ମାଟି ତଳେ ରହିଛି ଏହି ହ୍ରଦ: ଥରେ ଦେଖିଲେ ପୁଣି ଯିବାକୁ ମନ ବଳେଇବେ

ଦୁନିଆରେ ଏମିତି ବହୁତ ସ୍ଥାନ ଅଛି ଯେଉଁଠିକୁ ବୁଲିବାକୁ ଯିବା ପାଇଁ ସମସ୍ତଙ୍କର ଇଚ୍ଛା ଥାଏ। ଏପରି ଦର୍ଶନୀୟ ସ୍ଥାନକୁ ଯାଇ ସମୟ ବିତାବାକୁ କାହାକୁ ବା ଭଲ ନ ଲାଗିବ। ତେବେ ପ୍ରାୟତଃ ସବୁ ଦର୍ଶନୀୟ ସ୍ଥାନ ମାଟି ଉପରେ ରହିଛି। ତେବେ ମାଟି ତଳେ ମଧ୍ୟ ଦେଖିବା ଭଳି କୌଣସି ପ୍ରାକୃତିକ ସ୍ଥାନ ଥିବ କେବେ ଭାବିଛନ୍ତି। ମାଟି ତଳେ ଏମିତି ବହୁତ ସ୍ଥାନ ଅଛି, ଯାହାକୁ ଥରେ ନିହାତି ଦେଖିବା ଉଚିତ। ଆମେ […]

Rakesh Mallick
  • Published: Wednesday, 27 September 2017
  • Updated: 27 September 2017, 06:00 AM IST

Sports

Latest News

ଦୁନିଆରେ ଏମିତି ବହୁତ ସ୍ଥାନ ଅଛି ଯେଉଁଠିକୁ ବୁଲିବାକୁ ଯିବା ପାଇଁ ସମସ୍ତଙ୍କର ଇଚ୍ଛା ଥାଏ। ଏପରି ଦର୍ଶନୀୟ ସ୍ଥାନକୁ ଯାଇ ସମୟ ବିତାବାକୁ କାହାକୁ ବା ଭଲ ନ ଲାଗିବ। ତେବେ ପ୍ରାୟତଃ ସବୁ ଦର୍ଶନୀୟ ସ୍ଥାନ ମାଟି ଉପରେ ରହିଛି। ତେବେ ମାଟି ତଳେ ମଧ୍ୟ ଦେଖିବା ଭଳି କୌଣସି ପ୍ରାକୃତିକ ସ୍ଥାନ ଥିବ କେବେ ଭାବିଛନ୍ତି। ମାଟି ତଳେ ଏମିତି ବହୁତ ସ୍ଥାନ ଅଛି, ଯାହାକୁ ଥରେ ନିହାତି ଦେଖିବା ଉଚିତ। ଆମେ ଆଜି ଏଠାରେ ମାଟି ତଳେ ଥିବା ଏପରି କିଛି ସୌନ୍ଦର୍ଯ୍ୟଭରା ହ୍ରଦ ସମ୍ପର୍କରେ।

[caption id="attachment_167784" align="aligncenter" width="840"]1 ରିଡ ଫ୍ଲୁଟ  ଲେକ[/caption]

ରିଡ ଫ୍ଲୁଟ  ଲେକ: ଚୀନ୍‌ରେ ରହିଛି ଏହି ହ୍ରଦ। ପର୍ଯ୍ୟଟନ ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ ଏହି ହ୍ରଦ। ଏହା ଗୁଇଲିନ ପ୍ରାନ୍ତରରେ ରହିଛି। ୧୩୦୦ ବର୍ଷ ପୂର୍ବେ ତଙ୍ଗ ରାଜବଂଶର ଶାସନ ସମୟରେ ଏହାର ଆବିଷ୍କାର ହୋଇଥିଲା। ପ୍ରାକୃତିକ ରଙ୍ଗରେ ସୃଷ୍ଟି ହୋଇଥିବା ଏହି ହ୍ରଦ ଦୀର୍ଘ ୧୨୦୦ ବର୍ଷ ହେଲା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଆସୁଛି। ଏହି ହ୍ରଦଟି ୧୮ କୋଟି ବର୍ଷ ପୁରୁଣା। ହ୍ରଦ ବାହାରେ ବଂଶୀର ଧୂନ ଶୁଣିବାକୁ ମିଳିଥାଏ। ଏହାସହ ଏଠାରେ ୭୦ ପ୍ରକାର ଲିପି ଦେଖିବାକୁ ମିଳେ। ଏଥିରୁ ଅନୁମାନ କରାଯାଉଛି ହ୍ରଦଟି ୭୯୨ ଏଡିରେ ଆବିଷ୍କାର ହୋଇଥିଲା।

[caption id="attachment_167785" align="aligncenter" width="840"]2 ହାମିଲଟନ ପୋଲ୍‌[/caption]

ହାମିଲଟନ ପୋଲ୍‌: ଏହା ହ୍ରଦ ଜଳର ଲକ ସ୍ଥିର ଭାଗ। ଏହାର ଚାରିପାଖରେ ଲାବ୍ରେରୀ ରହିଛି। ଏହାର ଦ୍ୱିତୀୟ ମହତ୍ୱ ହେଉଛି ଏହାର ସ୍ଥାୟିତ୍ୱ। ଏହି ହ୍ରଦଟି ମାଟି ତଳକୁ ଲମ୍ବିଛି। ଲୁଣାପାଣି ସହ ମିଠା ପାଣି ଏହାର ଅନ୍ୟଏକ ବିଶେଷତ୍ୱ। ଅଷ୍ଟିନ୍‌ ଟେକ୍ସାସ୍‌ରେ ଏହି ହ୍ରଦଟି ରହିଛି।

[caption id="attachment_167786" align="aligncenter" width="840"]3 ଚେଡର ନଦୀ ଘାଟି[/caption]

ଚେଡର ନଦୀ ଘାଟି: ଏହା ବ୍ରିଟେନ୍‌ର ସବୁଠାରୁ ପୁରୁଣା ଘାଟି। ଏଠାରୁ ବ୍ରିଟେନ୍‌ର ପୂର୍ଣ୍ଣ ମାନବ କଙ୍କାଳ ୧୯୦୩ ମସିହାରେ ମିଳିଥିଲା। ଏହା ଚେଡର ମେନ୍‌ ନାମରେ ମଧ୍ୟ ପରିଚିତ। ଏହା ପ୍ରାୟ ୯୦୦୦ ବର୍ଷ ପୁରୁଣା। ଲାମ୍‌ଷ୍ଟୋନରେ ଏହି ଘାଟି ହୋଇଛି। ଘାଟି ତଳେ ଏକ ନଦୀ ପ୍ରବାହିତ ହେଉଛି।

[caption id="attachment_167787" align="aligncenter" width="840"]4 ମେଲ୍ଲିଅସନି ହ୍ରଦ[/caption]

ମେଲ୍ଲିଅସନି ହ୍ରଦ:  ଏହି ମାଟିତଳ ହ୍ରଦଟି କେଫ୍‌ଲୋନିଆ ନିକଟ ମେଲ୍ଲିଅସନି ଗୁମ୍ଫାରେ ରହିଛି। ୧୯୫୩ରେ ଏହା ଆବିଷ୍କାର ହୋଇଥିଲା। ଏକ ଭୂକମ୍ପ ଯୋଗୁଁ ଗୁମ୍ଫାର ଛାତ ଭାଙ୍ଗିଯିବା ପରେ ଏହି ହ୍ରଦ ସମ୍ପର୍କରେ ଜଣାପଡିଥିଲା। ହ୍ରଦ ଚାରିପାଖରେ ବଡ଼ ବଡ଼ ପଥର ଖଣ୍ଡ ରହିଛି। ୧୯୬୩ରେ ହୋଇଥିବା ଖନନରେ ବୈଜ୍ଞାନିକମାନେ ଏଠାରୁ ମିନୋଆନ ସାଂସ୍କୃତିର ବହୁତ ଗୁରୁତ୍ୱପୂର୍ଣ୍ଣ ଜିନିଷ ମିଳିଥିଲା। ଏହି ହ୍ରଦର ପାଣି ଉଭୟ ମିଠା ଓ ଲୁଣି ଓ ଗାଢ଼ ନୀଳ ରଙ୍ଗର। ପ୍ରତିବର୍ଷ ଲକ୍ଷାଧିକ ପର୍ଯ୍ୟଟକ ଏହି ହ୍ରଦକୁ ଦେଖିବାକୁ ଆସିଥାନ୍ତି।

[caption id="attachment_167788" align="aligncenter" width="840"]5 ଲେଚୁ ଗୁଇଲା ହ୍ରଦ[/caption]

ଲେଚୁ ଗୁଇଲା ହ୍ରଦ: ଏହି ମାଟିତଳ ହ୍ରଦ ନ୍ୟୁ ମେସ୍କିକୋର ଏହା ଲେଚୁଗୁଇଲ୍ଲା ଗୁମ୍ଫାରେ ରହିଛି। ଏହା ମେସ୍କିକୋର ୫ମ ବଡ଼ ଗୁମ୍ଫା ଓ ହ୍ରଦ। ଏହାର ଚାରିପାର୍ଶ୍ୱ ବଡ଼ ବଡ଼ ପଥର ଖଣ୍ଡରେ ଘେରି ରହିଛି।

[caption id="attachment_167789" align="aligncenter" width="840"]6 ୟୁକାଟନ ହ୍ରଦ[/caption]

ୟୁକାଟନ ହ୍ରଦ: ଏହି ମାଟିତଳ ହ୍ରଦଟି ମେସ୍କିକୋର ମାକନ ଛେ ନିକଟ ୟୁକାଟନ୍‌ର ଗୁମ୍ଫା ମଧ୍ୟରେ ରହିଛି। ଏହାକୁ ଦୁନିଆର ସବୁଠାରୁ ସୁନ୍ଦର ହ୍ରଦ ବୋଲି କୁହାଯାଇଥାଏ। ଭୂବିଜ୍ଞାନୀଙ୍କ ଅନୁସାରେ ଏହି ହ୍ରଦ ୨୦ ଲକ୍ଷ ବର୍ଷ ପୁରୁଣା। କିଛିବର୍ଷ ପୂର୍ବରୁ ଏଠାକୁ ପର୍ଯ୍ୟଟକଙ୍କ ଠାରୁ ଦୂରରେ ରହିଥିଲା। ମେସ୍କିକୋବାସୀଙ୍କ ବିଶ୍ୱାସ ରହିଛି ଯେ, ଏହା ‘ମାୟାର ଦେବତା’ଙ୍କ ବରଦାନ।

[caption id="attachment_167790" align="aligncenter" width="840"]7 କେଭର୍ଣ୍ଣ ହ୍ରଦ[/caption]

କେଭର୍ଣ୍ଣ ହ୍ରଦ: ଏହି ମାଟିତଳ ହ୍ରଦଟି ମଧ୍ୟ ମେସ୍କିକୋରେ ରହିଛି। ଏହି ହ୍ରଦ ଚାରିପାଖରେ ଚୂନ ପଥରର ବଡ଼ ବଡ଼ ଘଣ୍ଡ ଘେରି ରହିଛି। ପଥର ଫାଙ୍କରୁ ଏହା ଝରଣା ପରି ଦେଖାଯାଇଥାଏ।

[caption id="attachment_167791" align="aligncenter" width="840"]8 ବମ୍ଫ ହ୍ରଦ[/caption]

ବମ୍ଫ ହ୍ରଦ: କାନାଡାର ବମ୍ଫ ନ୍ୟାସନାଲ ପାର୍କରେ ଏହି ମାଟିତଳ ହ୍ରଦଟି ରହିଛି।

[caption id="attachment_167792" align="aligncenter" width="840"]9 ଲୁରୟ କାୱୋର୍ନ୍ସ[/caption]

ଲୁରୟ କାୱୋର୍ନ୍ସ: ଆମେରିକାର ଭର୍ଜିନିଆରେ ରହିଛି ଏହି ମାଟିତଳ ହ୍ରଦଟି। ଏହା ଦେଖିବାକୁ ବହୁତ ସୁନ୍ଦର।

[caption id="attachment_167793" align="aligncenter" width="840"]10 ୱଉକେୟ ହ୍ରଦ[/caption]

ୱଉକେୟ ହ୍ରଦ: ବୁକି ହୋଲ୍‌ ଗୁମ୍ଫାରେ ରହିଛି ଏହି ହ୍ରଦଟି। ଇଂଲଣ୍ଡର ସବୁଠାରୁ ସୁନ୍ଦର ହ୍ରଦର ମାନ୍ୟତା ପାଇଛି ଏହା। ଲୌହଯୁଗ ସମୟରୁ ଏହି ହ୍ରଦଟି ଥିବା ଅନୁମାନ କରାଯାଉଛି। ଏହା ସୋମରସେଟ୍‌ରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story