ବିସ୍ମୟ ଶିଶୁ: ୪୫ ମିନିଟ୍ ପର୍ଯ୍ୟନ୍ତ ଅଟକି ରହିଲା ନିଶ୍ୱାସ

ମୁମ୍ବାଇ: ଆପଣ କେତେ ସମୟ ନିଶ୍ୱାସ ବନ୍ଦ କରି ରହିପାରିବେ? ଏକ ସେକେଣ୍ଡ, ଦୁଇ ସେକେଣ୍ଡ, ତିନି ସେକେଣ୍ଡ…। କିନ୍ତୁ ମୁମ୍ବାଇର ଏକ ଡାକ୍ତରଖାନାରେ ଏକ ତିନି ମାସର ଶିଶୁର ନିଶ୍ୱାସ ପୂରା ୪୫ ମିନିଟ୍ ପାଇଁ ବନ୍ଦ ରହିଥିଲା। ତଥାପି ତାଙ୍କର କିଛି ହୋଇନି। ସେ ସୁସ୍ଥ ଅଛନ୍ତି। ତାଙ୍କ ନାଁ ଆରାଧ୍ୟ । ଏବେ ତାଙ୍କୁ କୁହାଯାଉଛି ‘ବିସ୍ମୟ ଶିଶୁ’। ଆରାଧ୍ୟ ଏବେ ଜଣେ ସାଧାରଣ ଶିଶୁ। କିନ୍ତୁ ସେ ସାଧାରଣ ହୋଇ ଜନ୍ମ […]

heart

heart

Rakesh Mallick
  • Published: Saturday, 08 April 2017
  • Updated: 08 April 2017, 01:51 PM IST

Sports

Latest News

ମୁମ୍ବାଇ: ଆପଣ କେତେ ସମୟ ନିଶ୍ୱାସ ବନ୍ଦ କରି ରହିପାରିବେ? ଏକ ସେକେଣ୍ଡ, ଦୁଇ ସେକେଣ୍ଡ, ତିନି ସେକେଣ୍ଡ...। କିନ୍ତୁ ମୁମ୍ବାଇର ଏକ ଡାକ୍ତରଖାନାରେ ଏକ ତିନି ମାସର ଶିଶୁର ନିଶ୍ୱାସ ପୂରା ୪୫ ମିନିଟ୍ ପାଇଁ ବନ୍ଦ ରହିଥିଲା। ତଥାପି ତାଙ୍କର କିଛି ହୋଇନି। ସେ ସୁସ୍ଥ ଅଛନ୍ତି। ତାଙ୍କ ନାଁ ଆରାଧ୍ୟ । ଏବେ ତାଙ୍କୁ କୁହାଯାଉଛି ‘ବିସ୍ମୟ ଶିଶୁ’।

ଆରାଧ୍ୟ ଏବେ ଜଣେ ସାଧାରଣ ଶିଶୁ। କିନ୍ତୁ ସେ ସାଧାରଣ ହୋଇ ଜନ୍ମ ହୋଇ ନ ଥିଲେ। ତାଙ୍କ ହୃଦୟରେ ଏକ ଛିଦ୍ର ଥିଲା। ତାଙ୍କ ବାପାମା’ ତାଙ୍କୁ ମୁମ୍ବାଇ ଆଣି ବାଇ ଜେରବାଇ ୱାଡ଼ିଆ ଶିଶୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏକ ଡାକ୍ତରୀ ଦଳ ୨୬ ଘଣ୍ଟା ଧରି ଅପରେସନ୍ କରିବା ପରେ ଆରାଧ୍ୟଙ୍କୁ ମିଳିଛି ନୂଆ ଜୀବନ। କିନ୍ତୁ ଅପରେସନ୍ ବେଳେ ୪୫ ମିନିଟ୍ ପର୍ଯ୍ୟନ୍ତ ତାଙ୍କ ନିଶ୍ୱାସ ଅଟକି ଯାଇଥିଲା। ସେତେବେଳେ ସେ ଆଉ ବଞ୍ଚିବେ ନାହିଁ ବୋଲି ଡାକ୍ତରମାନେ ଭାବି ନେଇଥିଲେ। କିନ୍ତୁ ସେମାନେ ହାରମାନି ନ ଥିଲେ ଓ ଉଦ୍ୟମ ଜାରି ରଖିଲେ। ଶେଷରେ ସେମାନଙ୍କ ଉଦ୍ୟମ ସଫଳ ହେଲା ଓ ଆରାଧ୍ୟ ଏବେ ସୁସ୍ଥ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story