣା ଘଟିଛି। ଜଣେ ଯୁବକଙ୍କୁ ଝିଅ ନ ମିଳିବାରୁ ସେ ନେଇଛନ୍ତି ବିଚିତ୍ର ନିଷ୍ପତ୍ତି।  ଆଉ ଏକ ରୋବକୁ  ବିବାହ କରିଛନ୍ତି। ଝିଅ ଖୋଜି ଖୋଜି ନିରାଶ ହେବା ପରେ ଶେଷରେ ବାଧ୍ୟ ହୋଇ ସେ ଏଭଳି  ନିଷ୍ପତ୍ତି ନେଆଇଛନ୍ତି। ହତାଶା ଆଉ ନିରାଶାର ଚାପରେ ପଡ଼ି ସେ ଉଦ୍ଭଟ କାରନାମା କରିଛନ୍ତି। ଜେଙ୍ଗ ଜିଆଜିଆ ନାମକ ଜଣେ ଯୁବକ ଏମିତି ବିବାହ କରିଛନ୍ତି। ଜେଙ୍ଗ ଜିଆଜିଆ ବୃତ୍ତିରେ ଜଣେ ଇଞ୍ଜିନିୟର। ଜେଙ୍ଗ ବିବାହ ପାଇଁ ଅନେକ ଝିଅ ଖୋଜିଥିଲେ।

ଆଉ  ପ୍ରେମ କରିବାକୁ ମଧ୍ୟ ଅନେକ ଚେଷ୍ଟା କରିଥିଲେ।  ହେଲେ କିଏ ତାଙ୍କ ପ୍ରେମକୁ ପ୍ରତ୍ୟାଖ୍ୟାନ କରି ଦେଉ ଥିଲା ତ ଆଉ କିଏ ତାଙ୍କ ବିବାହ ପ୍ରସ୍ତାବକୁ ଏଡ଼ାଇଯାଇଥିଲା। ଶେଷରେ ସେ ନିଷ୍ପତ୍ତି ନେଲେ ଆଉ ଝିଅଙ୍କ ପଛରେ ପଡ଼ିବେନି। ଆଉ ଗୋଟିଏ ବିକଳ୍ପ ବ୍ୟବ୍ୟସ୍ଥା ତାଙ୍କ ମୁଣ୍ଡକୁ  ଜୁଟିଲା। ରୂପରେ ଗୁଣରେ ମହିଳାଙ୍କ ପରି ଦେଖାଯାଉ ଥିବା ଏକ ରୋବ ତିଆରି  କରି ତା’ମଧ୍ୟରେ ଜୀବନ ଭରିଲେ। ଆଉ ଶେଷରେ ସେ ସେହି ରୋବଙ୍କୁ ହିଁ ବିବାହ କଲେ।  ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଚାଇନାରେ କନ୍ୟାସନ୍ତାନ ଜନ୍ମ ହ୍ରାସ ପାଉଛି। ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା କମୁଛି। ସ୍ଥିତି ଏଭଳି ଯେ,   ୨୦୩୦ ସୁଦ୍ଧା ଚୀନ ପାଖାପାଖି ୩୦ ନିୟୁତ ଯୁବକ ଅବିବାହତ ରହିପାରନ୍ତି। କାରଣ ଏହି ଦେଶରେ ମହିଳା ସଂକଟ ପରିସ୍ଥିତି ଉପୁଜିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story