ସବୁଠୁ ଦାମୀ ପୂଜା ମଣ୍ଡପ: ବାହୁବଲୀ ସେଟ୍‌ ପରି ପେଣ୍ଡାଲ, ଖର୍ଚ୍ଚ ୧୦ କୋଟି

କୋଲକତା: ଦୁର୍ଗା ପୂଜା ସାରା ଦେଶରେ ଧୁମଧାମରେ ପାଳନ କରାଯାଉଛି। ତେବେ କୋଲକାତା ଦୁର୍ଗାପୂଜା କଥା କିଛି ଅଲଗା । ଏ ବର୍ଷ କୋଲକାତାରେ ମା’ ଦୁର୍ଗାଙ୍କ ଗୋଟିଏ ମଣ୍ଡପ ବାହୁବଳୀ ସେଟ୍‌ ପରି ନିର୍ମିତ ହୋଇଛି। ଏହାର କାରୁକାର୍ଯ୍ୟ ଆପଣଙ୍କୁ ଚକିତ କରିଦେବ। ପଶ୍ଚିମବଙ୍ଗ ରାଜଧାନୀ କୋଲକତାର ଶ୍ରୀଭୂମୀ ସ୍ପୋର୍ଟିଙ୍ଗ କ୍ଲବ ପକ୍ଷରୁ ନିର୍ମାଣ କରାଯାଇଛି ‘ମହିଷ୍ପତୀ ନଗର’ର ତୋରଣ। ଏହି ପୂଜା ମଣ୍ଡପକୁ ଗଲେ ଆପଣଙ୍କୁ ଲାଗିବ ସତେ କି ଆପଣ ବାହୁବଲୀଙ୍କ ରାଜ୍ୟରେ […]

Rakesh Mallick
  • Published: Wednesday, 27 September 2017
  • Updated: 27 September 2017, 09:12 AM IST

Sports

Latest News

କୋଲକତା: ଦୁର୍ଗା ପୂଜା ସାରା ଦେଶରେ ଧୁମଧାମରେ ପାଳନ କରାଯାଉଛି। ତେବେ କୋଲକାତା ଦୁର୍ଗାପୂଜା କଥା କିଛି ଅଲଗା । ଏ ବର୍ଷ କୋଲକାତାରେ ମା’ ଦୁର୍ଗାଙ୍କ ଗୋଟିଏ ମଣ୍ଡପ ବାହୁବଳୀ ସେଟ୍‌ ପରି ନିର୍ମିତ ହୋଇଛି। ଏହାର କାରୁକାର୍ଯ୍ୟ ଆପଣଙ୍କୁ ଚକିତ କରିଦେବ। ପଶ୍ଚିମବଙ୍ଗ ରାଜଧାନୀ କୋଲକତାର ଶ୍ରୀଭୂମୀ ସ୍ପୋର୍ଟିଙ୍ଗ କ୍ଲବ ପକ୍ଷରୁ ନିର୍ମାଣ କରାଯାଇଛି ‘ମହିଷ୍ପତୀ ନଗର’ର ତୋରଣ।

b3ଏହି ପୂଜା ମଣ୍ଡପକୁ ଗଲେ ଆପଣଙ୍କୁ ଲାଗିବ ସତେ କି ଆପଣ ବାହୁବଲୀଙ୍କ ରାଜ୍ୟରେ ପ୍ରବେଶ କରିଯାଇଛନ୍ତି। ଏହାକୁ ନିର୍ମାଣ କରିବାକୁ ପ୍ରାୟ ୧୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏଥିପାଇଁ ୧୫୦ କାରିଗରଙ୍କୁ ଦିନରାତି କଠିନ ପରିଶ୍ରମ କରିବାକୁ ପଡିଛି।

b4ମଣ୍ଡପରେ ମା’ଦୁର୍ଗାଙ୍କ ମୂର୍ତ୍ତି ମଧ୍ୟ ଦେଖିବା ଭଳି ହୋଇଛି। ବିଶାଳକାୟ ଏହି ମୂର୍ତ୍ତି ମାହିଷ୍ପତୀ ସାମ୍ରାଜ୍ୟ ପରି ସୁନାରେ ଆଚ୍ଛାଦିତ ହୋଇଛି। ପ୍ରାୟ ୧୦ ଲକ୍ଷ ଟଙ୍କାର ସୁନା ଆଭୁଷଣ ମାଆ ପିନ୍ଧିଛନ୍ତି।

b2୧୦୦ ଫୁଟ୍‌ର ଏହି ତୋରଣ ପ୍ଲାଏଉଡ ଓ ଫାଇବରରେ ନିର୍ମାଣ କରାଯାଇଛି। ପେଣ୍ଡାଲ ବାହାରେ ନିର୍ମାଣ ହୋଇଥିବା ଦୁଇଟି ବିଶାଳକାୟ ହାତୀ ଦର୍ଶକଙ୍କୁ ସ୍ୱାଗତ କରୁଛନ୍ତି।

b1କ୍ଳବ ସଦସ୍ୟ ଡିକେ ଗୋସ୍ୱାମୀ କହିଛନ୍ତି, କେବଳ ବାହୁବଲୀର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଏହି ପେଣ୍ଡାଲ ନିର୍ମାଣ କରାଯାଇନାହିଁ। ଏପରି ତୋରଣ ନିର୍ମାଣ କରି ଆମେ ଭିଡ ଜମା କରିବାକୁ ମଧ୍ୟ ଚାହୁଁନୁ। ଭାରତୀୟ ସଂସ୍କୃତିର ବିବିଧତାକୁ ଦେଖାଇବା ପାଇଁ ଆମେ ଏକ ଛୋଟ ପ୍ରୟାସ କରିଛୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story