ଦିଲ୍ଲୀରେ ସଫଳତା ବଖାଣିଲେ ଜୁଏଲ ଓ ଧର୍ମେନ୍ଦ୍ର

February 24, 2017 . by Odisha Reporter Bureau

ନୂଆଦିଲ୍ଲୀ: ୨୦୧୨ ପଞ୍ଚାୟତ ନିର୍ବାଚନରେ ଓଡ଼ିଶାରେ ବିଜେପି ୩୬ଟି ଜିଲ୍ଲା ପରିଷଦ ଆସନ ଜିତିଥିଲା। ଚଳିତ ପଞ୍ଚାୟତ ନିର୍ବାଚନରେ ଦଳ ୩୬୦ଟି ଜିଲ୍ଲା ପରିଷଦ ଆସନ ହାତେଇଛି। ଅର୍ଥାତ ଦଳ ୧୦ ଗୁଣା ଅଧିକ...

READ MORE

ଆସନ୍ତାକାଲି ରାଜ୍ୟରେ ବିଜେପି ପାଳିବ ବିଜୟ ଉତ୍ସବ

February 24, 2017 . by Odisha Reporter Bureau

ଭୁବନେଶ୍ୱର: ଆସନ୍ତାକାଲି ରାଜ୍ୟର ସବୁ ଜିଲ୍ଲା କାର୍ଯ୍ୟାଳୟରେ ବିଜେପି ପଞ୍ଚାୟତ ନିର୍ବାଚନର ବିଜୟ ଉତ୍ସବ ପାଳନ କରିବ। ଏନେଇ ବିଜେପି ମୁଖପାତ୍ର ସଜ୍ଜନ ଶର୍ମା ସୂଚନା ଦେଛନ୍ତି। ସେ କହିଛନ୍ତି,“ କେନ୍ଦ୍ରୀୟ ସଂଗଠନର ପରାମର୍ଶରେ...

READ MORE

ଯାଜପୁର: ବିଜୟୀ ସରପଞ୍ଚ ପ୍ରାର୍ଥୀଙ୍କ ଘର ନିକଟରେ ବୋମାମାଡ଼

February 23, 2017 . by Odisha Reporter Bureau

ଯାଜପୁର: ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍ ବିରିପଟା ପଞ୍ଚାୟତର ବିଜୟୀ ସରପଞ୍ଚ ପ୍ରାର୍ଥୀ ମନୋରଞ୍ଜନ ଦାସଙ୍କ ଘର ନିକଟରେ ଗତକାଲି ରାତିରେ ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି। ମନୋରଞ୍ଜନଙ୍କୁ ଭୟଭୀତ କରିବା ଉଦ୍ଦେଶ୍ୟରେ ଏହି...

READ MORE

ଆଠଗଡ଼: ପୁନଃଗଣତି ବେଳେ ଉତ୍ତେଜନା

February 23, 2017 . by Odisha Reporter Bureau

ଆଠଗଡ଼: କଟକ ଜିଲ୍ଲା ଆଠଗଡ଼ ବ୍ଲକ ଅନନ୍ତପୁର ପଞ୍ଚାୟରେ ଭୋଟ ପୁନଃଗଣତି ବେଳେ ଉତ୍ତେଜନା ଦେଖାଦେଇଛି। ଉତ୍ତ୍ୟକ୍ତ ଲୋକେ ବ୍ଲକ ଅଫିସ ଘେରାଉ କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିବା ଜଣାପଡ଼ିଛି।...

READ MORE

ଦଳର ପରାଜୟରେ କିଛି ନେତା ଆନନ୍ଦିତ ହେଉଛନ୍ତି: ତାରାପ୍ରସାଦ

February 22, 2017 . by Odisha Reporter Bureau

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନରେ ଶୋଚନୀୟ ପ୍ରଦର୍ଶନ ପରେ କଂଗ୍ରେସରେ ଆରୋପ ପ୍ରତ୍ୟାରୋପ ଲାଗି ରହିଛି। ଜଣକ ପରେ ଜଣେ ନେତା ମୁହଁ ଖୋଲିବାରେ ଲାଗିଛନ୍ତି। ଆଜି ବରିଷ୍ଠ କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି ଦେଇଥିବା...

READ MORE

ନିର୍ବାଚନୀ ହିଂସା ପ୍ରତିବାଦରେ ବିଧାନସଭା ସମ୍ମୁଖରେ ବିଜେପିର ବିକ୍ଷୋଭ

February 22, 2017 . by Odisha Reporter Bureau

ଭୁବନେଶ୍ୱର: ନିର୍ବାଚନୀ ହିଂସା ପ୍ରତିବାଦରେ ଆଜି ବିଜେପି ପକ୍ଷରୁ ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ସମୟରେ ପୋଲିସ ସହ ବିଜେପି କର୍ମୀଙ୍କ ଧସ୍ତାଧସ୍ତି ହେବାରୁ କିଛି ସମୟ ପାଇଁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ...

READ MORE

ପଞ୍ଚାୟତ ନିର୍ବାଚନ ଫଳାଫଳ ଦଳ ପାଇଁ ସତର୍କ ଘଣ୍ଟି: ନବୀନ

February 22, 2017 . by Odisha Reporter Bureau

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଫଳାଫଳ କେବଳ ବିଜେଡି ନେତାଙ୍କୁ ନୁହେଁ ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଚିନ୍ତାରେ ପକାଇ ଦେଇଛି। କିଛି ଜିଲ୍ଲାରେ ଦଳର ଖରାପ ପ୍ରଦର୍ଶନକୁ ନେଇ ନବୀନ ଚିନ୍ତାବ୍ୟକ୍ତ...

READ MORE

ଅନ୍ତିମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ: ବିଜେଡି ୬୮ ଓ ବିଜେପି ୫୬ଟିରେ ବିଜୟୀ

February 21, 2017 . by Odisha Reporter Bureau

ଭୁବନେଶ୍ୱର: ଆଜି ପଞ୍ଚମ ବା ଅନ୍ତିମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ୧୫୦ଟି ଜିଲ୍ଲାପରିଷଦ ଆସନ ପାଇଁ ମତଦାନ ହୋଇଥିଲା। ୪ଟି ପର୍ଯ୍ୟାୟ ପରି ଏଥର ମଧ୍ୟ ବିଜେଡିକୁ କଡ଼ା ଟକ୍କର ଦେଇଥିଲା ବିଜେପି। ଅନୌପଚାରିକ...

READ MORE

ପଞ୍ଚମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ୭୭% ମତଦାନ

February 21, 2017 . by Odisha Reporter Bureau

ଭୁବନେଶ୍ୱର: ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଆଜି ଶେଷ ହୋଇଯାଇଛି। ୪୪,୫୦,୮୯୩ ଜଣ ଭୋଟରଙ୍କ ମଧ୍ୟରୁ ୭୭ ପ୍ରତିଶତ ସେମାନଙ୍କ ମତଦାନ ସାବ୍ୟସ୍ତ କରିଛନ୍ତି। ପ୍ରଥମ ୪ଟି ପର୍ଯ୍ୟାୟ ଅପେକ୍ଷା ଏଥର...

READ MORE

ଜନାଦେଶକୁ ଚାପିବା ପାଇଁ ବିଜେପି କର୍ମୀଙ୍କୁ ହତ୍ୟା କରାଯାଉଛି: ସମୀର ମହାନ୍ତି

February 21, 2017 . by Odisha Reporter Bureau

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନରେ ଜନାଦେଶକୁ ଚାପିବା ପାଇଁ ବିଜେଡି ଗୁଣ୍ଡାରାଜ ଚଳାଇଛି। ବିଜେପି ସମର୍ଥକଙ୍କୁ ହତ୍ୟା କରୁଛନ୍ତି। ବିଜେଡିର ଏପରି ଆଭିମୁଖ୍ୟକୁ ଆମେ ନିନ୍ଦା କରୁଛୁ ବୋଲି ବିଜେପି ମୁଖପାତ୍ର ସମୀର ମହାନ୍ତି କହିଛନ୍ତି।...

READ MORE

ନିର୍ବାଚନରେ ହିଂସା ବୃଦ୍ଧି ପ୍ରତିବାଦରେ ବିଜେପର କଟକ ଡିଜିପି ଅଫିସ ଘେରାଉ

February 21, 2017 . by Odisha Reporter Bureau

କଟକ: ରାଜ୍ୟରେ ବୃଦ୍ଧି ପାଇଥିବା ନିର୍ବାଚନୀ ହିଂସା ପ୍ରତିବାଦରେ ଅଜି ବିଜେପି ପକ୍ଷରୁ କଟକ ଡିଜି ଅଫିସ୍‌ ଘେରାଉ କରାଯାଇଛି। ଘେରାଉ ବେଳେ ପୋଲିସ ଓ ବିଜେପି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି...

READ MORE

ଟଙ୍କା ବଣ୍ଟା ଅଭିଯୋଗରେ ଛତିଶଗଡ଼ ବିଜେପି ନେତା ଗିରଫ

February 21, 2017 . by Odisha Reporter Bureau

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଥୁଆମୂଳା ରାମପୁରର ଏକ ଗାଁରୁ ଟଙ୍କା ବାଣ୍ଟିବା ଅଭିଯୋଗରେ ଛତିଶଗଡ଼ର ଜଣେ ବିଜେପି ନେତାଙ୍କୁ ପୋଲିସ ଗିରଫ କରିଛି। ଗିରଫ ନେତା ହେଲେ ଛତିଶଗଡ଼ ବିଜେପି ଏନ୍‌ଜିଓ ସେଲ୍‌ ସମ୍ପାଦକ...

READ MORE