ଜିମ୍ବାୱେ ଟୁରରେ ଗଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଜିମ୍ବାୱେ ସହ ଦିନିକିଆ ସରିଜି ଖେଳିବା ପାଇଁ ଟିମ ଇଣ୍ଡିଆ ହାରାରେ ଗସ୍ତ କରିଛନ୍ତି । ଆସନ୍ତା ୧୦ ତାରିଖରେ ଜିମ୍ବାୱେ ଓ ଟିମ ଇଣ୍ଡିଆ ମଧ୍ୟରେ ପ୍ରଥମ ଦିନିକିଆ ହାରାରେରେ ଖଳାଯିବ । ଏହି ଗସ୍ତରେ ଭାରତ ୧୪ ଜଣିଆ ଯୁବ ଦଳ ପଠାଇଛି । ଆଘାତ କାରଣରୁ ଲେଗ୍ ସ୍ପିନର୍ କରନ୍ ଶର୍ମା ଦଳରୁ ବାଦ ପଡିଛନ୍ତି । ତାଙ୍କ ବାମହାତର ମଝି ଆଙ୍ଗୁଳି ଭାଙ୍ଗି ଯାଇଛି । ହରଭଜନ ସିଂ ଏବଂ […]

india

india

Rakesh Mallick
  • Published: Tuesday, 07 July 2015
  • Updated: 07 July 2015, 06:34 AM IST

ନୂଆଦିଲ୍ଲୀ: ଜିମ୍ବାୱେ ସହ ଦିନିକିଆ ସରିଜି ଖେଳିବା ପାଇଁ ଟିମ ଇଣ୍ଡିଆ ହାରାରେ ଗସ୍ତ କରିଛନ୍ତି । ଆସନ୍ତା ୧୦ ତାରିଖରେ ଜିମ୍ବାୱେ ଓ ଟିମ ଇଣ୍ଡିଆ ମଧ୍ୟରେ ପ୍ରଥମ ଦିନିକିଆ ହାରାରେରେ ଖଳାଯିବ । ଏହି ଗସ୍ତରେ ଭାରତ ୧୪ ଜଣିଆ ଯୁବ ଦଳ ପଠାଇଛି । ଆଘାତ କାରଣରୁ ଲେଗ୍ ସ୍ପିନର୍ କରନ୍ ଶର୍ମା ଦଳରୁ ବାଦ ପଡିଛନ୍ତି । ତାଙ୍କ ବାମହାତର ମଝି ଆଙ୍ଗୁଳି ଭାଙ୍ଗି ଯାଇଛି । ହରଭଜନ ସିଂ ଏବଂ ଅକ୍ଷର ପଟେଲ୍ ଦୁଇ ଜଣ ସ୍ପିନର ଦଳରେ ରହିଛନ୍ତି । ଆଜିଙ୍କ୍ୟ ରାହାଣେଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଜିମ୍ୱାବେ ବିପକ୍ଷରେ ୩ଟି ଏକଦିବସୀୟ ସହ ୨ଟି ଟି-ଟ୍ୱଣ୍ଟି ମ୍ୟାଚ୍ ଖେଳିବ । ଜୁଲାଇ ୧୭ ଓ ୧୯ ତାରିଖରେ ଉଭୟ ଦଳ ମଧ୍ୟରେ ଟି-ଟ୍ୱଣ୍ଟି ମ୍ୟାଚ ଖଳାଯିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story