ଝାଳୁଆ ଦେହରୁ କେମିତି ହଟାଇବା ଦୁଗର୍ନ୍ଧ, ଥରେ ପଢ଼ନ୍ତୁ, ଘରେ କରନ୍ତୁ

ଭୁବନେଶ୍ୱର: ଖରା ଦିନ ସହିତ ଅନ୍ୟ ଋତୁରେ ବି ଅନେକ ଲୋକଙ୍କ ଦେହରୁ ଝାଳ ବାହାରି ଦୁର୍ଗଦ୍ଧ ହୋଇଥାଏ। ଏହା ବଡ଼ ବିରକ୍ତ କରେ। ଏହା ଅନେକ ସମୟରେ ଲଜ୍ଜାକର ପରିସ୍ଥିତିରେ ପକାଇଥାଏ। ଆସନ୍ତୁ ଜାଣିବା ଝାଳର ଦୁଗର୍ନ୍ଧକୁ ଦୂରେଇବାର କିଛି ଉପାୟ। ୧-ଝାଳର ଦୁଗର୍ନ୍ଧରୁ ଦୂରେଇବା ପାଇଁ ଆମେ ମୁଖ୍ୟତଃ ଖାଇବା ପିଇବା ଉପରେ  ଅଧିକ ଦୃଷ୍ଟି ଦେବା ଦରକାର। ଆମେ ଏମିତି ଖାଦ୍ୟ ଖାଇବା ଦରକାର ଯାହା ଦ୍ୱାରା ବଦହଜମୀ ବା ଏସଡି ହେବନି। […]

sweating

sweating

Rakesh Mallick
  • Published: Friday, 03 March 2017
  • Updated: 03 March 2017, 02:12 PM IST

Sports

Latest News

ଭୁବନେଶ୍ୱର: ଖରା ଦିନ ସହିତ ଅନ୍ୟ ଋତୁରେ ବି ଅନେକ ଲୋକଙ୍କ ଦେହରୁ ଝାଳ ବାହାରି ଦୁର୍ଗଦ୍ଧ ହୋଇଥାଏ। ଏହା ବଡ଼ ବିରକ୍ତ କରେ। ଏହା ଅନେକ ସମୟରେ ଲଜ୍ଜାକର ପରିସ୍ଥିତିରେ ପକାଇଥାଏ। ଆସନ୍ତୁ ଜାଣିବା ଝାଳର ଦୁଗର୍ନ୍ଧକୁ ଦୂରେଇବାର କିଛି ଉପାୟ।

୧-ଝାଳର ଦୁଗର୍ନ୍ଧରୁ ଦୂରେଇବା ପାଇଁ ଆମେ ମୁଖ୍ୟତଃ ଖାଇବା ପିଇବା ଉପରେ  ଅଧିକ ଦୃଷ୍ଟି ଦେବା ଦରକାର। ଆମେ ଏମିତି ଖାଦ୍ୟ ଖାଇବା ଦରକାର ଯାହା ଦ୍ୱାରା ବଦହଜମୀ ବା ଏସଡି ହେବନି। ସୁଷମ ଖାଦ୍ୟ ଖାଇବା ଦ୍ୱାରା ଝାଳ ଦୁଗର୍ନ୍ଧ ମଧ୍ୟ  କମିଥାଏ।

୨- ବଟା ହୋଇଥିବା ଲେମ୍ବୁ ଚୋପାକୁ ଦୁଇ କପ୍‌ ପାଣିରେ ୧୦ ମିନିଟ୍‌ ପାଇଁ ଫୁଟାଇବା ପରେ ଏହାକୁ ଛାଣି ଫ୍ରିଜ୍‌ରେ ରଖି ଦିଅନ୍ତୁ। ଗାଧୋଇବାର ଅଧା ଘଣ୍ଟା ପୂର୍ବରୁ ଗୋଟେ ସ୍ପ୍ରେ ବୋତଲରେ ଏହାକୁ ଭର୍ତ୍ତି କରି ଦେହରେ ସ୍ପ୍ରେ କରନ୍ତୁ। ପରେ ଗାଧୋଇ ପଡ଼ନ୍ତୁ। ଆପଣ ଝାଳ ଦୁଗର୍ନ୍ଧରୁ ମୁକ୍ତି ପାଇବେ।

୩-ମୁଥା ମୂଳକୁ ବାଟି ଗୋଲାପ ଜଳରେ ମିଶାଇ ଆପଣ ଗାଧୋଇ ପାରନ୍ତି। ଏହା ବି ଝାଳ ଦୁଗର୍ନ୍ଧ କମାଇ ଦେବ।

୪- କର୍ପୂରକୁ ଗୁଣ୍ଡ କରି ପାଣିରେ ଗୋଳାଇ ଦେହରେ ଲଗାନ୍ତୁ। ଅଧଘଣ୍ଟା ପରେ ଗାଧୋଇ ପଡନ୍ତୁ।

୫- ବାଥ୍ ଟବରେ ଅଳ୍ପ ଗରମ ପାଣି ପକାଇ ସେଥିରେ ଗୋଲାପର ପାଖୁଡ଼ା ପକାନ୍ତୁ। ଅଧ୍ୟଘଣ୍ଟା ଅପେକ୍ଷା କରନ୍ତୁ। ଏହା ଦ୍ୱାରା ଗୋଲାପ ସୁଗନ୍ଧ ପାଣିରେ ମିଶିଯାଏ। ପରେ ଆପଣ  ତାହାସହିତ ଆଉ କିଛି ଥଣ୍ଡା ପାଣି ମିଶାଇ ଗାଧାନ୍ତୁ। ଫଳରେ ଝାଳର ଦୁଗର୍ନ୍ଧ କମିବା ସହିତ ଦିନସାରା ଆପଣ ସତେଜ ଅନୁଭବ କରିବେ।  ବାଥଟବ୍‌ ନ ଥିଲେ ବାଲଟିରେ ପାଣି ରଖି ମଧ୍ୟ ଏହି ଉପାୟରେ ଗାଧୋଇ ପାରିବେ।

୬- ଖରାଦିନ ପାଇଁ ସୂତା ପୋଷାକ ଅଧିକ ସ୍ୱାସ୍ଥ୍ୟକର ଏବଂ ଆରାମ ଦାୟକ ବୋଲି ଆମେ ଜାଣିଛୁ। କାରଣ ଏହି  ପୋଷାକ ତନ୍ତୁରେ ଅସଂଖ୍ୟ କ୍ଷୁଦ୍ର ଛିତ୍ର ଥିବାରୁ ବାୟୁ ଚଳାଚଳ ସହଜରେ ହୋଇପାରେ। ଫଳରେ ଦେହରୁ ଝାଳ ବାହାରିଲେ ବି ଦୁଗର୍ନ୍ଧ ହୋଇ ନ ଥାଏ। ସିନ୍ଥେଟିକ୍‌ ପୋଷାକରେ କିନ୍ତୁ ଏହା ସମ୍ଭବ ନୁହେଁ।

୭- ଝାଳ ଦୁଗର୍ନ୍ଧକୁ ଦୂର କରିବା ପାଇଁ ବାହ୍ୟ ପୋଷାକ ସହ ଅନ୍ତଃବସ୍ତ୍ର ସମ୍ପର୍କରେ ସଚେତନ ରହିବା ଦରକାର। ଆମେ ସବୁବେଳେ ସମ୍ପୂର୍ଣ୍ଣ ସୂତାରେ ତିଆରି ଅନ୍ତଃବସ୍ତ୍ର ପିନ୍ଧିବା ଉଚିତ୍‌। କାରଣ  ସୂତା ବ୍ୟତୀତ ଅନ୍ୟ କେଉଁଥିରେ ତିଆରି ଅନ୍ତଃବସ୍ତ୍ର ପିନ୍ଧିଲେ ଆମ ଦେହରୁ ଝାଳ ବାହାରି ଦୁଗର୍ନ୍ଧ ହୋଇଥାଏ।

 ଉପସ୍ଥାପନା –ତପସ୍ୱନୀ ନାୟକ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story