ଘରେ ଅବା ଦୋକାନରେ ଗଣେଶଙ୍କ ମୂର୍ତ୍ତି ରଖୁଥିଲେ କେଉଁ ଜିନିଷ ପ୍ରତି ଦେବେ ଧ୍ୟାନ?

ଆସନ୍ତାକାଲି ଗଣେଶ ପୂଜା। ଏଥିପାଇଁ ସାରାଦେଶ ଉତ୍ସବମୁଖର। ଭଗବାନ ଶ୍ରୀଗଣେଶ ହେଉଛନ୍ତି ଅଗ୍ରପୂଜ୍ୟ। ଆମମାନଙ୍କ ମଧ୍ୟରୁ ଅନେକଙ୍କ ଘରେ ଗଣେଶଙ୍କ ମୂର୍ତ୍ତି ଅବା ଫଟୋ ଅଛି। ତେବେ ଘରେ ଅବା ଦୋକାନରେ ଗଣେଶଙ୍କ ମୂର୍ତ୍ତି ବା ଫଟୋ ରଖିବା ପୂର୍ବରୁ କିଛି କଥା ଉପରେ ଅବଶ୍ୟ ଧ୍ୟାନ ଦିଅନ୍ତୁ। ଏହା ଆପଣଙ୍କୁ ଶୁଭ ଫଳ ପ୍ରଦାନ କରିବ। ୧- ଶ୍ରୀଗଣେଶଙ୍କ ମୂର୍ତ୍ତି କିମ୍ବା ଫଟୋ ଆଣିବା ପୂର୍ବରୁ ଧ୍ୟାନ ରଖନ୍ତୁ ଯେ ତାଙ୍କ ଶୁଣ୍ଢ ଯେମିତି ବାମ […]

ganesh

ganesh

Rakesh Mallick
  • Published: Thursday, 24 August 2017
  • Updated: 24 August 2017, 12:54 PM IST

Sports

Latest News

ଆସନ୍ତାକାଲି ଗଣେଶ ପୂଜା। ଏଥିପାଇଁ ସାରାଦେଶ ଉତ୍ସବମୁଖର। ଭଗବାନ ଶ୍ରୀଗଣେଶ ହେଉଛନ୍ତି ଅଗ୍ରପୂଜ୍ୟ। ଆମମାନଙ୍କ ମଧ୍ୟରୁ ଅନେକଙ୍କ ଘରେ ଗଣେଶଙ୍କ ମୂର୍ତ୍ତି ଅବା ଫଟୋ ଅଛି। ତେବେ ଘରେ ଅବା ଦୋକାନରେ ଗଣେଶଙ୍କ ମୂର୍ତ୍ତି ବା ଫଟୋ ରଖିବା ପୂର୍ବରୁ କିଛି କଥା ଉପରେ ଅବଶ୍ୟ ଧ୍ୟାନ ଦିଅନ୍ତୁ। ଏହା ଆପଣଙ୍କୁ ଶୁଭ ଫଳ ପ୍ରଦାନ କରିବ।

୧- ଶ୍ରୀଗଣେଶଙ୍କ ମୂର୍ତ୍ତି କିମ୍ବା ଫଟୋ ଆଣିବା ପୂର୍ବରୁ ଧ୍ୟାନ ରଖନ୍ତୁ ଯେ ତାଙ୍କ ଶୁଣ୍ଢ ଯେମିତି ବାମ ହାତ ପଟକୁ ରହିଥିବ। ଡାହାଣ ହାତ ପଟକୁ ଶୁଣ୍ଢ ରହିଥିଲେ ଗଣେଷ ଜିଦଖୋର ହୋଇଥାନ୍ତି ବୋଲି କୁହାଯାଏ।

୨- ଘରେ ଭଗବାନ ଗଣେଶଙ୍କ ବସିଥିବା ମୂର୍ତ୍ତି ବା ଫଟୋ ରଖିଲେ ଭଲ। ଅଫିସରେ ଗଣେଶଙ୍କ ଛିଡ଼ା ହୋଇଥିବା ମୂର୍ତ୍ତି ବା ଫଟୋ ରଖିଲେ ଶୁଭ ଫଳ ପ୍ରାପ୍ତି ହୁଏ ବୋଲି କୁହାଯାଏ।

୩- ଘର ଓ ଦୋକାନରେ ଗଣେଶଙ୍କ ମୂର୍ତ୍ତି ରଖିବା ସମୟରେ ଧ୍ୟାନ ଦିଅନ୍ତୁ ଯେ ତାଙ୍କର ଦୁଇ ପାଦ ଯେପରି ଚଟାଣକୁ ସ୍ପର୍ଶ କରୁଥିବ। ଏଥିଯୋଗୁଁ କାମରେ ସ୍ଥିରତା ରହେ ଓ ସଫଳତା ମିଳେ।

୪- ସମସ୍ତଙ୍କ ମଙ୍ଗଳ କାମନା କରୁଥିବା ଲୋକେ ସିନ୍ଦୁର ରଙ୍ଗର ଗଣପତିଙ୍କୁ ଆରାଧନା କରିବା  ଉଚିତ। ଏପରି କଲେ ସମସ୍ତ ମନୋବାଞ୍ଛା ପୂରଣ ହୁଏ ବୋଲି ବିଶ୍ୱାସ ରହିଛି।

୫- ଶ୍ରୀଗଣେଶଙ୍କ ମୂର୍ତ୍ତି ସ୍ଥାପନ କରିବା ସମୟରେ ଧ୍ୟାନ ରଖନ୍ତୁ ଯେମିତି ଭଗବାନଙ୍କ ମୁହଁ ଦକ୍ଷିଣ ଦିଗ ଆଡ଼କୁ ନରୁହେ। ଏମିତି ହେଲେ ଘର ଓ ଦୋକାନ ଉପରେ ବିପରୀତ ପ୍ରଭାବ ପଡ଼େ।

୬- ଘରେ ଶ୍ରୀଗଣେଶଙ୍କ ଫଟୋ ଲଗାଇବା ସମୟରେ ଧ୍ୟାନ ରଖନ୍ତୁ ଯେମିତି ସେଥିରେ ମୂଷା ରହିଥିବ।

ganesh2

୭- ଘରର ମୁଖ୍ୟ ଦ୍ୱାରରେ ଗଣପତିଙ୍କର ଦୁଇଟି ମୂର୍ତ୍ତି କିମ୍ବା ଫଟୋ ଲଗାଇବା ଉଚିତ। ସେଗୁଡ଼ିକୁ ଏମିତି ସ୍ଥାପନ କରନ୍ତୁ ଅବା ଲଗାନ୍ତୁ ଯେମିତି ଗଣେଶଙ୍କ ପିଠି ସମାନ ଭାବେ ରହୁଥିବ। ଏମିତି କରିବା ଦ୍ୱାରା ଘରର ସବୁ ବାସ୍ତୁଦୋଷ ଦୂର ହୋଇଯାଏ।

୮- ଘରର ଯେଉଁ ଅଂଶ ବାସ୍ତୁ ଅନୁସାରେ ଠିକ୍ ନଥିବ ସେଠାରେ ଘିଅ ମିଶ୍ରିତ ସିନ୍ଦୁରରେ ଶ୍ରୀଗଣେଶଙ୍କ ସ୍ୱରୂପ ବନାଇ ଲଗାଇ ଦିଅନ୍ତୁ। ବାସ୍ତୁଦୋଷର ପ୍ରଭାବ କମିଯିବ।

୯- ଘର କିମ୍ବା ଦୋକାନରେ ସୁଖ, ଶାନ୍ତି, ସମୃଦ୍ଧି ଚାହୁଁଥିଲେ ଭଗବାନ ଗଣେଶଙ୍କର ଧଳା ରଙ୍ଗର ମୂର୍ତ୍ତି କିମ୍ବା ଫଟୋ ଲଗାଇବା ଉଚିତ।

୧୦- ଘରର ବ୍ରହ୍ମ ସ୍ଥାନ ଅର୍ଥାତ କେନ୍ଦ୍ରରେ ପୂର୍ବ ଦିଗରେ ମଙ୍ଗଳକାରୀ ଶ୍ରୀଗଣେଶଙ୍କ ମୂର୍ତ୍ତି କିମ୍ବା ଫଟୋ ଲଗାନ୍ତୁ। ଶୁଭ ଫଳ ପାଇବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story