ଭେଲଭୋ ଇଣ୍ଟରନ୍ୟାଶନାଲ ୟୁ-୨୧ ହକି: ସିମରଞ୍ଜିତଙ୍କ ହାଟ୍ରିକ ବଳରେ ନ୍ୟୁଜିଲ୍ୟାଣ୍ଡକୁ ହରାଇଲା ଭାରତ

ବ୍ରେଡା: ନେଦରଲ୍ୟାଣ୍ଡର ବ୍ରେଡାରେ ଚାଲିଥିବା ଭେଲଭୋ ଇଣ୍ଟରନ୍ୟାସନାଲ ୟୁ-୨୧ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଲିଗ ମ୍ୟାଚରେ ଭାରତ ୩-୦ରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରିଛି। ମ୍ୟାଚର ମୁଖ୍ୟ ଆକର୍ଷଣ ଥିଲେ ସିମରଞ୍ଜିତ ସିଂ । ସେ ହାଟ୍ରିକ ଗୋଲ ଦେଇ ଭାରତକୁ ମ୍ୟାଚ ଜିତାଇଥିଲେ । ପ୍ରଥମ ମ୍ୟାଚରେ ଭାରତ ୩-୦ରେ ଜାର୍ମାନୀକୁ ପରାସ୍ତ କରି ସହଜ ବିଜୟ ହାସଲ କରିଥିଲା। ସୋମବାର ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ ପ୍ରଥମ ଭାଗ ଉଭୟ ଦଳ ମଧ୍ୟରେ ସଂଘର୍ଷପୂର୍ଣ୍ଣ ହୋଇଥିଲା । ହେଲେ […]

hockey

hockey

Rakesh Mallick
  • Published: Monday, 20 July 2015
  • Updated: 20 July 2015, 04:12 PM IST

Sports

Latest News

ବ୍ରେଡା: ନେଦରଲ୍ୟାଣ୍ଡର ବ୍ରେଡାରେ ଚାଲିଥିବା ଭେଲଭୋ ଇଣ୍ଟରନ୍ୟାସନାଲ ୟୁ-୨୧ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଲିଗ ମ୍ୟାଚରେ ଭାରତ ୩-୦ରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରିଛି। ମ୍ୟାଚର ମୁଖ୍ୟ ଆକର୍ଷଣ ଥିଲେ ସିମରଞ୍ଜିତ ସିଂ । ସେ ହାଟ୍ରିକ ଗୋଲ ଦେଇ ଭାରତକୁ ମ୍ୟାଚ ଜିତାଇଥିଲେ । ପ୍ରଥମ ମ୍ୟାଚରେ ଭାରତ ୩-୦ରେ ଜାର୍ମାନୀକୁ ପରାସ୍ତ କରି ସହଜ ବିଜୟ ହାସଲ କରିଥିଲା।

ସୋମବାର ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ ପ୍ରଥମ ଭାଗ ଉଭୟ ଦଳ ମଧ୍ୟରେ ସଂଘର୍ଷପୂର୍ଣ୍ଣ ହୋଇଥିଲା । ହେଲେ ଭାରତର ରଣକୌଶଳ ଆଗରେ ବେଶୀ ସମୟ ନ୍ୟୁଜିଲ୍ୟାଣ୍ଡ ଟିକି ପାରି ନ ଥିଲା। ପ୍ରଥମ ୬ ମିନିଟ ମଧ୍ୟରେ ମିଳିଥିବା ୨ଟି ପେନାଲ୍ଟି କର୍ଣ୍ଣରକୁ ସିମରଞ୍ଜିତ ସିଂ ଗୋଲରେ ପରିଣତ କରି ଭାରତକୁ ଅଗ୍ରଣୀ କରାଇଥିଲେ। ଖେଳର ୨୯ତମ ମିନିଟରେ ସିମରଞ୍ଜିତ ପୁଣି ଏକ ଗୋଲ ଦେଇ ଭାରତକୁ ବିଜୟୀ କରାଇଥିଲେ। ମଙ୍ଗଳବାର ଭାରତ ଶକ୍ତିଶାଳୀ ବେଲଜିୟମକୁ ଭେଟିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story