ଏମିତି ଜାଗା, ଯେଉଁଠି ଦୈନିକ ମଜୁରି ୧୭ ହଜାର ଟଙ୍କ।

ପୂରା ବିଶ୍ୱରେ ଏମିତି ବି କିଛି ଦେଶ ଅଛି, ଯେଉଁଠି ଓଳିଏ ଖାଇବା ମଧ୍ୟ ସାତ ସପନ। କିନ୍ତୁ ଆଫ୍ରିକାର ଭିକ୍ଟୋରିଆ ହ୍ରଦରେ ଥିବା ମିଜିଗୋ ମହାଦ୍ୱୀପ କଥା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ଏହି ମହାଦ୍ୱୀପର ଜନସଂଖ୍ୟା ମାତ୍ର ୧୫୦୦। ଜନବସତି ଠାରୁ ଦୂରରେ ଥିବା ଏହି ମହାଦ୍ୱୀପରେ ଲୋକଙ୍କ ଦୈନିକ ମଜୁରି ଶୁଣିଲେ ଆପଣ ମୁଣ୍ଡରେ ହାତ ଦେଇ ବସିବେ। ଏଠିକାର ଲୋକମାନେ ମୁଖ୍ୟତଃ ମାଛ ବ୍ୟବସାୟ ଉପରେ ନିର୍ଭର କରିଥାନ୍ତି। କିନ୍ତୁ ପ୍ରତି […]

dipa-1

dipa-1

Rakesh Mallick
  • Published: Thursday, 29 June 2017
  • Updated: 29 June 2017, 06:41 PM IST

ପୂରା ବିଶ୍ୱରେ ଏମିତି ବି କିଛି ଦେଶ ଅଛି, ଯେଉଁଠି ଓଳିଏ ଖାଇବା ମଧ୍ୟ ସାତ ସପନ। କିନ୍ତୁ ଆଫ୍ରିକାର ଭିକ୍ଟୋରିଆ ହ୍ରଦରେ ଥିବା ମିଜିଗୋ ମହାଦ୍ୱୀପ କଥା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ଏହି ମହାଦ୍ୱୀପର ଜନସଂଖ୍ୟା ମାତ୍ର ୧୫୦୦। ଜନବସତି ଠାରୁ ଦୂରରେ ଥିବା ଏହି ମହାଦ୍ୱୀପରେ ଲୋକଙ୍କ ଦୈନିକ ମଜୁରି ଶୁଣିଲେ ଆପଣ ମୁଣ୍ଡରେ ହାତ ଦେଇ ବସିବେ। ଏଠିକାର ଲୋକମାନେ ମୁଖ୍ୟତଃ ମାଛ ବ୍ୟବସାୟ ଉପରେ ନିର୍ଭର କରିଥାନ୍ତି। କିନ୍ତୁ ପ୍ରତି ଲୋକର ଦୈନିକ ମଜୁରିକୁ ହିସାବକୁ ନେଲେ ବଡବଡ ବିକାଶଶୀଳ ରାଷ୍ଟ୍ର ମଧ୍ୟ ପଛରେ ପଡିଯିବ। ଏଠିକାର ଲୋକ ଦୈନିକ ୧୬ରୁ ୧୭ ହଜାର ଟଙ୍କ। ରୋଜଗାର କରିଥାନ୍ତି।

ତେବେ ଏହି ମହାଦ୍ୱୀପ ପାଇଁ ଦୁଇ ଆଫ୍ରିକୀୟ ଦେଶ କେନିଆ ଓ ଉଗାଣ୍ଡା ମଧ୍ୟରେ ଅନେକ ସମୟରେ ଯୁଦ୍ଧ ପରିସ୍ଥିତି ମଧ୍ୟ ଉପୁଜିଛି। କାରଣ ଏହି ମହାଦ୍ୱୀପକୁ ଯେଉଁ ଦେଶ ଅକ୍ତିଆର କରିବ ବେଶ୍ ଲାଭବାନ ହେବା ସହ ଦେଶର ଅର୍ଥବ୍ୟବସ୍ଥା ମଧ୍ୟ ସୁଦୃଢ ହୋଇପାରିବ। ଏହିଠାରେ ମାଛ ବ୍ୟବସାୟ ମାଧ୍ୟମରେ ଅନ୍ୟ ଦେଶ ସହ ସର୍ମ୍ପକ ମଧ୍ୟ ଦୃଢ ହୋଇପାରିବ ବୋଲି ଦୁଇ ଦେଶର ଧାରଣା।

ଏହି ମହାଦ୍ୱୀପକୁ ଛାଡିବା ପାଇଁ ଦୁଇ ଦେଶ ଅମଙ୍ଗ। ଉଗାଣ୍ଡା ସରକାରଙ୍କ ଅନୁଯାୟୀ ଏହି ମହାଦ୍ୱୀପ ଭୂଖଣ୍ଡଙ୍କୁ ଯେଉଁ ହ୍ରଦର ଜଳରାଶି ଘେରି ରହିଛି ତାହା ଉଗାଣ୍ଡାର। ସେହିପରି କେନିଆ ମଧ୍ୟ ମିଜିଗୋ ମହାଦ୍ୱୀପକୁ ନେଇ ନଛୋଡ଼ବନ୍ଧା। କେନିଆ ସରକାର ଅନୁଯାୟୀ ଭୂଖଣ୍ଡ ଉପରେ ଯେଉଁ ସବୁ ଘର ତିଆରି ହୋଇଛି ତାହା କେନିଆର, ତେଣୁ ଏହି ମହାଦ୍ୱୀପ ଉପରେ ସମ୍ପୂର୍ଣ୍ଣ ଭାବେ କେନିଆ ଅଧିକାର ରହିଛି। ତେବେ ଏଠାରେ ବାସ କରୁଥିବା ଲୋକଙ୍କ କହିବା ଅନୁଯାୟୀ, ଦୁଇ ଦେଶର ଝଗଡ଼ା ତାଙ୍କ ବ୍ୟବସାୟରେ ପ୍ରଭାବ ପକାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story