ବର ୧୫କୁ କନିଆ ୭୩: ପ୍ରେମ ପାଖରେ ପୁଣି ହାର ମାନିଲା ବୟସ

ଜାକାର୍ତ୍ତା: ପ୍ରେମ ଅନ୍ଧ ହୋଇଥାଏ। ପ୍ରେମ ପାଖରେ ହାର ମାନିଥାଏ ବୟସ। ଜଣେ ୧୫ ବୟସର ନାବାଳକ ୭୩ ବୟସର ମହିଳାଙ୍କୁ କରିଛନ୍ତି ପ୍ରେମ ବିବାହ । ବାଳକଟି ନାବାଳକ ଥିବାରୁ ଏହି ବିବାହ ପ୍ରସ୍ତାବକୁ ଅଗ୍ରାହ୍ୟ କରାଯାଇଥିଲା। ହେଲେ ବିବାହ ବନ୍ଦ ହେବାରୁ ଉଭୟ ପ୍ରେମୀ ଯୁଗଳ ଆତ୍ମହତ୍ୟା କରିବାକୁ ଧମକ ଦେଇଥିଲେ। ଏହି ଘଟଣା ଘଟିଛି ଇଣ୍ଡୋନେସିଆରେ। କିଛି ଦିନ ତଳେ ୧୫ ବର୍ଷୀୟ  ସେଲାମତ ରିଆଦି ମ୍ୟାଲେରିଆ ଜ୍ୱରରେ ପୀଡ଼ିତ ଥିଲେ। ଏହି […]

child marriage

child marriage

Rakesh Mallick
  • Published: Friday, 07 July 2017
  • Updated: 07 July 2017, 12:24 PM IST

Sports

Latest News

ଜାକାର୍ତ୍ତା: ପ୍ରେମ ଅନ୍ଧ ହୋଇଥାଏ। ପ୍ରେମ ପାଖରେ ହାର ମାନିଥାଏ ବୟସ। ଜଣେ ୧୫ ବୟସର ନାବାଳକ ୭୩ ବୟସର ମହିଳାଙ୍କୁ କରିଛନ୍ତି ପ୍ରେମ ବିବାହ । ବାଳକଟି ନାବାଳକ ଥିବାରୁ ଏହି ବିବାହ ପ୍ରସ୍ତାବକୁ ଅଗ୍ରାହ୍ୟ କରାଯାଇଥିଲା। ହେଲେ ବିବାହ ବନ୍ଦ ହେବାରୁ ଉଭୟ ପ୍ରେମୀ ଯୁଗଳ ଆତ୍ମହତ୍ୟା କରିବାକୁ ଧମକ ଦେଇଥିଲେ। ଏହି ଘଟଣା ଘଟିଛି ଇଣ୍ଡୋନେସିଆରେ।

କିଛି ଦିନ ତଳେ ୧୫ ବର୍ଷୀୟ  ସେଲାମତ ରିଆଦି ମ୍ୟାଲେରିଆ ଜ୍ୱରରେ ପୀଡ଼ିତ ଥିଲେ। ଏହି ସମୟରେ ତାଙ୍କ ପଡ଼ୋଶୀ ମହିଳା ରୋହାୟା ବିନତି ମହମ୍ମଦ ଜକଫର ସେଲାମତଙ୍କ ତାଙ୍କର ଯତ୍ନ ନେବା ସହ ଦେଖାଶୁଣା କରୁଥିଲେ। ଏହି ସମୟ ମଧ୍ୟରେ ସେମାନେ ପରସ୍ପରକୁ ଭଲ ପାଇ ବସିଥିଲେ। ଇଣ୍ଡୋନେସିଆରେ ଜଣେ ପୁରୁଷ ୧୯ ବର୍ଷ ହେଲେ ଆଇନତଃ ସେ ବିବାହ ପାଇଁ ଯୋଗ୍ୟ ହୋଇଥାଏ। ହେଲେ ଏହି ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଧମକରେ ମୁଣ୍ଡ ନୁଆଇଁ ସୁମାତ୍ରା ସହର ପ୍ରଶାସନ ବିବାହ ପାଇଁ  ଅନୁମତି ଦେଇଥିଲେ।

ଗାଁର ମୁଖିଆ କହିଛନ୍ତି,“ସେଲାମତଙ୍କ ବିବାହ କରିବାର ବୟସ ହୋଇ ନାହିଁ। ଏହା ସତ୍ତ୍ୱେ ଆମେ ଉଭୟଙ୍କ ବିବାହ କରିବାକୁ ଅନୁମତି ଦେଇଥିଲୁ। କାରଣ ଉଭୟ ଆତ୍ମହତ୍ୟା କରିବାକୁ ଧମକ ଦେଇଥିଲେ। ସେଲାମତ ଏବେ ନାବାଳକ ଥିବାରୁ  ତାର ବିବାହ ଧୁମ୍ ଧାମ୍‌ରେ କରାଯାଇ ନ ଥିଲା।”

ସୂଚନାଯୋଗ୍ୟ, କିଛି ଦିନ ତଳେ ସେଲାମତଙ୍କ ବାପାଙ୍କ ମୃତ୍ୟୁ ଘଟିଛି। ଆଉ ତାଙ୍କ ମା’ ପୁଣି ଥରେ ବିବାହ କରିଛନ୍ତି। ତେଣୁ ସେଲାମତଙ୍କ ଦେଖାଶୁଣା ପାଇଁ ଘରେ କେହି ନ ଥିଲେ। ସେହିପରି ସେଲାମତଙ୍କ ପତ୍ନୀ ସାଜିଥିବା ୭୩ ବର୍ଷୀୟ ମହିଳା ପୂର୍ବରୁ ଦୁଇ ଥର ବିବାହ କରି ସାରିଛନ୍ତି। ତାଙ୍କର ଗୋଟିଏ ସନ୍ତାନ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story