ଭାରତରେ ତିଆରି ନୁହେଁ କିନ୍ତୁ ଭାରତୀୟଙ୍କ ଭାରି ପସନ୍ଦ, ଜାଣନ୍ତୁ କ’ଣ ସେଗୁଡିକ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ନିତିଦିନିଆ ଜୀବନରେ ଆମେ ଏଭଳି ଅନେକ ଜିନିଷ ବ୍ୟବହାର କରିଛୁ ଯାହା ଆଜିବି ଆମ ସ୍ମୁତୀରେ ରହି ଯାଇଛି। ଯେପରି ବାପାଙ୍କ ପୁରୁଣା ସ୍କୁଟର, ଦାନ୍ତ ଘସା ପେଷ୍ଟ ଆଉ ଏମିତି ବହୁତ କିଛି। ଏସବୁ ସାମଗ୍ରୀ ଆମ ଦେଶରେ ତିଆରି ହୋଇଛି ବୋଲି ଭାବି ଆମେ ଗର୍ବ କରୁ। କିନ୍ତୁ ବାସ୍ତବରେ ତାହା ଭାରତରେ ତିଆରି କି ? ଆସନ୍ତୁ ଜାଣିବା ଏମିତି କିଛି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ସମ୍ପର୍କରେ ଯାହା ଭାରତରେ […]

not idian product

not idian product

Rakesh Mallick
  • Published: Saturday, 02 December 2017
  • Updated: 03 December 2017, 01:13 PM IST

Sports

Latest News

ଭୁବନେଶ୍ୱର(ଓଡିଶା ରିପୋର୍ଟର): ନିତିଦିନିଆ ଜୀବନରେ ଆମେ ଏଭଳି ଅନେକ ଜିନିଷ ବ୍ୟବହାର କରିଛୁ ଯାହା ଆଜିବି ଆମ ସ୍ମୁତୀରେ ରହି ଯାଇଛି। ଯେପରି ବାପାଙ୍କ ପୁରୁଣା ସ୍କୁଟର, ଦାନ୍ତ ଘସା ପେଷ୍ଟ ଆଉ ଏମିତି ବହୁତ କିଛି। ଏସବୁ ସାମଗ୍ରୀ ଆମ ଦେଶରେ ତିଆରି ହୋଇଛି ବୋଲି ଭାବି ଆମେ ଗର୍ବ କରୁ। କିନ୍ତୁ ବାସ୍ତବରେ ତାହା ଭାରତରେ ତିଆରି କି ? ଆସନ୍ତୁ ଜାଣିବା ଏମିତି କିଛି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ସମ୍ପର୍କରେ ଯାହା ଭାରତରେ ତିଆରି ନୁହେଁ କିନ୍ତୁ ଭାରତରେ ଏହାର ଆଦୃତି ଖୁବ୍‌ ଅଧିକ।

ଭେସ୍ପା ସ୍କୁଟର୍: ଭେସ୍ପା ସ୍କୁଟରକୁ ଭାରତରେ ତିଆରି ବୋଲି ଭାବିଥାଉ। ପ୍ରକୃତରେ ଏହା ହେଉଛି ଇଟାଲିର Piaggio କମ୍ପାନୀର ବ୍ରାଣ୍ଡ। ୧୯୬୦ ମସିହାରେ ଏହି କମ୍ପାନୀ ଭାରତର ବାଜାଜ୍ କମ୍ପାନୀକୁ ସ୍କୁଟର ତିଆରି କରିବାକୁ ଲାଇସେନ୍ସ ଦେଇଥିଲା। ୧୯୭୧ ରେ Piaggioର ଲାଇସେନ୍ସ ରି ନ୍ୟୁ ନ ହେବାରୁ ଦୁଇ କମ୍ପାନୀ ମଧ୍ୟରେ ଚୁକ୍ତି ଭାଙ୍ଗି ଯାଇଥିଲା। ପରେ ବାଜାଜ୍ ଭେସ୍ପା ଡିଜାଇନ୍‌ର 'ଚେତକ୍‌' ନାମରେ ସ୍କୁଟର ତିଆରି କରି ବଜାରକୁ ଛାଡ଼ିଲା।ବିଏସ୍‌ଏ ସାଇକେଲ୍‌: ଏହାର ପୁରମା ନାମ ହେଉଛି ବାର୍‌ମିଙ୍ଘମ୍ ସ୍ମଲ୍‌ ଆର୍ମସ୍ କମ୍ପାନୀ ଲିମିଟେଡ୍‌। ଏଥିରୁ ଜଣା ପଡ଼େ ଯେ ସାଇକେଲ୍‌ର ମୂଳ ପ୍ରସ୍ତୁତି ଇଂଲଣ୍ଡର ବ୍ରାର୍‌ମିଙ୍ଘମ୍‌ଠାରେ ହିଁ ହୋଇଥିଲା।

ବୁଷ୍ଟ:ବୁଷ୍ଟ ଇଜ୍‌ ଦ ସିକ୍ରେଟ୍ ଅଫ୍ ମାଇଁ ଏନର୍ଜି’ । କ୍ରିକେଟର୍ ସଚିନ ତେନ୍ଦୁଲକରଙ୍କ ଏହି ବିଜ୍ଞାପନ ଆମେ ଅନେକ ଥର ଦେଖିଛେ। ଏହି ବୁଷ୍ଟ କିନ୍ତୁ ଭାରତର ସାମଗ୍ରୀ ନୁହଁ। ଏହା ୟୁକେ ବେସ୍‌ କମ୍ପାନୀର ଉତ୍ପାଦ।

ଲାଇଫ୍‌ ବଏ: ହାନିକାରକ ଜୀବଣୁଠାରୁ ଶରୀରକୁ ରକ୍ଷା କରିବା ପାଇଁ ଆମେ ଲାଇଫ୍ ବଏ ସାବୁନୁ ବ୍ୟବହାର କରିଥାଉ। ୧୮୯୫ରେ ଏହାକୁ ପ୍ରଥମ ଥର ଲାଗି ଇଂଲଣ୍ଡର ଲିଭର ଭ୍ରାତା ଲୋକଙ୍କୁ ସାମ୍ନାକୁ ଆଣିଥିଲେ।

ନେସ୍ଲେ: ମ୍ୟାଗୀ, କିଟ୍‌କାଟ୍, ଚୋକୋଲେଟ୍ ଭଳି ସାମଗ୍ରୀ ଏହି କମ୍ପାନୀର। ଏହାର ସାମଗ୍ରୀ ଭାରତରେ ବହୁଳ ଭାବେ ବିକ୍ରି ହେଉଥିଲେ ହେଁ ଏହା ସୁଇଜରଲାଣ୍ଡର କମ୍ପାନୀ।

ଅନ୍ନପୂର୍ଣ୍ଣା: ଏହି କମ୍ପାନୀର ଚାଉଳ, ଲୁଣି ଭଳି ସାମଗ୍ରୀ ବଜାରରେ ଉପଲବ୍ଧ ହୋଇଥାଏ। ଭାରତୀୟ ଦେବୀଙ୍କ ନାଁରେ ଏହାର ନାମ ହୋଇଥିଲେ ହେଁ ଏହା ଡଚ୍- ବ୍ରିଟିସ କମ୍ପାନୀ ଲେଭର ଇଣ୍ଡଷ୍ଟ୍ରୀର ଏକ ଅଂଶ।

ମାଲ୍‌ଟୋଭା ଚୋକୋ କାରାମେଲ୍ ଡ୍ରିଙ୍କ୍: ଏହା ଆମେରିକାର ଗ୍ଲାସୋ ସ୍ମିଥ୍ କ୍ଲିନ୍(ଜିଏସ୍‌କେ) କମ୍ପାନୀର ସାମଗ୍ରୀ।

ପେପ୍‌ସୋଡେଣ୍ଟ: ଏହି ଟୁଥ୍ ପେଷ୍ଟଟି ଭାରତରେ ପ୍ରାୟ ସମସ୍ତେ ବ୍ୟବହାର କରିଥିବେ। କିନ୍ତୁ ଜାଣି ନ ଥିବେ ଏହା ଏକ ଆମେରିକୀୟ କମ୍ପାନୀ।

ଟାଇଡ୍ ସର୍ପ: ଭାରତୀୟ ବଜାରରେ ଏହି ଡିଟରେଜେଣ୍ଟର ଚାହିଦା ଅନେକ। ଏକା ଆମେରିକାରେ ତିଆରି ହୋଇଥାଏ।

ଅଲିବାବା: ଫ୍ଲିପ୍‌ କାର୍ଟ, ଆମାଜୋନ ଭଳି ଏହା ଏକ ଅନ୍‌ଲାଇନ୍‌ ସପିଂ ୱେବ୍‌ସାଇଟ୍। ଏହା ଏକ ଚାଇନା ସପିଂ ୱେବ୍‌ ସାଇଟ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story