ହାତପାଆନ୍ତାରେ ଅଛି ସବୁକିଛି: ଜାଣନ୍ତୁ କିଛି ଦରକାରୀ ୱେବସାଇଟ୍ ବିଷୟରେ, ଯାହା ଆପଣଙ୍କ ସମସ୍ୟା କରିବ ଦୂର

ଅନେକ ସମୟରେ ଆପଣ କିଛି ନିର୍ଦ୍ଦିଷ୍ଟ ୱେବସାଇଟକୁ ବାରମ୍ବାର ଭିଜିଟ କରିଥାଆନ୍ତି। ହେଲେ ଏଭଳି କେତେକ ୱେବସାଇଟ ବିଷୟରେ ଆମେ ଆପଣଙ୍କୁ ଜଣାଇବୁ ଯାହା ଅନେକ କ୍ଷେତ୍ରରେ ଅଧିକ କିଛି ଜାଣିବାରେ ସାହାଯ୍ୟ କରିବ। ଆସନ୍ତୁ ଜାଣିବା ଏପରି କିଛି ସାଇଟ ବିଷୟରେ… Rose edis – ଏହା ହେଉଛି ଏକ ମ୍ୟାପ୍‌ ଯାହା ଆପଣଙ୍କୁ ବିଶ୍ୱରେ ଘଟୁଥିବା ସମସ୍ତ ଘଟଣାର ସୂଚନା ଦେବ। ଏହା ପ୍ରାକ଼ୃତିକ ବିପର୍ଯ୍ୟୟ,ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ଘଟଣାର ସଠିକ ବିବରଣୀ ଦେବ। […]

chatting-teacup-dining-table-coffee-cup

chatting-teacup-dining-table-coffee-cup

Rakesh Mallick
  • Published: Friday, 30 June 2017
  • Updated: 30 June 2017, 05:57 PM IST

Sports

Latest News

ଅନେକ ସମୟରେ ଆପଣ କିଛି ନିର୍ଦ୍ଦିଷ୍ଟ ୱେବସାଇଟକୁ ବାରମ୍ବାର ଭିଜିଟ କରିଥାଆନ୍ତି। ହେଲେ ଏଭଳି କେତେକ ୱେବସାଇଟ ବିଷୟରେ ଆମେ ଆପଣଙ୍କୁ ଜଣାଇବୁ ଯାହା ଅନେକ କ୍ଷେତ୍ରରେ ଅଧିକ କିଛି ଜାଣିବାରେ ସାହାଯ୍ୟ କରିବ। ଆସନ୍ତୁ ଜାଣିବା ଏପରି କିଛି ସାଇଟ ବିଷୟରେ...

  • Rose edis - ଏହା ହେଉଛି ଏକ ମ୍ୟାପ୍‌ ଯାହା ଆପଣଙ୍କୁ ବିଶ୍ୱରେ ଘଟୁଥିବା ସମସ୍ତ ଘଟଣାର ସୂଚନା ଦେବ। ଏହା ପ୍ରାକ଼ୃତିକ ବିପର୍ଯ୍ୟୟ,ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ଘଟଣାର ସଠିକ ବିବରଣୀ ଦେବ। ସାରା ବିଶ୍ୱରେ କେଉଁ ଜାଗାରେ କଣ ଘଟୁଛି ଆପଣ ସବୁ ଖବର ଏହାମାଧ୍ୟମରେ ପାଇପାରିବେ।
  • Cost of comparision- ଗୋଟିଏ ସହର ଛାଡି ଅନ୍ୟ ସହରକୁ ଯିବାକୁ ଚାହୁଁଥିଲେ ଏହି ୱେବସାଇଟ ବ୍ୟବହାର କରିପାରିବେ। ଏଥିରେ ପୂର୍ବରୁ ରହୁଥିବା ସହର ଓ ଆପଣ ଯିବାକୁ ଚାହୁଁଥିବା ସହରକୁ ସର୍ଚ୍ଚ କଲେ ଦୁଇ ସହର ମଧ୍ୟରେ ଥିବା ଗ୍ରୋସରି। ରେଷ୍ଟୁରାଣ୍ଟ, ଘରଭଡା ଆଦି ସମସ୍ତ ବିଷୟରେ ଜାଣିପାରିବେ।
  • HavelBeenPwned- ଏହା ଦ୍ୱାରା ଆପଣ ଆପଣଙ୍କ ଇମେଲ କେଉଁ ହ୍ୟାକର ଦ୍ୱାରା ହ୍ୟକ ହୋଇଛି ଓ ଆପଣଙ୍କ ଆଇଡି ଅନ୍ୟ କେହି ବ୍ୟବହାର କରୁଛଇନ୍ତି କି ନାହିଁ ଏସବୁ ବିଷୟରେ ଜାଣିପାରିବେ।
  • Creddle-  ଯଦି ଆପଣଙ୍କର linkedinରେ ଆକାଉଣ୍ଟ ଅଛି ତାହେଲେ ଏହାକୁ ଆପଣ ଆଖିପିଛୁଳାକେ ଏକ ସ୍ମାର୍ଟ ରିଜ୍ୟୁମରେ ପରିଣତ କରିପାରିବେ। କ୍ରେଡିଲ ସାହାଯ୍ୟରେ ଆପଣ ସ୍ମାର୍ଟ ରିଜ୍ୟୁମ ତିଆରି କରିବାର ଏହା ଏକ ସାଇଟ।
  • FreeSound- ଏହା ହେଉଛି ଏକ ସାଇଟ ଯେଉଁଠି ଆପଣ ଅନେକ ସାଉଣ୍ଡ ପାଇପାରିବେ। ବିଭିନ୍ନ ପ୍ରାକାର ଗେମ , ଭିଡିଓ, ଡକୁମେଣ୍ଟାରୀ ଆଦି ତିଆରି କରିବାରେ ଏହା ହେଉଛି ଏକ ଉନ୍ନତ ମାଧ୍ୟମ।
  • Academic Earth-ଅଧ୍ୟୟନ କରୁଥିବା ବ୍ୟକ୍ତିଙ୍କ ପାଇଁ ଏହି ସାଇଟ ଅତ୍ୟନ୍ତ ଉପକାରୀ। କାରଣ ଏହା ଦ୍ୱାରା ଆପଣ ଅନେକ (କୋର୍ସ) ବିଷୟରେ ଜାଣିବାକୁ ପାଇବେ।
  • PatrickJMT- ଏହା ଦ୍ୱାରା ଆପଣ ବିଭିନ୍ନ ଗଣିତ ପାଠ ସମ୍ବନ୍ଧରେ ଜାଣିପାରିବେ। ଭିଡିଓ ଦ୍ୱାରା ଆପଣ ଗଣିତ ପାଠର ସମସ୍ତ ବିଷୟରେ ସହଜରେ ଜ୍ଞାନ ପାଇପାରିବେ।
  • NoExcuselist -ଏହି ସାଇଟ ବ୍ୟବହାର କରି ଆପଣ ବିଭିନ୍ନ ପାଠ୍ୟ ବିଷୟବସ୍ତୁ ସହିତ ବିଭିନ୍ନ ଦକ୍ଷ୍ୟତା ସମ୍ପର୍ଣ୍ଣ କୋର୍ସ ସମ୍ବନ୍ଧରେ ଜାଣିପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story