ଘର ପଛପଟେ ଅଛି ଡେଙ୍ଗୁରୁ ରକ୍ଷା ପାଇବାର ମହୌଷଧି

ରାଜ୍ୟରେ ଏବେ ସ୍ୱାଇନ ଫ୍ଲୁ ସହ ଡେଙ୍ଗୁର ବାତାବରଣ। ଚଳିତବର୍ଷ ଡେଙ୍ଗୁ ୨ ଜଣଙ୍କ ଜୀବନ ନେଇ ସାରିଲାଣି। ଦିନକୁ ଦିନ ଏହା ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବ୍ୟାପିବାରେ ଲାଗିଛି। ବିଶେଷ କରି ବର୍ଷାଦିନେ ଡେଙ୍ଗୁରେ ଲୋକେ ମରୁଛନ୍ତି। ହେଲେ ଏହି ରୋଗରୁ ମୁକ୍ତି ପାଇଁ ଆମ ପାଖରେ ରହିଛି ଏକ ମହୌଷଧି। ଯାହାକୁ ଆମେ ସବୁଦିନ ଦେଖୁଥିଲେ ମଧ୍ୟ ଏହାର ବ୍ୟବହାର ଜାଣିନାହାନ୍ତି। ଆସନ୍ତୁ ଜାଣିବା ପ୍ରାୟ ସମସ୍ତଙ୍କ ଘର ପଛପଟେ ଥିବା ଏହି […]

neem-tree

neem-tree

Rakesh Mallick
  • Published: Monday, 14 August 2017
  • Updated: 14 August 2017, 06:58 PM IST

Sports

Latest News

ରାଜ୍ୟରେ ଏବେ ସ୍ୱାଇନ ଫ୍ଲୁ ସହ ଡେଙ୍ଗୁର ବାତାବରଣ। ଚଳିତବର୍ଷ ଡେଙ୍ଗୁ ୨ ଜଣଙ୍କ ଜୀବନ ନେଇ ସାରିଲାଣି। ଦିନକୁ ଦିନ ଏହା ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବ୍ୟାପିବାରେ ଲାଗିଛି। ବିଶେଷ କରି ବର୍ଷାଦିନେ ଡେଙ୍ଗୁରେ ଲୋକେ ମରୁଛନ୍ତି। ହେଲେ ଏହି ରୋଗରୁ ମୁକ୍ତି ପାଇଁ ଆମ ପାଖରେ ରହିଛି ଏକ ମହୌଷଧି। ଯାହାକୁ ଆମେ ସବୁଦିନ ଦେଖୁଥିଲେ ମଧ୍ୟ ଏହାର ବ୍ୟବହାର ଜାଣିନାହାନ୍ତି। ଆସନ୍ତୁ ଜାଣିବା ପ୍ରାୟ ସମସ୍ତଙ୍କ ଘର ପଛପଟେ ଥିବା ଏହି ଦେଶୀ ମହୌଷଧି ସମ୍ପର୍କରେ।

ଡେଙ୍ଗୁ ଜ୍ୱର ସାଧାରଣତଃ ଜଣାପଡି ନଥାଏ। ଜ୍ୱର ହେଲେ ଆମେ ଡାକ୍ତରଙ୍କ ପାଖକୁ ଯିବା ବଦଳରେ ଔଷଧ ଦୋକାନୀକୁ ପଚାରି ଔଷଧ ଖାଇ ଦେଇଥାଉ। ହେଲେ ଯଦି ଆପଣ ଡେଙ୍ଗୁ ଆକ୍ରାନ୍ତ ଥିବେ ତେବେ ଏହି ଔଷଧରେ ଏହା ଭଲ ହୋଇନଥାଏ। କିଛି ସମୟ ଆପଣଙ୍କୁ ଆରମ ମିଳିଥାଏ, ହେଲେ ପରେ ପୁଣି ଜ୍ୱର ଆସିଥାଏ। କେବଳ ରକ୍ତ ପରୀକ୍ଷାରୁ ହିଁ ଡେଙ୍ଗୁ ସମ୍ପର୍କରେ ଜାଣି ହୋଇଥାଏ। ଡେଙ୍ଗୁ ପାଇଁ ସେପରି କୌଣସି ଔଷଧ ନାହିଁ, କେବଳ ସାବଧାନତା ଅବଲମ୍ବନ ସହ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ସେବନ ହିଁ ଏକମାତ୍ର ବାଟ। ତେବେ ବାଡିରେ ଥିବା ଏହି ଦେଶୀ ମହୌଷଧିଟି ହେଲା ଲିମ୍ବପତ୍ର। ଯାହାକୁ ବ୍ୟବହାର କରି ଜଣେ ଭୟଙ୍କର ଡେଙ୍ଗୁଠାରୁ ନିଜକୁ ରକ୍ଷା କରିପାରିବ।

ଆୟୁର୍ବେଦରେ ନିମ୍ୱପତ୍ରର ବ୍ୟବହାର ବିଭିନ୍ନ ରୋଗର ଚିକିତ୍ସା ପାଇଁ କରାଯାଇଥାଏ। ଆସନ୍ତୁ ଜାଣିବା ଡେଙ୍ଗୁର ରକ୍ଷା ପାଇବାକୁ ଲିମ୍ବପତ୍ରରେ ଥିବା ଗୁଣ।

୧. ନିମ୍ୱପତ୍ରରେ ଆଣ୍ଟି ମାଇକ୍ରୋବିୟଲ ଓ ଆଣ୍ଟି ଇମ୍‌ଫ୍ଲେମେଟରି ଗୁଣ ରହିଛି। ତେଣୁ ନିମ୍ୱପତ୍ର ଓ ଏହାର ରସ ପିଇବା ଦ୍ୱାରା ପ୍ଲାଟଲେଟ୍ ରକ୍ତ କୋଶିକା ସଂଖ୍ୟା ବୃଦ୍ଧି ହୋଇଥାଏ। ଏହାଛଡା ପ୍ରତିଦିନ ନିମ୍ୱପତ୍ର ଚୋବାଇବା ଦ୍ୱାରା ଇମ୍ୟୁନିଟି ବଢିବା ସହ ରକ୍ତ ସଫା ହୋଇଥାଏ।

୨. ନିମ୍ୱଗଛ ଯେଉଁଠି ଥାଏ ସେଠାରେ ମଶା ମାଛି ରହି ନଥାନ୍ତି। ନିମ୍ୱପତ୍ର ସହ କର୍ପୁର ମିଶାଇ ଜଲାଇବା ଦ୍ୱାରା ଘରୁ ଥିବା ମଶା ଦୂର ହୋଇଥାନ୍ତି।

୩. ଶୁଖିଲା ନିମ୍ୱ ପତ୍ରକୁ ଜଳାଇ ଏହାର ଧୂଆଁ ଘରେ ଦେଲେ ମଶା ଦୂର ହୋଇଥାନ୍ତି।ଏହାଛଡା ନିମ୍ୱ ତେଲ ଶରୀରରେ ଲଗାଇଲେ ମଶା ପାଖ ମାଡି ନଥାନ୍ତି ।

୪. ନିମ୍ୱପତ୍ରର ରସ ସହ ଅମୃତଭଣ୍ଡା ପତ୍ରର ରସକୁ ମିଶାଇ ପିଇବା ଦ୍ୱାରା ଡେଙ୍ଗୁ ଜ୍ୱର ଭଲ ହୋଇଥାଏ। ନିମ୍ୱ ପରି ଅମୃତଭଣ୍ଡା ପତ୍ରରେ ଡେଙ୍ଗୁ ପ୍ରତିହତ ଶକ୍ତି ରହିଛି। ଅମୃତଭଣ୍ଡାର ପତ୍ରକୁ ବାଟି ଏହାର ରସ ପିଇବା ଦ୍ୱାରା ପ୍ଲାଟଲେଟ୍ ସ୍ତର ବଢିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story