କାହିଁକି ପ୍ରଭୁ ଗଣେଶଙ୍କ ନିକଟରେ ପୂଜା ପାଏନି ତୁଳସୀ?

ପୌରାଣିକ ତଥ୍ୟ ଅନୁଯାୟୀ ଦିନେ ପ୍ରଭୁ ଗଣେଶ ଗଙ୍ଗା ନଦୀ କୂଳରେ ତପସ୍ୟା କରୁଥିଲେ। ଏହି ସମୟରେ ସେଠାରେ ତୁଳସୀ ପହଞ୍ଚି ଗଣେଶଙ୍କୁ ବିବାହ ପାଇଁ ଇଚ୍ଛାପ୍ରକାଶ କରିଥିଲେ।  ଧ୍ୟାନବେଳେ ଗଣେଶ ତାଙ୍କ ସର୍ବାଙ୍ଗରେ ଚନ୍ଦନ ମାଖି ହୋଇଥିଲେ। ଗଳାରେ ପାରିଜାତ ଫୁଲ ସହିତ ସୁନାର ମଣି ପିନ୍ଧି ରତ୍ନସିଂହାସରେ ବସି ଧ୍ୟାନ ମଗ୍ନ ଥିଲେ। ଗଣେଶଙ୍କ ଏହି ରୂପ ଦେଖି ତୁଳସୀ ମୋହିତ ହୋଇଯାଥିଲେ। ଗଣେଶଙ୍କ ପ୍ରେମରେ ପଡ଼ି ତାଙ୍କୁ ସ୍ୱାମୀ ରୂପରେ ପାଇବା ପାଇଁ […]

Untitled-4

Untitled-4

Rakesh Mallick
  • Published: Wednesday, 04 October 2017
  • Updated: 04 October 2017, 12:09 PM IST

Sports

Latest News

ପୌରାଣିକ ତଥ୍ୟ ଅନୁଯାୟୀ ଦିନେ ପ୍ରଭୁ ଗଣେଶ ଗଙ୍ଗା ନଦୀ କୂଳରେ ତପସ୍ୟା କରୁଥିଲେ। ଏହି ସମୟରେ ସେଠାରେ ତୁଳସୀ ପହଞ୍ଚି ଗଣେଶଙ୍କୁ ବିବାହ ପାଇଁ ଇଚ୍ଛାପ୍ରକାଶ କରିଥିଲେ।  ଧ୍ୟାନବେଳେ ଗଣେଶ ତାଙ୍କ ସର୍ବାଙ୍ଗରେ ଚନ୍ଦନ ମାଖି ହୋଇଥିଲେ। ଗଳାରେ ପାରିଜାତ ଫୁଲ ସହିତ ସୁନାର ମଣି ପିନ୍ଧି ରତ୍ନସିଂହାସରେ ବସି ଧ୍ୟାନ ମଗ୍ନ ଥିଲେ। ଗଣେଶଙ୍କ ଏହି ରୂପ ଦେଖି ତୁଳସୀ ମୋହିତ ହୋଇଯାଥିଲେ। ଗଣେଶଙ୍କ ପ୍ରେମରେ ପଡ଼ି ତାଙ୍କୁ ସ୍ୱାମୀ ରୂପରେ ପାଇବା ପାଇଁ ନିଷ୍ପତି ନେଇଥିଲେ।  ଏହି ସମୟରେ ତୁଳସୀ ଗଣେଶଙ୍କୁ ବିବାହ ପ୍ରସ୍ତାବ ଦେବାରୁ ତାଙ୍କ ଧ୍ୟାନ ଭଙ୍ଗ ହୋଇଥିଲା। ତପସ୍ୟା ଭାଙ୍ଗି ଯିବାରୁ ଗଣେଶ କ୍ରୋଧିତି ହୋଇପଡ଼ିଲେ। କାରଣ କାହା ତସସ୍ୟାରେ ବାଧା ଉପୁଜାଇବା ଅଶୁଭ ବୋଲି ବିବେଚନା କରାଯାଏ। ରାଗିଯାଇ ଗଣେଶ ତୁଳସୀଙ୍କ ବିବାହ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ। ସେହିପରି ଆଉ ଏକ ଲୋକକଥା ଅନୁଯାୟୀ, ଗଣେଶ ତୁଳସୀଙ୍କୁ ବିବାହ ପାଇଁ ମନା କରିବା ସହ ଯେଉଁ ମହିଳାଙ୍କ ଗୁଣ ତାଙ୍କ ମା’ ପାର୍ବତୀ ଭଳି ହୋଇଥିବ ତାଙ୍କୁ ହିଁ ବିବାହ କରିବେ ବୋଲି ଗଣେଶ କହିଥିଲେ। ଗଣେଶଙ୍କ କଥା ଶୁଣି ତୁଳସୀ ମନ ଉଣା କରି ଦୁଃଖ ବି କଲେ।

ଅପାମାନ ସହି ନ ପାରି ତୁଳସୀ ଗଣେଶଙ୍କୁ ଅଭିସାପ ଦେଇଥିଲେ। କହିଥିଲେ ତୁମ ଇଚ୍ଛା କେବେ ବି ପୂରଣ ହେବ ନାହିଁ।  ଆହୁରି ରାଗିଯାଇ କହିଥିଲେ ଗଣେଶ ନିଜକୁ ବ୍ରହ୍ମଚାରୀ ବୋଲି ବୁଲାଉଛନ୍ତି। ହେଲେ ସେ ଦୁଇ ଜଣଙ୍କୁ ବିବାହ କରିବେ । ଏଥିରେ ଗଣେଶ ବି କ୍ରୋଧାନ୍ନିତ ହୋଇ ତୁଳସୀଙ୍କୁ ପାଲଟା ଅଭିସାପ ଦେଇଥିଲେ। କହିଥିଲେ ତୁମ ବିବାହ କୌଣସି ଦେବତା ନୁହଁ ଦାନବ ସହ ହେବ। ଏଥିରେ ଭୟଭୀତ ହୋଇ ନିଜର ଭୁଲ ବୁଝିପାରି ତୁଳସୀ ଗଣେଶଙ୍କୁ କ୍ଷମା ମାଗିଥିଲେ।

ପରେ ଶାନ୍ତ ହୋଇ ଗଣେଶ କହିଥିଲେ ତୁମ ବିବାହ କୌଣସି ଶଙ୍ଖଚୂର୍ଣ୍ଣ ରାକ୍ଷସ ସହ ହେବ। ଏହି ଅଭିସାପର ସମୟସୀମା ପୂରଣ ହେବା ପରେ ତୁମେ ଭଗବାନ ବିଷ୍ଣୁ  ଏବଂ ଭଗବାନ କୃଷ୍ଣଙ୍କ ନିକଟତର ହୋଇପାରିବ। ଆଉ କଳିଯୁଗରେ ଏହି ପ୍ରଭୁଙ୍କ ନିକଟରେ ତୁମେ ପୂଜା ପାଇବ ବୋଲି ଗଣେଶ କହିଥିଲେ। ଏହାବାଦେ ଗଣେଷ ପୂଜାରେ ତୁଳସୀ ଚଢାଇବା ନେଇ ସେ ନିଷିଦ୍ଧାଦେଶ ଲଗାଇଥିଲେ।  ଗଣେଷଙ୍କ ପୂଜାରେ ତୁଳସୀ ଅଶୁଭ ବିବେଚନା କରାଯିବ ବୋଲି ଗଣେଷ ଆଦେଶ ଦେଇଥିବା ପୌରାଣିକ କାହାଣୀ ରହିଛି। ସେହି କାରଣ ପାଇଁ ଗଣେଷଙ୍କ ନିକଟରେ ତୁଳସୀ ଲାଗୁ ନଥିବା କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story