କୋହଲି @29 : କିଛି ଜଣା, କିଛି ଅଜଣା କଥା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଟିମ୍‌ର ଅଧିନାୟକ ବିରାଟ କୋହଲିଙ୍କ ଆଜି ଜନ୍ମଦିନ। ସେ ୨୯ ବର୍ଷରେ ପଦାର୍ପଣ କରିଛନ୍ତି। ନିଜ ପ୍ରଦର୍ଶନ ବଳରେ କୋଟି ଭାରତୀୟଙ୍କ ହୃଦୟରେ ରାଜ କରୁଥିବା ଏହି କ୍ରିକେଟ୍‌ରଙ୍କ ସମ୍ପର୍କରେ କିଛି ଜଣା, କିଛି ଅଜଣା କଥାକୁ ନେଇ ଆଜିର ଉପସ୍ଥାପନା। ୧. ୧୯୮୮ ନଭେମ୍ବର ୫ ତାରିଖରେ ଦିଲ୍ଲୀରେ ବିରାଟ ଜନ୍ମଗ୍ରହଣ କରିଥିଲେ। ତାଙ୍କ ମାଆଙ୍କ ନାଁ ସରୋଜ ଏବଂ ବାପାଙ୍କ ନାଁ ପ୍ରେମ କୋହଲି। ଭାଇ ବିକାଶ ଏବଂ ଭଡ […]

virat

virat

Rakesh Mallick
  • Published: Sunday, 05 November 2017
  • Updated: 05 November 2017, 09:34 AM IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଟିମ୍‌ର ଅଧିନାୟକ ବିରାଟ କୋହଲିଙ୍କ ଆଜି ଜନ୍ମଦିନ। ସେ ୨୯ ବର୍ଷରେ ପଦାର୍ପଣ କରିଛନ୍ତି। ନିଜ ପ୍ରଦର୍ଶନ ବଳରେ କୋଟି ଭାରତୀୟଙ୍କ ହୃଦୟରେ ରାଜ କରୁଥିବା ଏହି କ୍ରିକେଟ୍‌ରଙ୍କ ସମ୍ପର୍କରେ କିଛି ଜଣା, କିଛି ଅଜଣା କଥାକୁ ନେଇ ଆଜିର ଉପସ୍ଥାପନା।

virat୧. ୧୯୮୮ ନଭେମ୍ବର ୫ ତାରିଖରେ ଦିଲ୍ଲୀରେ ବିରାଟ ଜନ୍ମଗ୍ରହଣ କରିଥିଲେ। ତାଙ୍କ ମାଆଙ୍କ ନାଁ ସରୋଜ ଏବଂ ବାପାଙ୍କ ନାଁ ପ୍ରେମ କୋହଲି। ଭାଇ ବିକାଶ ଏବଂ ଭଡ ଭଉଣୀ ଭାବନାଙ୍କୁ ନେଇ ତାଙ୍କ ସଂସାର। ୨୦୦୬ରେ ବାପାଙ୍କ ପରଲୋକ ଘଟିଥିଲା। ବିଶାଲ ଭାରତୀ ସ୍କୁଲରେ ସେ ପାଠ ପଢିଥିଲେ।

୨. ନିଜ ପ୍ରଦର୍ଶନରେ କୋଟି କୋଟି କ୍ରିକେଟ୍‌ ପ୍ରେମୀଙ୍କ ହୃଦୟରେ ରାଜ କରୁଥିବା କୋହଲିଙ୍କ ରୋଜଗାର ପ୍ରସିଦ୍ଧ ଫୁଟବଲ ଖେଳାଳି ଲିୟୋନେଲ ମେସିଙ୍କଠାରୁ ମଧ୍ୟ ଅଧିକ।

virat୩. ଏହି ଡାହାଣହାତୀ କ୍ରିକେଟର ଜୁନିୟର ୱାଲ୍ଡକପ୍‌ ଚାମ୍ପିୟନ ଦଳର ସଦସ୍ୟ ଥିଲେ। ଏହାସହ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ୨୦୧୧ରେ ଭାରତ ଜିତିଥିବା ଦିନିକିଆ ୱାଲ୍ଡକପ୍‌ ଦଳରେ ମଧ୍ୟ ଥିଲେ।

୪. ୨୦୦୮ରେ ଡାମ୍ବୁଲାରେ ଶ୍ରୀଲଙ୍କା ବିପକ୍ଷରେ ପ୍ରଥମ ଦିନିକିଆ ଆନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିଲେ। ୨୦୧୦ରେ ଟି-ଟ୍ୱଣ୍ଟି ଓ ୨୦୧୧ରେ ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ।

virat୫. ଟେଷ୍ଟରେ ୧୭ ଓ ଦିନିକିଆରେ ୩୨ ଶତକ ହାସଲ କରିସାରିଛନ୍ତି।

୬. ଆନ୍ତର୍ଜାତୀୟ କ୍ରିକେଟ୍‌ରେ ମୋଟ ୪୯ଟି ଶତକ ହାସଲ କରିଥିବା ଏହି କ୍ରିକେଟର ଟି-ଟ୍ୱଣ୍ଟିରେ ଏହି ମାଇଲଖୁଣ୍ଟ ଛୁଇଁପାରି ନାହାନ୍ତି।

virat୭. ପିଲାଦିନର କୋଚ୍‌ ଅଜିତ ଚୀଧୁରୀ ତାଙ୍କ ନାଁ ଚିକୁ ଦେଇଥିଲେ। ଖେଳ ଜୀବନ ଆରମ୍ଭ କରିବା ବେଳେ ସେ ବାଳ ଏମିତି କାଟିଥିଲେ ଯେ ତାଙ୍କ କାନ ବଡ଼ ଦେଖାଯାଉଥିଲା। ଏହାଦେଖି କୋଚ୍‌ ଚୌଧୁରୀ କମିକ୍‌ ବୁକ୍‌ର ଠେକୁଆ ଚିକୁ ନାଁ ଅନୁସାରେ ତାଙ୍କ ନାମକରଣ କରିଥିଲେ। ପରେ ଧୋନୀ ଏହି ନାଁରେ ତାଙ୍କୁ ବହୁତ ଥର ସମ୍ବୋଧିତ କରିଥିଲେ। ଫଳରେ ଏହା ନାଁ ଲୋକପ୍ରିୟ ହୋଇଯାଇଥିଲା।

୮. କୋହଲିଙ୍କୁ ଦେହରେ ଟାଟୁ ବନାଇବାର ବହୁତ ସୌକ। ସମୁରାଇ ଯୋଦ୍ଧା ଟାଟୁ ତାଙ୍କର ଅଧିକ ପସନ୍ଦ।

୯. ଏବେ ବିରାଟ ୧୨ରୁ ଅଧିକ ବ୍ରାଣ୍ଡର ପ୍ରମୋସନ କରୁଛନ୍ତି। ଭାରତର ସବୁଠାରୁ ଅଧିକ ରୋଜଗାର କରୁଥିବା ଖେଳାଳି ହେଉଛନ୍ତି କୋହଲି।

virat୧୦. ସ୍ୱାଦିଷ୍ଟ ଖାଇବା କୋହଲିଙ୍କ ବହୁତ ପସନ୍ଦ। ତାଙ୍କର ଏକ ରେଷ୍ଟାରାଣ୍ଟ  ମଧ୍ୟ ଅଛି। ଟିମ୍‌ ଇଣ୍ଡିଆ ଏଠାରେ ବହୁଥର ପାର୍ଟି କରିସାରିଛି। ନିକଟରେ ଦିଲ୍ଲୀରେ ଟି-ଟ୍ୱଣ୍ଟି ମ୍ୟାଚ୍‌ ପରେ ସେ ଟିମ୍‌ ସଦସ୍ୟଙ୍କୁ ନିଜ ରେଷ୍ଟୁରାଣ୍ଟରେ ପାର୍ଟି ଦେଇଥିଲେ।

୧୧. ଟେଷ୍ଟ କ୍ରିକେଟ୍‌ରେ ସେ ୪ ଥର ଦ୍ୱିଶତକ ହାସଲ କରିଛନ୍ତି। ଟେଷ୍ଟରେ ସେ ଗୋଟିଏ ପାଳିରେ ସର୍ବାଧିକ ୨୩୫ ରନ୍‌ କରିଛନ୍ତି। ଇଂଲଣ୍ଡ ବିପକ୍ଷରେ ସେ ଏହି ଇନିଂସ୍‌ ଖେଳିଥିଲେ। ଇଂଲଣ୍ଡ ବ୍ୟତୀତ ନ୍ୟୁଜିଲ୍ୟାଣ୍ଡ, ବାଂଲାଦେଶ ଓ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ସେ ଦ୍ୱିଶତକ ହାସଲ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story