ସାଢ଼େ ୪ କୋଟିରେ ଦାଏ, ନା ୧୦ ଲକ୍ଷରେ ଦାଏ ?

ବାବୁ ନବୀନ ଏ ରାଜ୍ୟର ଟପ୍ ନେତା। କଣ କହିଲେ? କିଏ କହିଲା? ଆରେ ବାବୁ ଏ କଥା ତ କାଗଜ ପତ୍ର କହୁଛି। ଓଡ଼ିଶା ଲୋକ ଭୋଟ ଦେଇ ତାଙ୍କୁ ମୁଖ୍ୟମନ୍ତ୍ରୀ କରିଛନ୍ତି।ଆଉ ସେ ଟପ୍ ନେତା ନୁହେଁ ତ ଆଉ କିଏ? ତା ପରେ ତାଙ୍କୁ ଦେଶବିଦେଶରୁ ପୁରସ୍କାର ମିଳିଛି। କିଏ କହିଛି ବେଷ୍ଟ ମୁଖ୍ୟମନ୍ତ୍ରୀ ତ କିଏ କହିଛି କଡା ପ୍ରଶାସକ। ନବୀନ ହେଉଛନ୍ତି ବିଜେଡି ମଉଡ଼ମଣି। ଶଙ୍ଖ ଛାପ୍ ବ୍ରାଣ୍ଡ। ତେଣୁ […]

KAHU KAHU KAHIDELI-8

KAHU KAHU KAHIDELI-8

Ordigital Desk
  • Published: Wednesday, 11 October 2017
  • Updated: 11 October 2017, 05:47 PM IST

Sports

Latest News

ବାବୁ ନବୀନ ଏ ରାଜ୍ୟର ଟପ୍ ନେତା। କଣ କହିଲେ? କିଏ କହିଲା? ଆରେ ବାବୁ ଏ କଥା ତ କାଗଜ ପତ୍ର କହୁଛି। ଓଡ଼ିଶା ଲୋକ ଭୋଟ ଦେଇ ତାଙ୍କୁ ମୁଖ୍ୟମନ୍ତ୍ରୀ କରିଛନ୍ତି।ଆଉ ସେ ଟପ୍ ନେତା ନୁହେଁ ତ ଆଉ କିଏ? ତା ପରେ ତାଙ୍କୁ ଦେଶବିଦେଶରୁ ପୁରସ୍କାର ମିଳିଛି। କିଏ କହିଛି ବେଷ୍ଟ ମୁଖ୍ୟମନ୍ତ୍ରୀ ତ କିଏ କହିଛି କଡା ପ୍ରଶାସକ। ନବୀନ ହେଉଛନ୍ତି ବିଜେଡି ମଉଡ଼ମଣି। ଶଙ୍ଖ ଛାପ୍ ବ୍ରାଣ୍ଡ। ତେଣୁ ତାଙ୍କର ଦ୍ୱିତୀୟ ନାହିଁ। ସେ ଯେ ଏ ରାଜ୍ୟର ସର୍ବାଧିକ ଜନପ୍ରିୟ ନେତା ଏଥିରେ ଆମର ସିନା ସନ୍ଦେହ ନାହିଁ, କିନ୍ତୁ ବିଜେଡି ନେତାଙ୍କର ଓ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ଚଲୋଉଥିବା ବାବୁ ମାନଙ୍କର ବୋଧେ ସନ୍ଦେହ ଅଛି। ନିକଟରେ ନବୀନ ବାବୁଙ୍କ ଟ୍ବିଟର ଆକାଉଣ୍ଟର ଫଲୋଅର୍ ସଂଖ୍ୟା ୧ ମିଲିଅନ୍ ବା ୧୦ ଲକ୍ଷ ପାର ହୋଇଗଲେ। ଏଥିପାଇଁ ବିଜେଡି ନେତାଏ ଓ ସିଏମ୍ଓର ବାବୁମାନେ ଖୁବ୍ ଖୁସି। କିନ୍ତୁ ଆମର କହିବା କଥା, ନବୀନ ବାବୁ ତ ଏ ରାଜ୍ୟର ମୁଖ୍ୟମନ୍ତ୍ରୀ। ସେ ସାଢ଼େ ୪ କୋଟି ଓଡ଼ିଆଙ୍କ ମଉଡ଼ମଣି। ତମେ ୧୦ ଲକ୍ଷ ଟୁଇଟରେ କଣ ଏତେ ଖୁସି ହେଇ ଯାଉଛ। ଏହାକୁ ନେଇ ଆଜିର କାର୍ଟୁନ ଚିତ୍ର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story