ଆଇପିଏଲରେ ମ୍ୟାଚ ଫିକ୍ସିଂ ମହଙ୍ଗା ପଡିଲା: ଚେନ୍ନାଇ ସୁପରକିଙ୍ଗସ୍ ଓ ରାଜସ୍ଥାନ ରୟାଲ୍ସ ୨ବର୍ଷ ବାସନ୍ଦ

ନୂଆଦିଲ୍ଲୀ: ଆଇପିଏଲ ଫିକ୍ସିଂ ମାମଲାରେ ଲୋଧା କମିଟି ଚେନ୍ନାଇ ସୁପରକିଙ୍ଗସ୍ ପୂର୍ବତନ ସିଇଓ ଗୁରୁନାଥ ମୈୟାପ୍ପନ ଓ ରାଜସ୍ଥାନ ରୟାଲ୍ସର ସହ ମାଲିକ ରାଜ କୁନ୍ଦ୍ରାଙ୍କୁ ଦୋଷି ସାବ୍ୟସ୍ତ କରିବା ସହ ଉଭୟଙ୍କୁ କ୍ରିକେଟ ସମ୍ପର୍କୀତ ସମସ୍ତ କାର୍ଯ୍ୟରୁ ଆଜୀବନ ବାସନ୍ଦ କରିଛନ୍ତି । ଏହାସହ ଚେନ୍ନାଇ ସୁପରକିଙ୍ଗସ୍ ଓ ରାଜସ୍ଥାନ ରାୟାଲ୍ସ ଟିମ ଉପରେ ମଧ୍ୟ ଦୁଇବର୍ଷର ପ୍ରତିବନ୍ଧକ ଲଗାଇଛନ୍ତି । ଏବେ ଧୋନୀଙ୍କ ଚେନ୍ନାଇ ସୁପରକିଙ୍ଗସ୍ ଓ ରାହାଣେଙ୍କ ରାଜସ୍ଥାନ ରୟାଲ୍ସ ଦୁଇବର୍ଷ ଆଇପିଏଲରେ […]

guru_raj

guru_raj

Rakesh Mallick
  • Published: Tuesday, 14 July 2015
  • Updated: 14 July 2015, 09:43 AM IST

Sports

Latest News

ନୂଆଦିଲ୍ଲୀ: ଆଇପିଏଲ ଫିକ୍ସିଂ ମାମଲାରେ ଲୋଧା କମିଟି ଚେନ୍ନାଇ ସୁପରକିଙ୍ଗସ୍ ପୂର୍ବତନ ସିଇଓ ଗୁରୁନାଥ ମୈୟାପ୍ପନ ଓ ରାଜସ୍ଥାନ ରୟାଲ୍ସର ସହ ମାଲିକ ରାଜ କୁନ୍ଦ୍ରାଙ୍କୁ ଦୋଷି ସାବ୍ୟସ୍ତ କରିବା ସହ ଉଭୟଙ୍କୁ କ୍ରିକେଟ ସମ୍ପର୍କୀତ ସମସ୍ତ କାର୍ଯ୍ୟରୁ ଆଜୀବନ ବାସନ୍ଦ କରିଛନ୍ତି । ଏହାସହ ଚେନ୍ନାଇ ସୁପରକିଙ୍ଗସ୍ ଓ ରାଜସ୍ଥାନ ରାୟାଲ୍ସ ଟିମ ଉପରେ ମଧ୍ୟ ଦୁଇବର୍ଷର ପ୍ରତିବନ୍ଧକ ଲଗାଇଛନ୍ତି । ଏବେ ଧୋନୀଙ୍କ ଚେନ୍ନାଇ ସୁପରକିଙ୍ଗସ୍ ଓ ରାହାଣେଙ୍କ ରାଜସ୍ଥାନ ରୟାଲ୍ସ ଦୁଇବର୍ଷ ଆଇପିଏଲରେ ଭାଗ ନେଇପାରିବ ନାହିଁ । କମିଟି କହିଛି ସିଏସକେର ପୂର୍ବତନ ସିଇଓ ମୈୟାପ୍ପନ ଖୋଲାଖୋଲି ଭାବେ ନିୟମକୁ ଉଲ୍ଲଂଘନ କରିଛନ୍ତି । ଦିଲ୍ଲୀରେ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ଜଷ୍ଟିସ ଲୋଧା କମିଟି ପକ୍ଷରୁ କୁହାଯାଇଛି ଯେ, ମୈୟାପ୍ପନ ସ୍ପଟ ଫିକ୍ସିଂରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ତାଙ୍କ କାମ ବିସିସିଆଇ, ଆଇପିଏଲ ଓ ଖଳକୁ କଳଙ୍କିତ କରିଛି ।

ଆଇପିଏଲ ଅଷ୍ଟମ ସଂସ୍କରଣରେ ହୋଇଥିବା ସ୍ପଟ ଫିକ୍ସିଂ ମାମଲାର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ଏହି କମିଟି ଗଠନ କରିଥିଲେ । ସୁପ୍ରିମକୋର୍ଟ ଗତ ଜାନୁୟାରୀ ୨୨ରେ ମୈୟାପ୍ପନ ଓ କୁନ୍ଦ୍ରାଙ୍କ ବିରୋଧରେ ସ୍ପଟ ଫିକ୍ସିଂ ପ୍ରମାଣିତ ହୋଇଥିବା କହିଥିଲେ । ସେତେବେଳେ ଚାନ୍ନାଇର ସିଇଓ ଥିବା ମୈୟାପ୍ପନ ଓ ରାଜସ୍ଥାନର ସହ ମାଲିକ କୁନ୍ଦ୍ରାଙ୍କ ବିରୋଧରେ ଦଣ୍ଡବିଧାନ ପାଇଁ ୩ଜଣ ବିଚାରପତିଙ୍କୁ ନେଇ ଏକ ଗଠନ କରାଯାଇଥିଲା । ଏହି କମିଟିରେ ମୁକୁଲ ମୁଦଗଲଙ୍କ ସହ ଜଷ୍ଟିସ ଅଶୋକ ଭାନ ଏବଂ ରବୀନ୍ଦ୍ର ଶାଲିମ ରହିଛନ୍ତି ।

୨୦୧୩ ଆଇପିଏଲ ସିଜିନର ସାମ୍ମାନକୁ ଆସିଥିଲା ଏହି ବିବାଦ। ସ୍ପଟ୍ ଫିକ୍ସିଂ ଅଭିଯୋଗରେ ଦିଲ୍ଳୀ ପୋଲିସ ଦ୍ୱାରା ଗିରଫ ହୋଇଥିଲେ ୩ ଜଣ କ୍ରିକେଟର। ସେମାନେ ହେଲେ ଏସ୍ ଶ୍ରୀଶାନ୍ଥ, ଅଙ୍କିତ ଚୌହାନ୍ ଓ ଅଜିତ୍ ଚାନ୍ଦେଲା। ଏମାନଙ୍କ ସହ ୧୧ ଜଣ ବୁକି ଗିରଫ ହୋଇଥିଲେ। ପରେ ୩ କ୍ରିକେଟର ଜାମନରେ ଆସିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story