ଆୟ କରୁଛନ୍ତି ଅପରାଧୀ, ବ୍ୟୟ କରୁଛନ୍ତି କଏଦୀଙ୍କ ପାଇଁ: ପଢନ୍ତୁ ସଜା ପରେ ବଦଳି ଯାଇଥିବା ଦାଗୀଙ୍କ କାହାଣୀ

ହାଇଦ୍ରାବାଦ: କୁହାଯାଏ ଅପରାଧ ଜଗତରେ ଥରେ ପାଦ ଖସିଗଲେ ଆଉ ଫେରିବା ମୁସକିଲ। କିଏ ପରିସ୍ଥିତିରେ ପଡ଼ି ଅପରାଧ ଘଟାଏତ’ ଆଉ କେହି କେହି ଜାଣିଶୁଣି ମନ୍ଦ ପଥରେ ପଥିକ ପାଲଟିଯାଆନ୍ତି। ପୋଲିସ ଧରେ।  ଜେଲ ଯାଆନ୍ତି। ଦୋଷୀ ସାବ୍ୟବସ୍ଥ ହୋଇ ସଜା କାଟନ୍ତି। ସମାଜ ସେମାନଙ୍କୁ ନିଚ୍ଚ ଆଖିରେ ଦେଖେ। ମୁଖ୍ୟ ସ୍ରୋତକୁ ଫେରିବା ସେମାନଙ୍କ ପାଇଁ କାଠକର ପାଠ ହୋଇପଡ଼େ। ହେଲେ ତେଲେଙ୍ଗାନାର  ଏମିତି କିଛି  ଦୋଶୀ ସାବ୍ୟସ୍ଥ ହୋଇଥିବା ଅପରାଧୀ ଅଛନ୍ତି ଯିଏ […]

Untitled-2

Untitled-2

Rakesh Mallick
  • Published: Tuesday, 06 June 2017
  • Updated: 06 June 2017, 04:49 PM IST

ହାଇଦ୍ରାବାଦ: କୁହାଯାଏ ଅପରାଧ ଜଗତରେ ଥରେ ପାଦ ଖସିଗଲେ ଆଉ ଫେରିବା ମୁସକିଲ। କିଏ ପରିସ୍ଥିତିରେ ପଡ଼ି ଅପରାଧ ଘଟାଏତ’ ଆଉ କେହି କେହି ଜାଣିଶୁଣି ମନ୍ଦ ପଥରେ ପଥିକ ପାଲଟିଯାଆନ୍ତି। ପୋଲିସ ଧରେ।  ଜେଲ ଯାଆନ୍ତି। ଦୋଷୀ ସାବ୍ୟବସ୍ଥ ହୋଇ ସଜା କାଟନ୍ତି। ସମାଜ ସେମାନଙ୍କୁ ନିଚ୍ଚ ଆଖିରେ ଦେଖେ। ମୁଖ୍ୟ ସ୍ରୋତକୁ ଫେରିବା ସେମାନଙ୍କ ପାଇଁ କାଠକର ପାଠ ହୋଇପଡ଼େ। ହେଲେ ତେଲେଙ୍ଗାନାର  ଏମିତି କିଛି  ଦୋଶୀ ସାବ୍ୟସ୍ଥ ହୋଇଥିବା ଅପରାଧୀ ଅଛନ୍ତି ଯିଏ ନିଜର କଳଙ୍କିତ ଦାଗକୁ ପୋଛିବାକୁ ଉଦ୍ୟମ କରିଛନ୍ତି।

ଜେଲରେ ରହିବା ପରେ ଏମାନଙ୍କ ମାନସିକତା ବଦଳିଯାଇଛି।  ଆଉ ଭଲ ମଣିଷ ହୋଇଯାଇଛନ୍ତି।  କଥା ବାର୍ତ୍ତା, ଚାଲିଚଳନ, ଆଚାର ବ୍ୟବହାରରେ ପରିବର୍ତ୍ତନ ଆସିବା ପରେ ଏମାନଙ୍କୁ  ଜେଲ ପକ୍ଷରୁ ନିଯୁକ୍ତି ମିଳୁଛି। ଆଉ ଯାହା ରୋଜଗାର ହେଉଛି ସେଇ ଅର୍ଥ ଜେଲରେ ରହୁଥିବା କଏଦୀଙ୍କ ଉନ୍ନତି ପାଇଁ ବିନିଯୋଗ ହେଉଛି।  ହାଇଦ୍ରାବାଦର ଚଞ୍ଚଳାଗୁଡ଼ାରେ ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପରେ ଏହି କଏଦୀଙ୍କୁ ନିଯୁକ୍ତି ମିଳିଛି। ଏଥିପାଇଁ ଚଞ୍ଚଳାଗୁଡ଼ା ଜେଲର ସୁପରିଟେଣ୍ଡେଣ୍ଟ ଏବଂ ଇଣ୍ଡିଆନ ଅଏଏ କର୍ତ୍ତୃପକ୍ଷଙ୍କ ସହ ବୁଝାମଣା ହୋଇଛି।

ଚଞ୍ଚଳାଗୁଡ଼ା ଜେଲର ସଜାଭୋଗୁ ଥିବା କଏଦୀଙ୍କୁ ଏଠାରେ ନିଯୁକ୍ତି ମିଳିଛି। ଆଜୀବନ କାରାଦଣ୍ଡ ଭୋଗୁଥିବା ୪୫ ଜଣ କଏଦୀଙ୍କୁ ଏଠି ପେଟ୍ରୋଲ ପମ୍ପରେ ନିଯୁକ୍ତି  ମିଳିଛି। ଚଞ୍ଚଳାଗୁଡ଼ା ଜେଲ ଅଧ୍ୟକ୍ଷକଙ୍କ କହିବା ଅନୁଯାୟୀ  ଦୋଷୀ ସାବ୍ୟସ୍ଥ ହେଉଥିବା କଏଦୀମାନେ ପାରୋଲରେ ଘରକୁ ଆସିଥାଆନ୍ତି। ସେମାନଙ୍କ ମଧ୍ୟରୁ ଯେଉଁମାନଙ୍କ ମାନସିକ ଏବଂ ଆଚାର ବ୍ୟବହାରରେ  ପରିବର୍ତ୍ତନ ଆସେ ସେମାନଙ୍କୁ  ପେଟ୍ରୋଲ ପମ୍ପରେ ନିଯୁକ୍ତି ଦିଆଯାଉଛି। ଏମାନଙ୍କୁ ୩ ସିଫ୍ଟ କରି ଦାୟିତ୍ୱ ଦିଆଯାଇଛି।  ତେବେ କାମ କରିବା ସୟମରେ କୌଣସି କଏଦୀ ଖସିଯିବା ପାଇଁ ଉଦ୍ୟମ କରିନାହାନ୍ତି। ଖାଲି ସେତିକି ନୁହଁ  କୋର୍ଟ  ନିର୍ଦ୍ଦେଶ ଅନୁଯାୟୀ ଧାର୍ଯ୍ୟ ତାରିଖରେ ଏହି କଏଦୀମାନେ କୋର୍ଟରେ ହାଜର ହେଉଛି। ମାସିକ ଦରମା ୧୨ ହଜାର ଟଙ୍କା ମିଳୁଛି।

ଏହାବାଦେ ପେଟ୍ରୋଲ ପମ୍ପରେ ଯାହା ଲାଭ ହେଉଛି ସେହି ଅର୍ଥ ଜେଲର କଏଦୀଙ୍କ ହିତରେ ଲାଗୁଛି।  ଏ ବର୍ଷ ଲାଭ ହୋଇଥିବା  ୪ କୋଟି ଟଙ୍କା କଏଦୀଙ୍କ ଉଦ୍ଦେଶ୍ୟରେ ବିନିଯୋଗ କରାଯିବ ବୋଲି କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story