ଜାଣନ୍ତୁ ଶିଶୁଙ୍କ ପାଇଁ ମାଆ କ୍ଷୀରର ଉପକାରିତା

ଅଗଷ୍ଟ ୧ରୁ ଆରମ୍ଭ ହୋଇଛି ବିଶ୍ୱ ସ୍ତନ୍ୟପାନ ସପ୍ତାହ। ଏହି ଅବସରରେ ନବଜାତ ଶିଶୁଙ୍କ ପାଇଁ ମାଆ କ୍ଷୀର କେତେ ଜରୁରୀ ସେ ନେଇ ସଚେତନତା ପାଇଁ ପ୍ରତିବର୍ଷ ଅଗଷ୍ଟ ୧ରୁ ୭ ତାରିଖ ଯାଏଁ  ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ କରାଯାଇଥାଏ। ମାଆ କ୍ଷୀରରେ କଣ ରହିଛି ଉପକାର ସେ ସମ୍ପର୍କରେ ଡାକ୍ତର ବସନ୍ତ ପତିଙ୍କଠାରୁ ଆସନ୍ତୁ ଜାଣିବା…।

Previous ArticleNext Article

Send this to a friend