ସମୁଦ୍ର ଜୀବ ଦ୍ୱାରା ଆକ୍ରାନ୍ତ ହେଲେ ବାଳକ: ସମୁଦ୍ରକୁ ସାବଧାନ!

୧୬ବର୍ଷର ଏକ ବାଳକ ସମୁଦ୍ରରେ ଗାଧୋଇବା ପରେ ଯାହା ହୋଇଥିଲା ତାହା  ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ସମୁଦ୍ରରେ ଗାଧୋଇ ପାଣିରୁ ବାହାରିବା ପରେ ଯେତବେଳେ ସେ ତାର ପାଦକୁ ଚାହିଁଲା ସେ ସମୟରେ ସେ ଚକିତ ହୋଇଯାଇଥିଲେ। କାରଣ ପିଲାର ଦୁଇଟି ଗୋଡ ରକ୍ତରେ ଜୁଡୁବୁଡୁ ହେଉଥିଲା। ଏହାପରେ ସଙ୍ଗେସଙ୍ଗେ ପିଲାଟିକୁ ହସ୍ପିଟାଲ ନିଆଗଲା ଓ ଚିକିତ୍ସା ସମୟରେ ପିଲାର ପାଦରେ ଅନେକ ଛୋଟ ଛୋଟ କ୍ଷତ ଥିବାର ଦେଖାଗଲା। ଡାକ୍ତରଙ୍କ କହିବା ଅନୁଯାୟୀ ସମୁଦ୍ରରେ ରହୁଥିବା […]

sea

sea

Rakesh Mallick
  • Published: Tuesday, 08 August 2017
  • Updated: 08 August 2017, 08:41 PM IST

Sports

Latest News

୧୬ବର୍ଷର ଏକ ବାଳକ ସମୁଦ୍ରରେ ଗାଧୋଇବା ପରେ ଯାହା ହୋଇଥିଲା ତାହା  ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ସମୁଦ୍ରରେ ଗାଧୋଇ ପାଣିରୁ ବାହାରିବା ପରେ ଯେତବେଳେ ସେ ତାର ପାଦକୁ ଚାହିଁଲା ସେ ସମୟରେ ସେ ଚକିତ ହୋଇଯାଇଥିଲେ। କାରଣ ପିଲାର ଦୁଇଟି ଗୋଡ ରକ୍ତରେ ଜୁଡୁବୁଡୁ ହେଉଥିଲା। ଏହାପରେ ସଙ୍ଗେସଙ୍ଗେ ପିଲାଟିକୁ ହସ୍ପିଟାଲ ନିଆଗଲା ଓ ଚିକିତ୍ସା ସମୟରେ ପିଲାର ପାଦରେ ଅନେକ ଛୋଟ ଛୋଟ କ୍ଷତ ଥିବାର ଦେଖାଗଲା। ଡାକ୍ତରଙ୍କ କହିବା ଅନୁଯାୟୀ ସମୁଦ୍ରରେ ରହୁଥିବା ଏକ ଜୀବ କାମୁଡିବା ଦ୍ୱାରା ପିଲାଟି ଗୋଡରେ ଏପରି କ୍ଷତ ହୋଇଛି।

ପିଲାଟିର କହିବା ଅନୁଯାୟୀ ଯେତବେଳେ ସେ ପାଣି ଭିତରକୁ ପସିଲା ସେ ସମୟରେ ପିଲାଟିର ଗୋଡରେ କିଛି ଯନ୍ତ୍ରଣା ଅନୁଭବ ହେଲା କିନ୍ତୁ ସେ ଥକ୍କା ଥିବାରୁ ଏହି ଯନ୍ତ୍ରଣା ଅନୁଭବ ହେଉଛି ଭାବି ସେ ବିଶେଷ କିଛି ପ୍ରତିକ୍ରିୟା କରିନଥିଲା। ଏହା ପରଦିନ ପୁଅର ବାପା ଘଟଣାର ସତ୍ୟତା ଜାଣିବା ପାଇଁ  ସେହି ସମୁଦ୍ର କୂଳରେ ଯାଇ ପହଞ୍ଚିଥିଲେ। ଯେଉଁଠି ତାଙ୍କ ପୁଅକୁ ସାମୁଦ୍ରିକ ଜୀବ କ୍ଷତ କରିଥିଲେ ସେଠାରେ ପହଁଞ୍ଚି ସେ ମାଛ ଧରାଯାଉଥିବା ଜାଲରେ କିଛି ମାସଂ ରଖି ପାଣି ଭିତରେ ପକାଇ ଦେଲେ। ଏବଂ କିଛି ସମୟ ପରେ ସେହି ଜାଲରେ ଶତାଧିକ ସମୁଦ୍ର ଜୀବ ମାସଂକୁ ଖାଉଥିବାର ନଜର ଆସିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story