କମ୍ପ୍ୟୁଟର ରିଫ୍ରେସ୍‌ କଲେ କ’ଣ ହୁଏ ଜାଣନ୍ତି କି?

ସାଧାରଣତଃ ଆମେ ଡେକ୍ସଟପ୍‌ ଅବା ଲାପ୍‌ଟପ୍ ଖୋଲିବା ମାତ୍ରେ ଆମେ ମାଉସ୍‌ରେ ରାଇଟ୍‌ କ୍ଲିକ୍‌ କରି ରିଫ୍ରେସ୍‌ କରିଥାଉ। ଅନେକ ଲୋକେ ବାରମ୍ବାର ରିଫ୍ରେସ୍ କରନ୍ତି। କେବଳ ସାଧାରଣ କମ୍ପ୍ୟୁଟର ବ୍ୟବହାରକାରୀ ନୁହଁନ୍ତି କମ୍ପ୍ୟୁଟର ଇଞ୍ଜିନିୟରମାନେ ବି ଏପରି କରନ୍ତି। କିନ୍ତୁ ଆପଣ କେବେ ଭାବିଛନ୍ତି ରିଫ୍ରେସ୍‌ କଲେ କ’ଣ ପ୍ରଭାବ ପଡ଼େ? ପ୍ରକୃତରେ କାହିଁକି ରିଫ୍ରେସ କରାଯାଏ? କିଛି ଲୋକ ଡେକ୍ସଟପ୍ ବା ଲାପ୍‌ଟପ୍‌କୁ ଏଥିପାଇଁ ରିଫ୍ରେସ୍ କରନ୍ତି ଯେ ପାଖ ଲୋକ ସେପରି କରନ୍ତି। […]

keyboard

keyboard

Rakesh Mallick
  • Published: Friday, 25 August 2017
  • Updated: 25 August 2017, 03:50 PM IST

Sports

Latest News

ସାଧାରଣତଃ ଆମେ ଡେକ୍ସଟପ୍‌ ଅବା ଲାପ୍‌ଟପ୍ ଖୋଲିବା ମାତ୍ରେ ଆମେ ମାଉସ୍‌ରେ ରାଇଟ୍‌ କ୍ଲିକ୍‌ କରି ରିଫ୍ରେସ୍‌ କରିଥାଉ। ଅନେକ ଲୋକେ ବାରମ୍ବାର ରିଫ୍ରେସ୍ କରନ୍ତି। କେବଳ ସାଧାରଣ କମ୍ପ୍ୟୁଟର ବ୍ୟବହାରକାରୀ ନୁହଁନ୍ତି କମ୍ପ୍ୟୁଟର ଇଞ୍ଜିନିୟରମାନେ ବି ଏପରି କରନ୍ତି। କିନ୍ତୁ ଆପଣ କେବେ ଭାବିଛନ୍ତି ରିଫ୍ରେସ୍‌ କଲେ କ’ଣ ପ୍ରଭାବ ପଡ଼େ? ପ୍ରକୃତରେ କାହିଁକି ରିଫ୍ରେସ କରାଯାଏ?

କିଛି ଲୋକ ଡେକ୍ସଟପ୍ ବା ଲାପ୍‌ଟପ୍‌କୁ ଏଥିପାଇଁ ରିଫ୍ରେସ୍ କରନ୍ତି ଯେ ପାଖ ଲୋକ ସେପରି କରନ୍ତି। ଅନେକ ଲୋକ ୩୦ ସେକେଣ୍ଡ ପର୍ଯ୍ୟନ୍ତ ରିଫ୍ରେସ୍‌ କରନ୍ତି। କିଛି ଲୋକ ରିଫ୍ରେସ୍ କରିବାକୁ F5 ବଟନ୍‌କୁ ପ୍ରେସ୍ କରନ୍ତି। ପୁଣି ବେଶ୍ କିଛି ସମୟ ଧରି ଏହାକୁ ପ୍ରେସ୍ କରନ୍ତି।

ରିଫ୍ରେସ୍‌ର ପ୍ରଭାବ

ରିଫ୍ରେସ କରିବା ଫଳରେ ଡେକ୍ସଟପ୍‌ରେ ଯେଉଁ ଆଇକନ୍‌ଗୁଡ଼ିକ ଥାଏ ସେଗୁଡ଼ିକରେ କିଛି ଗତିବିଧି ପରିଲକ୍ଷିତ ହୁଏ। ଏହା ବାଦ୍ ଆଉ କିଛି ହୁଏ ନାହିଁ। ରିଫ୍ରେସ୍ କଲେ ରାମ୍ ରିଫ୍ରେସ୍ ହୁଏ ନାହିଁ। ପିସି ମଧ୍ୟ ଜୋରରେ ଚାଲେ ନାହିଁ। ଡେକ୍ସଟପ୍‌କୁ ରିଫ୍ରେସ୍ କଲେ ଏହାର ପ୍ରଭାବ କମ୍ପ୍ୟୁଟରର କାର୍ଯ୍ୟଦକ୍ଷତା ଉପରେ କୌଣସି ପ୍ରଭାବ ପକାଏ ନାହିଁ।

ରିଫ୍ରେସ ଟୁଲ୍‌ ଅଛି କାହିଁକି?

ରିଫ୍ରେସ ଟୁଲ୍‌ ଡେକ୍ସଟପର ଆଇକନକୁ ରି-ଡିସପ୍ଲେ କରିବାକୁ ଥାଏ। ଅନେକ ସମୟରେ ଆମେ ଡେସ୍କଟପ୍‌ରେ ଥିବା ଆଇକନ୍‌ ଗୁଡ଼ିକରେ କିଛି ପରିବର୍ତ୍ତନ କରିଥାଉ। ତା’ପରେ ପରେ ସେଗୁଡ଼ିକ ସଙ୍ଗେ ସଙ୍ଗେ ଦେଖାଯାଆନ୍ତି ନାହିଁ। ଏଣୁ ରିଫ୍ରେସ୍‌ କରି ଦେଲେ ସେଗୁଡ଼ିକ ଦେଖାଯାଆନ୍ତି।

ଉଦହାରଣ ସ୍ୱରୂପ- ବେଳେ ବେଳେ ଆମେ ଡେକ୍ସଟପ୍‌ରେ ଥିବା ଆଇକନ୍‌ଗୁଡ଼ିକୁ ଆଲ୍‌ଫାବେଟିକାଲ୍‌ ଅର୍ଡରରେ ସଜାଇ ରଖନ୍ତି। ସଜାଇବା ପରେ କୌଣସି ନୂଆ ଆଇକନ୍‌ ଏଥିରେ ଯୋଡ଼ିଲେ ତାହା ସବୁଠୁ ତଳେ ଦେଖାଯାଏ। ଏପରି ସ୍ଥିତିରେ ଆପଣ ମାଉସ୍‌ରେ ରାଇଟ୍ କ୍ଲିକ୍ କରି ଅବା F5 ବଟନ୍‌କୁ ପ୍ରେସ୍ କରି ରିଫ୍ରେସ୍ କଲେ ଉକ୍ତ ଆଇକନ୍‌ ଉକ୍ତ କ୍ରମରେ ଆସିଥାଏ। ତା’ଛଡ଼ା ରିଫ୍ରେସ୍‌ କଲେ ଆଉ କିଛି ହୁଏ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story