ଜନ୍ମ ମୃତ୍ୟୁକୁ ନେଇ କିଛି କଥା

ମୃତ୍ୟୁ କ’ଣ? କେଉଁ ସମୟରେ ମୃତ୍ୟୁ ଆସେ?  ମୃତ୍ୟୁ ପରେ କଣ ହୁଏ? ମୃତ୍ୟୁର ଅନୁଭବ କିପରି ? ପୂର୍ବ ଜନ୍ମ ର ସତ୍ୟତା ଅଛି କି ନାହିଁ ଏହି ସବୁ ପ୍ରଶ୍ନ ଅନେକ ସମୟରେ ମନରେ ଉଙ୍କି ମାରେ। ନିଜ ଜ୍ଞାନ ବଳରେ ମୃତ୍ୟୁର ରହସ୍ୟ ବିଷୟରେ ପରମ ପୁଜ୍ୟ ଦାଦାଶ୍ରୀ ଅନାବୃତ କରିଛନ୍ତି। ମଣିଷର କ’ଣ ପୁନର୍ଜନ୍ମ ନିଏ? ଏହାକୁ ନେଇ କେତେ ସତ୍ୟତା ରହିଛି? ଡାରୱିନଙ୍କ ଉତ୍ପତିର ନିୟମ ଅନୁସାରେ ଜୀବନ ଏକ […]

dn23694-1_800 copy

dn23694-1_800 copy

Rakesh Mallick
  • Published: Thursday, 15 March 2018
  • Updated: 15 March 2018, 11:15 AM IST

Sports

Latest News

ମୃତ୍ୟୁ କ'ଣ? କେଉଁ ସମୟରେ ମୃତ୍ୟୁ ଆସେ?  ମୃତ୍ୟୁ ପରେ କଣ ହୁଏ? ମୃତ୍ୟୁର ଅନୁଭବ କିପରି ? ପୂର୍ବ ଜନ୍ମ ର ସତ୍ୟତା ଅଛି କି ନାହିଁ ଏହି ସବୁ ପ୍ରଶ୍ନ ଅନେକ ସମୟରେ ମନରେ ଉଙ୍କି ମାରେ। ନିଜ ଜ୍ଞାନ ବଳରେ ମୃତ୍ୟୁର ରହସ୍ୟ ବିଷୟରେ ପରମ ପୁଜ୍ୟ ଦାଦାଶ୍ରୀ ଅନାବୃତ କରିଛନ୍ତି।

ମଣିଷର କ'ଣ ପୁନର୍ଜନ୍ମ ନିଏ? ଏହାକୁ ନେଇ କେତେ ସତ୍ୟତା ରହିଛି? ଡାରୱିନଙ୍କ ଉତ୍ପତିର ନିୟମ ଅନୁସାରେ ଜୀବନ ଏକ କୋଷିୟ ଜୀବରୁ ଆରମ୍ଭ ହୋଇ ମନୁଷ୍ୟ ହେବା ପର୍ଯ୍ୟନ୍ତ  ବିକସିତ ହୋଇଥାଏ। ଏହି ବିଷୟରେ କୌଣସି ସୂଚନା ମିଳିପାରିନାହିଁ ଯେ ମୃତ୍ୟୁପରେ କଣ ହୋଇଥାଏ। ଦାଦାଶ୍ରୀଙ୍କ ମତ ଅନୁସାରେ ଆତ୍ମାର ଅସ୍ତିତ୍ୱ ଅଛି ଏହାର ବିଶ୍ୱାସ କରିବାକୁ ହେବ। ଆତ୍ମାର ସ୍ୱରୂପ ବୁଝିଗଲେ ଏହାର ରହସ୍ୟ ବଝିବାକୁ ସହଜ ହେବ। ଆତ୍ମା ମରେନାହିଁ । ଯେଉଁ ପର୍ଯ୍ୟନ୍ତ ଆତ୍ମାଭାବ କୁ ବୁଝି ପାରିବେ ନାହିଁ ସେ ଯାଏଁ ମୃତ୍ୟୁର ଭୟ  ଲାଗି ରହିବ। ମୃତ୍ୟୁର ସମସ୍ତ ତଥ୍ୟ ମନକୁ ମିଳିଗଲେ ମନରେ ଥିବା ସମସ୍ତ ଡର ଦୂରେଇଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story